ପ୍ରଥମ ଥର ପାଇଁ ଦେଖନ୍ତୁ ଦିବ୍ୟଦୃଷ୍ଟି ସିରିଏଲ ଅଭିନେତ୍ରୀ Ananya Dash ଙ୍କ Family & Biography

ଆପଣ ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅନନ୍ୟା ଦାସ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନନ୍ୟାଙ୍କୁ ଟିଭିର ଲୋକପ୍ରିୟ ଧାରାବାହିକ ‘ଦିବ୍ୟଦୃଷ୍ଟି’ରେ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକରେ ଅନନ୍ୟା ନିଜ ସୁନ୍ଦର ଅଭିନୟକୁ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅନନ୍ୟାଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅନନ୍ୟାଙ୍କ ଜନ୍ମ ୧୩ ନଭେମ୍ବର ୨୦୦୨ ମସିହାରେ ଭୁବନେଶ୍ବରରେ ହୋଇଥିଲା । ପିଲା ଦିନରୁ ଅନନ୍ୟା ପାଠ ପଢିବା ସହ ଅଭିନୟରେ ବହୁତ ରୁଚି ରଖିଥିଲେ । ଅନନ୍ୟା ନିଜ ଅଭିନୟ କାରିୟରର ଆରମ୍ଭ ୨୦୨୦ ମସିହାରେ ‘ଦିବ୍ୟଦୃଷ୍ଟି’ ଧାରାବାହିକରୁ କରିଥିଲେ । ଏହି ଧାରାବାହିକରେ ଅନନ୍ୟ ବହୁତ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ମନକୁ ଜିତି ପାରିଥିଲେ ।

ବନ୍ଧୁଗଣ ଅନନ୍ୟାଙ୍କ ପରିବାରରେ ତାଙ୍କ ମା ବାପା ଓ ତାଙ୍କର ଏକ ବଡ ଭଉଣୀ ଅଛନ୍ତି । ତାଙ୍କ ବାପାଙ୍କର ନାମ ହେଉଛି ମନୋଜ ଦାସ ଓ ତାଙ୍କ ମାଙ୍କ ନାମ ହେଉଛି ରଶ୍ମିରେଖା ମିଶ୍ର । ଅନନ୍ୟାଙ୍କ ବଡ ଭଉଣୀଙ୍କ ନାମ ହେଉଛି ଅପୂର୍ବା ଦାସ ଓ ସେ ବର୍ତ୍ତମାନ ପାଠ ପଢୁଛନ୍ତି । ବନ୍ଧୁଗଣ ଅନନ୍ୟା ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ତାଙ୍କର କୌଣସି ବୟଫ୍ରେଣ୍ଡ ନାହାନ୍ତି ।

ସୋସିଆଲ ମିଡିଆରେ ଅନନ୍ୟାଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ସେ ସୋସିଆଲ ମିଡିଆରେ ଆସିବା ଦିନରୁ ନିଜର କେତେକ ଷ୍ଟାଇଲିସ ଫଟୋ ସେୟାର କରନ୍ତି ଓ ତାଙ୍କ ଫଟୋ ଗୁଡିକ ମଧ୍ୟ ବହୁତ ଭାଇରାଲ ହୁଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଅନନ୍ୟା ଦାସ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *