ACF Soumyaranjan ଡେଥ ମିଷ୍ଟ୍ରି: DFO ଙ୍କୁ ପୋଲିସ ର ଜେରା ପରେ ଡିଏଫଓ କଲେ ଏହି ବଡ ଖୁଲାସା, କହିଲେ ଏହି ସାଂଘାତିକ ସତ, ଦେଖନ୍ତୁ Video 

ବନ୍ଧୁଗଣ ସୋମ୍ୟ ରଞ୍ଜନଙ୍କ ମାମଲାରେ କେଉଁଠି ନା କେଉଁଠି ଡିଏଫଓଙ୍କ ନାମ ନିଶ୍ଚୟ ଆସୁଥିବାର ଆପଣ ମାନେ ଜାଣି ଥିବେ । ସୋମ୍ୟଙ୍କ ମୃତ୍ୟୁ ପରେ ପୋଲିସ ବିଭିନ୍ନ ଦିଗରୁ ତନହାଘନା କରୁଛି ।

ବନ୍ଧୁଗଣ ସୋମ୍ୟଙ୍କ ପରିବାର ଲୋକ ଯେଉଁ ତିନି ଜଣଙ୍କ ନାମ କହିଥିଲେ ସେମାନଙ୍କୁ ବର୍ତ୍ତମାନ ଜେରା କରାଯାଇଛି । ହେଲେ ଏହାରି ମଧ୍ୟରେ ବିଭିନ୍ନ ଦିଗରୁ ପୋଲିସ ଜେରା କରିବା ଆରମ୍ଭ କରି ସାରିଛି । ବର୍ତ୍ତମାନ ଗୋଟିଏ କଥା ପୋଲିସ ଜାଣିବାକୁ ଚାହୁଁଛି ଯେ, ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ କିପରି ହେଲା ଓ ଯଦି ଏହା ହତ୍ୟା ତା ହେଲେ କିଏ କଲା ।

ଗତ କିଛି ଦିନ ହେବ ଏହି ମାମଲାରେ ଗୋଟିଏ ପରେ ଗିତେ ଚରିତ୍ରର ନାମ ସାମ୍ନାକୁ ଆସିଛି ଓ ସେମାନଙ୍କୁ ଯେତେବେଳେ ପୋଲିସ ଜେରା କରୁଛି ସେତେବେଳେ ସେମାନଙ୍କ ବୟାନ ପରସ୍ପର ସହ ତାଳମେଳ ଖାଉ ନାହିଁ । ତେଣୁ ପୋଲିସର ସନ୍ଦେହ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ବନ୍ଧୁଗଣ ଗତ କାଲି ଡିଏଫଓଙ୍କୁ ଜେରା କରାଯାଇଛି ।

ପ୍ରଥମ ଦିନରୁ ଡିଏଫଓଙ୍କ ନାମ ସାମ୍ନାକୁ ଆସୁଛି । ଜେରା କରିବା ପରେ ଡିଏଫଓ କିଛି ସାଂଘାତିକ ସତ କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବିଦ୍ୟାଙ୍କ ସହ ଡିଏଫଓଙ୍କ ଖରାପ ସମ୍ପର୍କ ଅଛି ବୋଲି ସୋମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଡିଏଫଓଙ୍କୁ ପୋଲିସ ଜେରା କରିଛି ତା ହେଲେ ସେ କଣ କହିଛନ୍ତି ଆସନ୍ତୁ ଜାଣିବା । ବନ୍ଧୁଗଣ ତଦନ୍ତ କାରୀ ଅଫିସରଙ୍କ ମତରେ, ଡିଏଫଓ ତାଙ୍କୁ ଏହି ମାମଲା ପ୍ରତି ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଓ ବହୁତ ଭଲ ଭାବରେ କୋପରେଟ କରିଛନ୍ତି ।

ଡିଏଫଓଙ୍କ ବିରୋଧରେ ଯାହା ସବୁ ଅଭିଯୋଗ ଥିଲା ତାକୁ ନେଇ ପଚରା ଉଚରା କରାଯାଇଛି । ହେଲେ ମିଡିଆ ରିପୋର୍ଟସ ଅନୁସାରେ ଡିଏଫଓ ଏକ ସାଂଘାତିକ କଥା କହିଛନ୍ତି । ଡିଏଫଓଙ୍କ ମତରେ, ସେ ବିଦ୍ୟା ଭାରତୀ ତଥା ସୋମ୍ୟ ରଞ୍ଜନଙ୍କ ପତ୍ନୀଙ୍କୁ ଚିହ୍ନି ନାହାନ୍ତି ।

ପ୍ରଥମ ଥର ସେ କେବଳ ହସ୍ପିଟାଲରେ ତାଙ୍କୁ ଦେଖା କରିଥିଲେ । ବନ୍ଧୁଗଣ ଏହି ପରିକା ଆଶ୍ଚର୍ଯ୍ୟ ଜନକ କଥା କହିଛନ୍ତି ଡିଏଫଓ । କିନ୍ତୁ ସଂପୂର୍ଣ୍ଣ କେସ କୁ ଅନୁଧ୍ୟାନ କଲେ ସେ କଞ୍ଚା ମିଛ କହୁଛନ୍ତି ବୋଲି ଜଣା ପଡୁଛି , ହେଲେ ଡିଏଫଓଙ୍କ କଥାରେ କେତେ ସତ ରହିଛି ତାହା ଆଗାମୀ ସମୟରେ ଜଣା ପଡିଯିବ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *