ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦୁନିଆ ରେ କରୋନା ମ-ହା-ମା-ରୀ ର କମ୍ପମାନ ଚାଲିଛି । ଏହି ପରିସ୍ଥିତି ରେ ଅନେକ ଲୋକଙ୍କ ମନକୁ ପ୍ରଶ୍ନ ଉଠୁଛି କି କଣ ମାଳିକା ଵଚନ ରେ କରା ଯାଇଥିବା ଭବିଷ୍ୟତ ବାଣୀ କଳି ଯୁଗ ର ଅନ୍ତ ର ସମୟ ନିକଟ ଆସି ଗଲାଣି । କାହିଁକି ନା କିଛି ସୋସିଆଲ ମିଡ଼ିଆ ରେ ଖବର ଆସୁଛି କି ପୁରାତନ ଧର୍ମ ଗ୍ରନ୍ଥ ରେ ଲେଖା ଯାଇଛି କି ଏକ ଉର୍ବର ଦେଶ ରେ ମ-ହା-ମା-ରୀ ଜନ୍ମ ନେବ ଯାହା ପୁରା ବିଶ୍ୱ କୁ ଧ୍ୱଂସ କରି ଦେବ । ଆଜି ଆମେ ସେହି ଲୋକ ମାନଙ୍କ ମନରେ ଉଠୁଥିବା ପ୍ରଶ୍ନ ଏବଂ ଭୟ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା କଣ ରହିଛି ରହସ୍ୟ ।

ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ କିଛି ଜ୍ୟୋତିଷ ମାନଙ୍କ ମତ ଭାଇରାଲ ହେଉଛି । ହିନ୍ଦୁ ଧର୍ମ ଗ୍ରନ୍ଥ ରେ ଆଜ କୁ ଦଶ ହଜାର ବର୍ଷ ପୂର୍ବେ ଏହାର ବର୍ଣ୍ଣନା କରା ଯାଇଛି କି ଭାରତ ର ପୂର୍ବ ରେ କୌଣସି ଏକ ଦେଶ ରେ ମ-ହା-ମା-ରୀ ର ସୃଷ୍ଟି ହେବ । ଯାହା ଦ୍ୱାରା ପୁରା ଦୁନିଆ କାନ୍ଦି ଉଠିବ । କିଛି ଲୋକ ଏହାକୁ କଳି ଯୁଗ ର ଅନ୍ତ ବୋଲି କୁହାଯିବ ।

କିନ୍ତୁ ମାଳିକା ଵଚନ ରେ ଏହା ଦର୍ଶାଇ ଦିଆ ଯାଇଛି କି କଳିଯୁଗ ର ଶେଷ ହେବା ପାଇଁ ଆହୁରି ବହୁତ ସମୟ ବାକି ରହିଛି । କାରଣ ମାଳିକା ଵଚନ ଅନୁସାରେ କଳିଯୁଗ ର ଶେଷ ର ସମୟ ଚାରି ଲକ୍ଷ ବତିଶ ହଜାର ବର୍ଷ ରହିଛି । କିନ୍ତୁ ଏବେ କେବଳ ପ୍ରଥମ ଚରଣ ରେ ହିଁ ଗତି କରୁଛି ।
ମାନ୍ୟତା ରହିଛି କି କଳିଯୁଗ ର ଆରମ୍ଭ ତିନି ହଜାର ଶହେ ଦୁଇ ଖ୍ରୀଷ୍ଟାବ୍ଦରେ ହୋଇଥିଲା ଏବଂ ଏବେ କେବଳ ପାଞ୍ଚ ହଜାର ଶହେ କୋଡିଏ ବର୍ଷ ପୁରିଛି । ଏହାର ଅର୍ଥାତ କଳି ଯୁଗ ଶେଷ ହେବା ପାଇଁ ଆହୁରି ଅନେକ ଲକ୍ଷ ବର୍ଷ ଲମ୍ବା ରହିଛି । ଏହା ଛଡା କଳିଯୁଗ ର ଅନ୍ତ କିପରି ହେବ ଏହା ମଧ୍ୟ ମାଳିକା ଵଚନ ରେ ବର୍ଣ୍ଣନା କରାଯାଇଛି ।

ମାଳିକା ଵଚନ ଅନୁସାରେ କଳିଯୁଗ ର ଅନ୍ତ ବେଳେ ମନୁଷ୍ୟ ର ଆୟୁଷ ଅତି ବେଶୀ ରେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ରହିବ । ଏବଂ ଲୋକ ମାନଙ୍କ ମନରେ ହିଂ-ସା ଏବଂ ଅ-ହଂ-କା-ର ଏବଂ ଦୁ-ର-ଭାବ ବଢି ଚାଲିବ । କଳିଯୁଗ ର ଅନ୍ତ ଯେତେ ପାଖେଇ ଆସିବ ସେତେବେଳେ ନଦୀ,କୂଅ, ସମୁଦ୍ର ଆଦି ସବୁ ଶୁଖି ଯିବ । ଲୋକ ମାନେ ନିଜ ଫାଇଦା ପାଇଁ ଅନ୍ୟ କୁ ହ-ତ୍ୟା କରିବା ପାଇଁ ମଧ୍ୟ ପଛେଇବେ ନାହିଁ ।

ଏହା ଛଡା ମନୁଷ୍ୟ ପୁଜାପାଠ ଓଷା ବ୍ରତ ଧର୍ମ ଆଦି ସବୁ ବନ୍ଦ କରିଦେବ । ଗାଈ କ୍ଷୀର ଦେବା ବନ୍ଦ କରିଦେବ । ମାନବିକତା ନଷ୍ଟ ହୋଇ ଯିବ । ନାରୀ ମାନେ ଆଦୌ ସୁରକ୍ଷିତ ରହିବେ ନାହିଁ । ନିଜ ଘରେ ହିଁ ତାଙ୍କ ପ୍ରତି ଅନ୍ୟାୟ ହେବ । ପରିବାର ଭିତରେ ସ୍ନେହ ଶ୍ରଦ୍ଧା ଭଲ ପାଇବା କିଛି ରହିବ ନାହିଁ ।

ଅନେକ ଅଧର୍ମ ଚାଲିବ ଏବଂ ଭଗବାନ କଳକୀ ଅବତାର ନେଇ ସବୁ ଅଧର୍ମୀ ମାନଙ୍କର ନା-ଶ କରିବେ । କଳିଯୁଗ ର ଅନ୍ତ ରେ ଦେଶ ଦେଶ ମଧ୍ୟରେ ଯୁ-ଦ୍ଧ ହେବ । ତେଣୁ ଏହି ମ-ହା-ମା-ରୀ ପ୍ରଥମ ଥର କିମ୍ବା କଳିଯୁଗ ର ଶେଷ ନୁହେଁ ଏହା ପୂର୍ବରୁ ହଇଜା, ପ୍ଲେଗ, ଆଦି ମ-ହା-ମା-ରୀ ଆଗରୁ ମଧ୍ୟ ଆସିଛି । କିନ୍ତୁ ମନରେ ସକରାତ୍ମକ ଭାବନା ରଖିଲେ ଆପଣ ଜୀଵନ ଯୁଦ୍ଧ ରେ ବିଜୟ ଲାଭ କରିବେ ଏବଂ କରୋନା ହାରିଯିବ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

