Bollywood ର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ସହିତ ହେବାକୁ ଯାଉଥିଲା Sanjay Dutt ଙ୍କ ବିବାହ, କିନ୍ତୁ ମଝିରେ ଆସିଗଲେ ଏହି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ବିବାହ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡରେ ବହୁତ ରିଅଲ ଲଭ ଷ୍ଟୋରି ରହିଛି । କେତେକ ବଲିଉଡ କଳାକାର ମାନେ ନିଜ ନାୟିକା ମାନଙ୍କୁ ପ୍ରେମ କରି ସେମାନଙ୍କୁ ନିଜ ଜୀବନ ସାଥି ରୂପେ ଗ୍ରହଣ କରିଛନ୍ତି ତ ଅନ୍ୟ କେତେକ ଅଭିନେତା ମାନେ ନିଜ ପାର୍ଟନରଙ୍କୁ ପାଇବାରେ ସଫଳ ହୋଇନାହାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଦିଗଜ ଅଭିନେତା ସଞ୍ଜୟ ଦତ୍ତଙ୍କ ବିଷୟରେ କହିବାକୁ ଯାଉଛୁ । ସଞ୍ଜୟ ଦତ୍ତ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଓ ତାଙ୍କ ଲାଇଫରେ ବହୁତ ମହିଳା ଆସିଛନ୍ତି । ସଞ୍ଜୟ ଲାଇଫରେ କିଛି ବଲିଉଡ ଅଭିନେତ୍ରୀ ମଧ୍ୟ ଆସିଥିଲେ ଓ ଗୋଟେ ସମୟରେ ସେମାନେ ବହୁତ ଚର୍ଚାରେ ଥିଲେ ।

ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସହ ସଞ୍ଜୟଙ୍କର ବିବାହ ହେବାକୁ ଯାଉଥିଲା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ । ବନ୍ଧୁଗଣ ୮୦ ଦଶକରେ ବହୁତ ନୂଆ ନୂଆ ଅଭିନେତ୍ରୀ ମାନେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଉଥିଲେ ।

ସେହି ସମୟରେ ବଲିଉଡରେ ଡେବ୍ୟୁ କରିଥିଲେ ସୁନ୍ଦର ଅଭିନେତ୍ରୀ ରତୀ ଅଗ୍ନିହୋତ୍ରୀ । ରତୀ ୧୯୮୧ ମସିହାରେ ବଲିଉଡ ଫିଲ୍ମ ‘ଏକ ଦୁଜେ କେ ଲିୟେ’ରେ ନିଜର ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ରତୀଙ୍କ ସୁନ୍ଦର ଅଭିନୟ ଦେଖି ସମସ୍ତ ଲୋକ ତାଙ୍କର ଦିବାନା ହୋଇଯାଇଥିଲେ ।

ରତୀଙ୍କ ଜନ୍ମ ମୁମ୍ବାଇରେ ଏକ ପଞ୍ଜାବୀ ପରିବାରରେ ହୋଇଥିଲା । ରତୀ ନିଜ ପାଠ ପଢା ଶେଷ କରିବା ପରେ ବଲିଉଡରେ ନିଜ କାରିୟର କରିବା ପାଇଆନ ନିଷ୍ପତ୍ତି ନେଇଥିଲେ । ରତୀ ନିଜ କାରିୟରରେ ଅନେକ ସୁପର ହିଟ ଫିଲ୍ମ କରି ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ଆଜି ମଧ୍ୟ ବହୁତ ପସନ୍ଦ କରନ୍ତି । ରତୀ ବଲିଉଡ ଫିଲ୍ମ ସହିତ ଅନେକ ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ଗୋଟେ ସମୟରେ ସାଞ୍ଜୟ ଓ ରତୀ ଅନେକ ଫିଲ୍ମରେ ଏକା ସହ କାମ କରିଥିଲେ । ଏହି ଦୁଇଜଣ ପରସ୍ପର ସହ ଲଭ ରିଲେସନରେ ଥିଲେ । ସେହି ସମୟରେ ଏହି ଦୁଇଜଣଙ୍କ ଲଭ ଅଫେୟାରର ବହୁତ ଚର୍ଚା ହେଉଥିଲା । ସଞ୍ଜୟ ଏକ ଇଣ୍ଟର୍ବ୍ୟୁ ଦ୍ଵାରା କହିଥିଲେ ଯେ, ସେ ରତୀଙ୍କୁ ବହୁତ ପ୍ରେମ କରନ୍ତି ଓ ଅନ୍ୟ ପକ୍ଷରେ ରତୀ ମଧ୍ୟ ଏକ ଇଣ୍ଟର୍ବ୍ୟୁ ଦ୍ଵାରା ସଞ୍ଜୟଙ୍କ ପ୍ରେମକୁ ସ୍ଵୀକାର କରିଥିଲେ ଏବଂ କହିଥିଲେ ସଞ୍ଜୟ ହେଉଛନ୍ତି ତାଙ୍କର ପ୍ରଥମ ପ୍ରେମ ।

ବନ୍ଧୁଗଣ ଏହି ଦୁଇଜଣଙ୍କ ପରସ୍ପର ସହ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ ଓ ଏମାନେ ପରସ୍ପର ସହ ବିବାହ ମଧ୍ୟ କରିବାକୁ ଚାହୁଁ ଥିଲେ । ହେଲେ ବନ୍ଧୁଗଣ ସେହି ସମୟରେ ସଞ୍ଜୟ ରତୀଙ୍କ ଠାରୁ ଅଧିକ ଡ୍ରଗ୍ସକୁ ଗୁରୁତ୍ଵ ଦେଉଥିଲେ ଯେଉଁଥି ପାଇଁ ରତୀ ସଞ୍ଜୟଙ୍କ ଠାରୁ ଦୂରେଇ ଯାଇଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଦୁଇଜଣ ନିଜ ପାରିବାରିକ ଜୀବନରେ ବହୁତ ଖୁସି ଅଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କର ଯୋଡି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *