ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ କାମ ପାଇଁ ସବୁବେଳେ ବ୍ୟସ୍ତରେ ରହୁଛନ୍ତି । ନିଜ କାମ ପାଇଁ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମୁହଁରୁ ଖୁସି ଚାଲିଯାଉଛି । ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରେ ନିଜର ମନୋରଞ୍ଜନ ବିଷୟରେ ଭୁଲିଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣ ମାନଙ୍କ ପାଇଁ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ଗୁଡିକ ବିଷୟରେ ।

୧. ପପୁ ରାଗିକି ନିଜ ସ୍ତ୍ରୀକୁ ଫୋନ ଲଗାଇଲା…
ପପୁ- କେଉଁଠି ରହିଗଲ, ରାତି ୧୨ଟା ହେଲାଣି ? ଏତେ ରାତି ହେଲାଣି କାହା ସହିତ ଅଛୁ ?
ସ୍ତ୍ରୀ- ଆରେ ଡାର୍ଲିଂ ଏଠି ବହୁତ ଭିଡ ଅଛି ।
ପପୁ- ତା ହେଲେ କେତେବେଳେ ଆସିବୁ ?
ସ୍ତ୍ରୀ- କେଜାଣି ଏଠି ତ ପ୍ରଥମ ଭିଡ ଅଛି ମତେ ଦେଖିବା ପାଇଁ ଆଗକୁ ଗଲେ କହିବି ।

୨. ଗୋଟେ ଝିଅ ନିଜ ମା ସହ ଫୋନରେ କଥା ହେଉଥିଲା…
ଝିଅ- ମା, ଆପଣ କେମିତିଆ ପୁଅ ସହ ମୋର ବିବାହ କରିଛନ୍ତି !
ମା- କଣ ହେଲା ଝିଅ ?
ଝିଅ- ସେ ପୁଅ ସବୁବେଳେ ନି-ଶା-ରେ ରହୁଛି !
ମା- ଏତେ ବଡ କଥା ତୁ ମତେ ଏତେ ଡେରିରେ କହୁଛୁ, ବାହାଘରର ୨ ବର୍ଷ ପରେ ?
ଝିଅ- ମା ମତେ କଣ ଜଣା ଥିଲା, ସେ କାଲି ରାତିରେ ଯେତେବେଳେ ମ-ଦ ପିଇକି ଆସିଲା ସେତେବେଳେ ମତେ ଜଣା ପଡିଲା !!

୩. ସ୍ତ୍ରୀ- ଆରେ ଶୁଣୁଛ, ଖବର କାଗଜରେ ଲେଖା ହେଉଛି, ମ-ଦ୍ୟ-ପା-ନ ସ୍ୱାସ୍ଥ୍ୟ ପାଇଁ ହା-ନି-କା-ର-କ ଅଟେ ।
ସ୍ଵାମୀ- ତା ହେଲେ କଣ ମୁ ବନ୍ଦ କରିଦେବି ?
ସ୍ତ୍ରୀ- ହଁ ବିଲକୁଲ, ତମେ ମତେ ପ୍ରମିଜ କର ଆଜି ଠାରୁ ଏହା ସବୁ ବନ୍ଦ କରିଦେବ !
ସ୍ଵାମୀ- ତମେ ତ ଜାଣିଛ ମୁ ତମକୁ ଯାହା ବି ପ୍ରମିଜ କରେ କେବେହେଲେ ଭାଙ୍ଗେ ନାହିଁ
ମୁ ତମକୁ ପ୍ରମିଜ କରୁଛି କାଲି ଠାରୁ ଆମ ଘରକୁ ଆସୁ ଖବର କାଗଜ ଆସିବ ନାହିଁ !!

୪. ସାନ୍ତା(ଏୟାର ହୋଷ୍ଟେଜକୁ କହିଲା)- ଆପଣଙ୍କ ମୁହଁ ମୋ ସ୍ତ୍ରୀ ସହ ବହୁତ ମିଶୁଛି !
ଏୟାର ହୋଷ୍ଟେଜ ଗୋଟେ ବଡ ଚା-ପୁ-ଡା ସାନ୍ତାର ଗାଲରେ ଲଗାଇ ଦେଲା !
ସାନ୍ତା- ଆରେ ବାହ, ଏହି ସବୁ ଅଭ୍ୟାସ ମଧ୍ୟ ମିଶି ଯାଉଛି ।
୫. ଝିଅ ଘର ଲୋକ ନିଜ ଝିଅ ପାଇଁ ପୁଅ ଦେଖିବା ପାଇଁ ଯାଇଥିଲେ…
ଝିଅ ଘର- କେତେ ଟଙ୍କା ଇନ୍କମ କରୁଛ ?
ପୁଅ- ଏହି ମାସରେ ଦୁଇ କୋଟି ଟଙ୍କା କମେଇଛି ।
ଝିଅ କହିଲା- ତା ହେଲେ କଣ ହେଲା ?
ପୁଅ- ବାସ, ମୋ ମୋବାଇଲରେ ତିନ ପତି ଗେମ ହ୍ୟାଙ୍ଗ ହେଇଗଲା ଯାହାଫଳରେ ମୋର ସବୁ ତାଙ୍କ ଚାଲିଗଲା !!

୬. ଦିନେ ରାତିରେ ଛାତ୍ରପତ୍ର ହେଇ ସାରିଥିବା ପଡୋଶୀ ମହିଳା
ସଜବାଜ ହେଇ ମୋନୁ ଘରକୁ ଆସିଲା
ମହିଳା- ଆଉ ଏକୁଟିଆ ରହି ହେଉନି
କଣ ଆଜି ରାତିରେ ତୁମେ ଫ୍ରୀ ଅଛ
ମୋନୁ ରୋମାଣ୍ଟିକ ହେଇ କହିଲା- ହଁ
ମହିଳା- ଠିକ ଅଛି, ତାହେଲେ ଚାଲ ତୁମେ ମୋର…
ପିଲାଙ୍କୁ ଧ୍ୟାନ ଟିକେ ରଖିଥିବ, ମୁଁ ସାଙ୍ଗଙ୍କ ସହିତ ବାହାରକୁ ଡିନର ରେ ଯାଉଛି
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

