ବନ୍ଧୁଗଣ ବର୍ତ୍ତମାନ ଆସିଛନ୍ତି ଆଉ ଗୋଟେ ଲେଡି ସିଙ୍ଘମ । ଏହି ଲେଡି ସିଙ୍ଘମ ଜଣକ ମୁଖ୍ୟ ମନ୍ତ୍ରୀଙ୍କୁ ଗି-ର-ଫ କରିବା ପାଇଁ ଆଗେଇ ଆସିଲେ । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଲେଡି ସିଙ୍ଘମ ଜଣକଙ୍କ ଚର୍ଚା ବହୁଳ ମାତ୍ରାରେ ହେଉଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଲେଡି ସିଙ୍ଘମ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ତା ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଲେଡି ସିଙ୍ଘମ ଜଣକଙ୍କ ବିଷୟରେ । ଏହି ଲେଡି ସିଙ୍ଘମ ଜଣକଙ୍କ ନାମ ହେଉଛି ଆଇପିଏସ ଡି ରୂପା । ଡି ରୂପାଙ୍କ ନାମ ଯେମିତି କାମ ବି ସେମିତି । ରୂପାଙ୍କ ନାମ ଶୁଣିଲେ ଥରି ଉଠନ୍ତି ବଡ ବଡ ଅ-ପ-ରା-ଧୀ । ପୂର୍ବରୁ ଆପଣ ମାନେ ଅନେକ ଆଇପିଏସଙ୍କ କଥା ଶୁଣିଥିବେ କିନ୍ତୁ ଡି ରୂପା ସମସ୍ତଙ୍କ ଠାରୁ ଭିନ୍ନ । ଅ-ପ-ରା-ଧୀ-ଙ୍କ କଥା ତ ଦୂର ସେ ମୁଖ୍ୟ ମନ୍ତ୍ରୀଙ୍କୁ ଛାଡି ନଥିଲେ ।

ଡି ରୂପା ହେଉଛନ୍ତି କର୍ଣ୍ଣାଟକର ୨୦୦୦ ବ୍ୟାଚର ଆଇପିଏସ ଅଫିସର ଏବଂ ଅତିରିକ୍ତ ଜେନେରାଲ ଏକ୍ସ ଅଫିସର । ଏହା ସହିତ ସେ ସିଭିଲ ଡିପାର୍ଟମେଣ୍ଟରେ ଆଡିସନାଲ କମାଣ୍ଡର ରୂପରେ ମଧ୍ୟ କାମ କରିଛନ୍ତି । ଏହା ସହିତ ଡି ରୂପା ଟ୍ରାଫିକ ଏବଂ ରୋଡ ସେଫଟି ଡିପାର୍ଟମେଣ୍ଟରେ କମିଶନର ଥିଲେ । ଏହା ସହିତ ସେ କର୍ଣ୍ଣାଟକ ଜେ-ଲ-ରେ ଡେପ୍ଯୁଟି ଇନ୍ସପେକ୍ଟର ଜେନେରାଲ ରୂପେ କାମ କରିଛନ୍ତି ।

ଡି ରୂପା ଦେଶର ପ୍ରଥମ ଆଇପିଏସ ମହିଳା ଥିଲେ ଯାହାଙ୍କୁ ୨୦୧୩ ମସିହାରେ ସା-ଇ-ବ-ର କ୍ରା-ଇ-ମ ମାମଲାରେ ତ-ଦ-ନ୍ତ କରିବାକୁ ଦିଆଯାଇଥିଲା । ସା-ଇ-ବ-ର କ୍ରା-ଇ-ମ-କୁ ରୋକିବାରେ ଡି ରୂପାଙ୍କୁ ବଡ ସଫଳତା ମିଳିଥିଲା । କିନ୍ତୁ ଡି ରୂପା ସେତେବେଳେ ପପୁଳାର ହେଲେ ଯେତେବେଳେ ସେ ୨୦୦୪ରେ ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଉମା ଭାରତୀଙ୍କୁ ଗି-ର-ଫ କରିବା ପାଇଁ ଆଗେଇ ଆସିଥିଲେ ।

୨୦୦୪ ମସିହାରେ ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଉମା ଭାରତୀଙ୍କୁ ବି-ରୋ-ଧ-ରେ ୧୦ ବର୍ଷ ପୁରୁଣା ମାମଲାରେ ଜା-ମି-ନ ବି-ହୀ-ନ ୱା-ରେ-ଣ୍ଟ ଜାରି କରଯାଇଥିଲା । ବାସ୍ତବରେ ୧୫ ଅଗଷ୍ଟ ୧୯୯୪ରେ ଉମା ଭାରତୀ କର୍ଣ୍ଣାଟକ ହୁବୁଲିର ଏକ ଇଟଗ୍ରାହରେ ତ୍ରିରଙ୍ଗା ଉଡାଇ ଥିଲେ ।
ସାମ୍ପ୍ରଦିକ ସଦବନାକୁ ବିଚଳିତ କରିଥିବା ଅ-ଭି-ଯୋ-ଗ ହୋଇଥିଲା । ସେତେବେଳେ ଉମାଙ୍କ ବି-ରୋ-ଧ-ରେ ୱା-ରେ-ଣ୍ଟ ଜାରି ହୋଇଥିଲା ଓ ଡି ରୂପା କର୍ଣ୍ଣାଟକ ଧରବାଡା ଜିଲ୍ଲାର ଏସ୍ପି ଥିଲେ । ୱା-ରେ-ଣ୍ଟ ପାଇବା ପରେ ସେ ମୁଖ୍ୟ ମନ୍ତ୍ରୀ ଉମା ଭାରତୀଙ୍କୁ ଗି-ର-ଫ କରିବା ପାଇଁ ମଧ୍ୟ ପ୍ରଦେଶ ଯାଇଥିଲେ ।

ତେବେ ଗି-ର-ଫ ହେବା ପୂର୍ବରୁ ଉମା ଭାରତୀ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହି ମାମଲା ପରଠାରୁ ଡି ରୂପାଙ୍କୁ ଲେଡି ସିଙ୍ଘମ ବୋଲି କୁହାଗଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆଇପିଏସ ଅଫିସର ଡି ରୂପା କିପରି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତାଙ୍କର ଏମିତି କାମ ପାଇଁ ଗୁଡ ବୋଲି ନିଶ୍ଚୟ ଲେଖିବେ । ଧନ୍ୟବାଦ

