ବନ୍ଧୁଗଣ ଆଜିକାଲି କରୋନା ମହାମାରୀ ସଂକ୍ରମଣ ଏତେ ବଢି ଯାଇଛି ଯେ, ଦେଶରେ ଥିବା ସମସ୍ତ ଲୋକଙ୍କ ମନରେ ଏକ ବଡ ଭୟ ସୃଷ୍ଟି ହୋଇଯାଇଛି । ଏହି ଭାଇରସରେ ଆକ୍ରାନ୍ତ ହୋଇ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ଓ ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି । ବନ୍ଧୁଗଣ ହସ୍ପିଟାଲରେ ବେଡର ଅଭାବ ଓ ଅକ୍ସିଜେନ ସିଲିଣ୍ଡରର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି ।
ହେଲେ ଏହି ସବୁ ଜିନିଷ ଠାରୁ ଅନ୍ୟ ଏକ ବଡ ଚିନ୍ତାର ବିଷୟ ହେଉଛି ଶ୍ମଶାନରେ ଶ-ବ ସ-ତ୍କା-ର କରିବା ପାଇଁ ଆସୁ ସ୍ଥାନ ମିଳୁ ନାହିଁ । କାରଣ ଦିନକୁ ଦିନ ଏହି ଭାଇରସରେ ସଂକ୍ରମିତ ହୋଇ ଏତେ ଲୋକ ନିଜର ପ୍ରାଣ ହରାଉଛନ୍ତି ଯେ, ଶ୍ମ-ଶା-ନରେ ଶ-ବକୁ ସତ୍କାର କରିବା ପାଇଁ ପରିବାର ବର୍ଗଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଏହି ଶ-ବ ସ-ତ୍କା-ରକୁ ନେଇ ସୋସିଆଲ ମିଡିଆରେ ଏହି କିଛି ଦିନ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ପରିବାର ବର୍ଗ ମାନେ ବ୍ୟକ୍ତି ବିଶେଷଙ୍କ ଶ-ବ ସ-ତ୍କା-ର ଘର ବଗିଚାରେ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଶ-ବ ସ-ତ୍କା-ର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରରେ ଭାଇରାଲ ହେଉଛି । ଯେଉଁଥିରେ ପରିବାର ଲୋକ ବ୍ୟକ୍ତି ଜଣକଙ୍କ ଦେ-ହା-ନ୍ତ ପରେ ତାର ଶ-ବ ସ-ତ୍କା-ର କରୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଆପଣ ମାନେ ଚାହିଁଲେ ଗୋଟେ ଫୋନ କଲରେ ବ୍ୟକ୍ତିଙ୍କର ଶ-ବ ସ-ତ୍କା-ର କରିପାରିବେ ।
ବର୍ତ୍ତମାନ ଶ-ବ ସ-ତ୍କା-ର ପାଇଁ କେରଳରେ ଆରମ୍ଭ କରାଯାଇଛି ଏକ ଅଭିନବ ଉପାୟ । ଏହି ଉପାୟର ନାମ ‘ମୋବାଇଲ ଶ-ବ ସ-ତ୍କା-ର’ ରଖା ଯାଇଛି । ବନ୍ଧୁଗଣ ଏହି ଫଟୋ ଗୁଡିକୁ ଦେଖିଲା ପରେ ଆପଣ ବୁଝି ପାରୁଥିବେ ଏହା କେତେକ ସୁବିଧାଜନକ । ଏହା ସହିତ ଏହାର ସବୁଠାରୁ ଭଲ କଥା ହେଉଛି ଏହି ସ-ତ୍କା-ର-ରେ କରୋନା ସଂକ୍ରମଣ ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ କାରଣ ଆପଣ ନିଜ ଘରେ ଓ ନିଜ ପରିବାର ସଦସ୍ୟଙ୍କ ସହ ଶ-ବ ସ-ତ୍କା-ର କରିପାରିବେ ।

ଶ-ବ ସ-ତ୍କା-ର ପାଇଁ ଏକ ସ୍ଵତନ୍ତ୍ର ଗ୍ଯାସ ଚୁଲା ପ୍ରସ୍ତୁତ କରା ଯାଇଛି । ଯେଉଁଥିରେ କେବଳ ଶ-ବକୁ ଶୁଆଇବାକୁ ହେବ ଓ ଶ-ବ ସ-ତ୍କା-ର କରିବାକୁ ହେବ । ବନ୍ଧୁଗଣ ସମସ୍ତ ବ୍ୟକ୍ତି ଏହି ସୁବିଧା ପାଇପାରିବେ । ଆପଣ ମାନଙ୍କୁ କେବଳ ଗୋଟିଏ ଫୋନ କଲ କରିବାକୁ ପଡିବ ।

ଫୋନ କଲ କରିବା ପରେ ସେହି କମ୍ପାନୀର ଲୋକ ମାନେ ଗ୍ଯାସ ଚୁଲା ନେଇ ଆପଣଙ୍କ ଘରେ ପହଞ୍ଚିଯିବେ । ବନ୍ଧୁଗଣ ଶ-ବ ଦା-ହ-ର ଏହି ନୂତନ ଉପାୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ନୂତନ ସ-ବ ସ-ତ୍କା-ର-ର ଉପାୟ ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

