Ollywood ଅଭିନେତା Aswini Tripathy ଙ୍କୁ ନେଇ ଆସିଲା ଏକ ବଡ଼ ଦୁଃଖ ଖବର

ନମସ୍କାର ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଜାଣିଥିବେ ଏବଂ ପସନ୍ଦ କରୁଥିବେ । ତେବେ ସେହିଁଭଳି ଜଣେ ପ୍ରତିଭା ଶାଳୀ ଓଡ଼ିଆ ଅଭିନେତା ହେଉଛନ୍ତି ଅଶ୍ୱିନୀ ତ୍ରିପାଠୀ ଯିଏ କି ଜଣେ ଅଭିନେତା ସହିତ ଅନେକ ରିୟାଲିଟି ଶୋ ପାଇଁ ଆଂକରିଙ୍ଗ ମଧ୍ୟ କରନ୍ତି । ତେବେ ଲୋକମାନେ ଅଶ୍ୱିନୀ ଙ୍କ ଅଭିନୟ ଏବଂ କହିବାର ଶୈଳୀ କୁ ବହୁତ ପସନ୍ଦ କରନ୍ତି ।

ତେବେ ଅଶ୍ୱିନୀ କିଛି ସିନେମା, ଧାରାବାହିକ ରେ ଅଭିନୟ କରିଛନ୍ତି ତାସହିତ ସେ ବର୍ତ୍ତମାନ ଅନେକ ଆଲବମ ରେ କାମ କରିଛନ୍ତି ଏବଂ ତାଙ୍କର ସବୁ ଆଲବମ ବହୁତ ହିଟ ମଧ୍ୟ ହେଉଛି । ତେବେ ବର୍ତ୍ତମାନ ଅଶ୍ୱିନୀ କୁ ନେଇ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି । ଅଶ୍ୱିନୀ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ତେବେ ଡାକ୍ତର ଖାନା ବେଡ଼ ରେ ଶୋଇଥିବାର ଏକ ଫୋଟୋ ବର୍ତ୍ତମାନ ତାଙ୍କ ବାନ୍ଧବୀ ପ୍ରେରଣା ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋଷ୍ଟ କରି ଲୋକ ମାନଙ୍କୁ ଅବଗତ କରାଇଥିଲେ ।

ତେବେ ସେ କହିଥିଲେ କି ଅଶ୍ୱିନୀ ଙ୍କ ଛାତିରେ ଏକ ଛୋଟ ସ-ର୍ଜ-ରୀ ହୋଇଛି ଯାହାକି ସଫଳତା ପୁର୍ବକ ଶେଷ ହୋଇଛି ଏବଂ ବର୍ତ୍ତମାନ ସେ ସୁସ୍ଥ ମଧ୍ୟ ଅଛନ୍ତି । ତେବେ ଏହି ଖବର ପରେ ତାଙ୍କ ଫ୍ୟାନ ମାନେ ତାଙ୍କ ସୁସ୍ଥ ମନାସି ପାର୍ଥନା କରିଛନ୍ତି କି ସେ ଶୀଘ୍ର ଭଲ ହୋଇ ଯାଆନ୍ତୁ ବୋଲି ।

ତେବେ ଅଶ୍ୱିନୀ ଏବଂ ତାଙ୍କ ବାନ୍ଧବୀ ପ୍ରେରଣା ଙ୍କୁ ମଧ୍ୟ ଦର୍ଶକ ମାନେ ଏକାଠି ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି ତାଙ୍କ ଯୋଡି କୁ ମଧ୍ୟ ଖୁବ ପସନ୍ଦ କରନ୍ତି ଏବଂ ସେମାନେ ମଧ୍ୟ ଅନେକ ଆଲବମ ଏବଂ କିଛି ସିନେମା ରେ ଏକାଠି ନଜର ମଧ୍ୟ ଆସିଛନ୍ତି ଦୁହିଁଙ୍କ କେମେଷ୍ଟ୍ରୀ ମଧ୍ୟ ବହୁତ ସୁନ୍ଦର ଏବଂ ଲୋକମାନେ ମଧ୍ୟ ପସନ୍ଦ କରନ୍ତି । ତେବେ ଆମେ ମଧ୍ୟ ଭଗବାନ ଙ୍କ ଆଗରେ ପାର୍ଥନା କରୁଛୁ କି ସେ ଶୀଘ୍ର ଭଲ ହୋଇ ଘରକୁ ଫେରି ଆସନ୍ତୁ ଏବଂ ଫୁଣି ଥରେ ଆମକୁ ମନୋରଞ୍ଜନ କରନ୍ତୁ ।

Leave a Reply

Your email address will not be published. Required fields are marked *