ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଜୋର ସୋର ରେ ଚର୍ଚ୍ଚା ରେ ଆସୁଥିବା ବାପ ପୁଅ ଙ୍କୁ ମା-ଡ଼ ର ଘ-ଟ-ଣା ବିଷୟରେ ଆପଣ ନିଶ୍ଚିତ ଜାଣିଥିବେ । ତେବେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଗାଁ ର ମାଗୁଣୀ ନାୟକ ଏବଂ ତାଙ୍କ ପୁଅ ଙ୍କୁ ତାଙ୍କ ଘରୁ ଡାକି ଆଣି ଏକ ଘରେ ପ-ଶେ-ଇ ଅ-ମା-ନୁ-ଷି-କ ଭାବରେ ମା-ଡ଼ ମ-ରା-ଯାଇଥିଲା ତେବେ ଏହାର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବା ପରେ ଏହି ବିଷୟ ରେ ମାଗୁଣୀ ନାୟକ ଙ୍କୁ ପଚରାଉଚରା କରାଯାଇଥିଲା ।

ତେବେ ସେ କହିଥିଲେ କି ଏକ ମାନବ ବାଦୀ ସଙ୍ଗଠନ ରେ ସେମାନେ ଯୋଗ ଦେଇଥିଲେ ଏବଂ ସେମାନେ ସେହି ସଙ୍ଗଠନ ରେ କିଛି ଦିନ ଯୋଗ ଦାନ ଦେଇ ନଥିଲେ ତେବେ ଏହି କାରଣ ଯୋଗୁଁ ସେମାନେ ଦୁହେଁ ବାପ ପୁଅ ଙ୍କୁ ଦ-ଣ୍ଡ ସ୍ୱରୂପ ସେମାନଙ୍କୁ ଅ-କ-ଥ-ନୀ-ୟ ମା-ଡ଼ ମ-ରା-ଯା-ଇଥିଲା ଏବଂ ଏଥିରେ ସଙ୍ଘଠନ ର ମୁଖ୍ୟ ମାନସ ଦାସ ଙ୍କ ହାତ ମଧ୍ୟ ରହିଛି ।
ତେବେ ଏହା ପରେ ଆହୁରି ଅନେକ ଲୋକ ମଧ୍ୟ ମାନସ ଦାସ ଏବଂ ସଙ୍ଘଠନ ଉପରେ ଅ-ଭି-ଯୋ-ଗ ଆଣିଥିଲେ କି ଯଦି ସେମାନେ ସେହି ସଙ୍ଗଠନ ରେ ଯୋଗଦାନ ନ କରନ୍ତି ତେବେ ମାନସ ଦାସ ଙ୍କ ନିର୍ଦେଶ ଅନୁଯାୟୀ ସେମାନଙ୍କୁ ମା-ଡ଼ ମଧ୍ୟ ମ-ରା-ଯା-ଇ-ଥିଲା । ତେବେ ଏହି ବିଷୟକୁ ନେଇ ସଙ୍ଘଠନ ର ମୁଖ୍ୟ ମାନସ ଦାସ ଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ସେ ଉତ୍ତର ରେ ଏହି ସବୁ ଅ-ଭି-ଯୋ-ଗ କୁ ଖ-ଣ୍ଡ-ନ କରିଛନ୍ତି ଏବଂ କହିଛନ୍ତି କି ସେ କାହାକୁ ବି ଏଭଳି କିଛି ନିର୍ଦେଶ ଦେଇ ନାହାନ୍ତି କାରଣ ସେ ହିଁ ଏମାନେ ଯେତେବେଳେ କୌଣସି ଅସୁବିଧା ରେ ପଡି ଯାଆନ୍ତି ଏବଂ ଜେଲ କୁ ଯାଇଥିଲେ ସେତେବେଳେ ମୁଁ ହିଁ ସେମାନଙ୍କୁ ସାହାର୍ଯ୍ୟ କରିଥିଲି ।
ଏହା ଛଡା ଏ ଘଟଣା ଯେତେବେଳେ ହୋଇଥିଲା ସେତେବେଳେ ମାଗୁଣୀ ନାୟକ ମୋତେ କିଛି କହି ନଥିଲେ ଏବଂ କାରଣ ରେ ସଙ୍ଘଠନ ର ସଦସ୍ୟ ଧ-ମ-କ ଦେଇଥିଲେ ବୋଲି କହିଥିଲେ ତେବେ ଯଦି ସେ ମୋ ସହ କଥା ନ ହେବେ ତେବେ ମୁ କିପରି ଜାଣିବି କିଛି ।
ତେବେ ମାନସ ଦାସ କହିଛନ୍ତି କି ଏସବୁ ରାଜନୀତି ଖେଳ ବେଲେଶ୍ୱର ପରିଡା ନାମକ ଜଣେ ବ୍ୟକ୍ତି ଯିଏ କି କଂଗ୍ରେସ ପାଇଁ କାମ କରେ ଏବଂ ଯେତେବେଳେ ମୁଁ ବିଜେଡି ପାଇଁ କାମ କରୁଛି ତେଣୁ ସେ ଆଗକୁ ନିର୍ବାଚନ କୁ ଆଖି ଆଗରେ ରଖି ଏହି ସବୁ କାରସାତି କରିଛି ଏବଂ ମୋତେ ଫସେଇବା ପାଇଁ ଚେଷ୍ଟା ମଧ୍ୟ କରିଛି । ତେବେ ପୋଲିସ ମଧ୍ୟ ନିଜର ତ-ଦ-ନ୍ତ ଜାରି ରଖିଛି ଏବଂ ଦୋ-ଷୀ- ଙ୍କୁ ଦ-ଣ୍ଡ ମଧ୍ୟ ମିଳିବ ବୋଲି ଆଶା କରାଯାଉଛି ।

