ACF Soumyaranjan ଙ୍କ ମୃତ୍ୟୁ ମାମଲାକୁ ନେଇ ଫରେଷ୍ଟ ଗାର୍ଡ ଦେଲେ ଏହି ଭୟଙ୍କର ତଥ୍ୟ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସୋମ୍ୟ ରଞ୍ଜଙ୍କ ହ-ତ୍ୟା ମାମଲାରେ ଏକ ଫରେଷ୍ଟ ଗାର୍ଡ ମୁହଁ ଖୋଲିଛନ୍ତି । ମିଡିଆ ସାମ୍ନାରେ ସେହି ଫରେଷ୍ଟ ଗାର୍ଡ ଜଣକ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ଗତ କିଛି ସମୟ ହେବ ଏହି କେସର ଅନେକ ନୂଆ ନୂଆ ରହସ୍ୟର ପରଦାଫାସ ହେଉଛି ।

ବନ୍ଧୁଗଣ ସୋମ୍ୟଙ୍କ ହ-ତ୍ୟା ପାଇଁ ତାଙ୍କ ପରିବାର ଲୋକ ବିଦ୍ୟା ଭାରତୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଧିକାଂଶ ପ୍ରମାଣ ମଧ୍ୟ ବିଦ୍ୟାଙ୍କ ବିରୋଧରେ ରହିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଏକ ଫରେଷ୍ଟ ଗାର୍ଡ କିଛି ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଫରେଷ୍ଟ ଗାର୍ଡ ଜଣକଙ୍କ ମତରେ-‘ ସେ ଦିନ ଆମକୁ ଆଇଆଇସି ସାର ଡ଼ାକିଥିଲେ ଓ ଆମ୍ବୁଲାନ୍ସ ସହିତ ଆମେ ଏକ ବୋଲେରୋ ଗାଡିରେ ଯାଇଥିଲେ ।

ଆଉ ଯାହା ଯେମିତି ଘଟିଥିଲା ମୁ ସାରଙ୍କୁ ସବୁ ସତ କଥା କହିଦେଇଛି । ଆମ୍ବୁଲାନ୍ସ ଭିତରେ ବିଦ୍ୟା ଏକା ଥିଲେ ତେଣୁ ଆମ ସହିତ ଯାଇଥିବା ଜଣେ ଲେଡିସ ଫରେଷ୍ଟ ଗାର୍ଡ ବୋଲେରୋ ରୁ ଆମ୍ବୁଲାନ୍ସକୁ ସିଫ୍ଟ କରିଥିଲେ ସେଥିପାଇଁ ଗାଡିକୁ ୨ରୁ ୩ ମିନିଟ ପର୍ଯ୍ୟନ୍ତ ରୋକା ଯାଇଥିଲା’ ।

ଏହାପରେ ଆଗକୁ ଫରେଷ୍ଟ ଗାର୍ଡ ଜଣକ କହିଲେ-‘ ସମସ୍ତେ କହୁଛନ୍ତି ଗୋପାଳପୁର ଛକରେ ଗାଡି ରହିଥିଲା । ଯଦି ଗୋପାଳପୁର ଛକରେ ରହିଥିବ ଗାଡି ଯଦି ତା ହେଲେ ସେ ମ୍ୟାଡମଙ୍କ ସହ ତାଙ୍କର କିଛି କଥାବାର୍ତ୍ତା ହେଇଥିବ ହେଲେ ଆମେ କିଛି ଜାଣି ନାହୁଁ । ମୁ ସବୁ ସତ କଥା ସାରଙ୍କୁ କହି ଦେଇଛି’ ।

ଏହାପରେ ଫରେଷ୍ଟ ଗାର୍ଡ ଜଣକଙ୍କୁ ଡିଏଫଓ ଓ ତାଙ୍କ ପତ୍ନୀଙ୍କ ବିଷୟରେ ପଚରା ଯାଇଥିଲା । ଫରେଷ୍ଟ ଗାର୍ଡ ଜଣକ ଡିଏଫଓ ଓ ତାଙ୍କ ପତ୍ନୀଙ୍କ ବିଷୟରେ କୌଣସି କଥା ଜାଣି ନାହାନ୍ତି । ସେ କେବଳ ଅଫିସିଆଲ କାମ ପାଇଁ ଡିଏଫଓଙ୍କୁ ଜାଣିଛନ୍ତି । ଡିଏଫଓଙ୍କ ସହ ତାଙ୍କର କୌଣସି ଘନିଷ୍ଟ ସମ୍ପର୍କ ନଥିଲା ।

ତା ହେଲେ ବନ୍ଧୁଗଣ ଫରେଷ୍ଟ ଗାର୍ଡ ଜଣକ ଏହି ସବୁ କଥା ମିଡିଆ ସାମ୍ନାରେ କହିଛନ୍ତି । ଆଗକୁ ଏହି ମାମଲାଟି କଣ ନୂଆ ମୋଡ ନେବ ତାହା ବହୁତ ଶୀଘ୍ର ଜଣା ପଡିଯିବ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *