ଦିନେ ହେଲେ ବି ମାଡି ନାହାଁନ୍ତି ସ୍କୁଲ ମାଟି, କିନ୍ତୁ ଅନର୍ଗଳ ଇଂରାଜୀ କହୁଛନ୍ତି 60 ବର୍ଷର ଏହି ବୃଦ୍ଧ, ଯାହାଙ୍କ ଆଗରେ ଭଲ ଭଲ ପାଠୁଆ ମାନେ ବି ଫେଲ ହେଇଯିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମ ଦେଶ ରେ ବହୁତ ଭାଷା ଭାଷୀ ଲୋକ ବାସ କରୁଛନ୍ତି ଏବଂ ସେମାନଙ୍କ ର ନିଜର ନିଜର ଆଞ୍ଚଳିକ ଭାଷା ମଧ୍ୟ ରହିଛି ତେବେ ଦେଶ ରେ ଯଦି ଅଧିକ କୌଣସି ଭାଷା ର ବ୍ୟବହାର କରାଯାଏ ତେବେ ତାହା ହେଉଛି ହିନ୍ଦୀ ଏବଂ ଇଂରାଜୀ । ତେବେ କିଛି ଲୋକ ଅଶିକ୍ଷିତ ଥିବାରୁ ସେମାନେ ଇଂରାଜୀ କୁ ଭଲ ଭାବରେ କହି କିମ୍ବା ବୁଝି ପାରନ୍ତି ନାହିଁ ତେବେ କିନ୍ତୁ ଶିଖିବାର କୌଣସି ବୟସ ନଥାଏ ।

ଆପଣ ଯେତେବେଳେ ଚାହିଁବେ ସେତେବେଳେ କିଛି ନୂଆ କରିବା କିମ୍ବା ନୂଆ ଶିଖିବା ଆଦି ଚାହିଁ ପାରିବେ ଏବଂ କରି ପାରିବେ ତେବେ ଏହି କଥା କୁ ବର୍ତ୍ତମାନ ସତ କରିଦେଇଛନ୍ତି ଜଣେ ୬୦ ବର୍ଷ ର ବୃଦ୍ଧ ବ୍ୟକ୍ତି । ତେବେ ସେ ମି-ଡ଼ି-ଆ ଆଗରେ ବହୁତ ସୁନ୍ଦର ଭାବରେ ଇଂରାଜୀ ଭାଷା ରେ କଥା କହୁଥିଲେ ଏବଂ ସମସ୍ତ ପ୍ରଶ୍ନ ଏ ଉତ୍ତର ମଧ୍ୟ ଦେଉଥିଲେ । ତେବେ ଏହି ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ୬୦ ବର୍ଷ ର ଜଣେ ରେଳ ସହାୟକ୍ କିମ୍ବା କୁଲି ।

ସେ ସ୍କୁଲ ଯାଇ ନାହାନ୍ତି କିନ୍ତୁ ନିଜ କଲୋନୀ କିମ୍ବା ବସ୍ତି ରେ ପିଲା ମାନଂକୁ ପାଠା ପଢୁଥିବା ଦେଖି ସେ ସେହି ଠାରେ ହିଁ ଇଂରାଜୀ ଭାଷା କୁ ଶିଖୀ ଥିଲେ । ତେବେ ସେ କୁହନ୍ତି କି ଯେତେବେଳେ କୌଣସି ବିଦେଶୀ ପର୍ଯ୍ୟଟକ ଆସନ୍ତି ସେମାନଙ୍କ ସହ ଇଂରାଜୀ ରେ କଥା ହୋଇ ସେମାନଙ୍କ ର ଥିବା ସମସ୍ୟା ଯେପରି ଟ୍ରେନ ନମ୍ବର, ସିଟ ନମ୍ବର, ଟାଇମ ଆଦି ଠିକ ଭାବରେ ବୁଝାଇ ଦେଇଥାଏ ଏବଂ ସେମାନେ ମଧ୍ୟ ବହୁତ ଇଂପ୍ରେସ ହୁଅନ୍ତି ।

ତେବେ ତାଙ୍କର ଅନ୍ୟ ସାଥୀ ମାନେ ମଧ୍ୟ ଏହି କଥା କହିଛନ୍ତି କି ସେ ବିଦେଶୀ ପର୍ଯ୍ୟଟକ ଙ୍କ ସହ ଇଂରାଜୀ ରେ କଥା ହେଲେ ଆମକୁ ବହୁତ ଖୁସି ଏବଂ ଗର୍ବ ଲାଗେ । ତେବେ ଏହା ଛଡା ବୃଦ୍ଧ ବ୍ୟକ୍ତି ନିଜର କଷ୍ଟ ଯାହା ସେ କରୋନା ସମୟରେ ଭୋଗ କରିଥିଲେ ସେ ବିଷୟରେ କହିଥିଲି ଏବଂ ଶେଷ ରେ ଏହା କହିଥିଲେ କି ଶିଖିବାର କୌଣସି ବୟସ ସୀମା ନଥାଏ କେବଳ ମନରେ ଦୃଢ଼ ଇଛାଶକ୍ତି ରହିବା ଆବଶ୍ୟକ ଅଟେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *