କରୋନା ରେ ଚାଲିଗଲେ ଯୋଗଗୁରୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ସ୍ଥିତି ବହୁତ ଜଟିଳ ହୋଇସାରିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଏହି ଭାଇରସ ଗତବର୍ଷ ପରି ଏହି ବର୍ଷ ମଧ୍ୟ କିଛି ଫେମସ ସେଲିବ୍ରେଟି ମାନଙ୍କ ପ୍ରାଣକୁ ନେଇ ଯାଇଛି ।ବନ୍ଧୁଗଣ ଏହି କରୋନା ମହାମାରୀ ଗତବର୍ଷ ପରି ଏହି ବର୍ଷ ମଧ୍ୟ କେତେକ ବିଶିଷ୍ଟ ବ୍ୟକ୍ତି ମାନଙ୍କର ପ୍ରାଣ ନେଇ ଯାଇଛି । ଗତବର୍ଷ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ବିଶିଷ୍ଟ ବ୍ୟକ୍ତି ମାନେ ନିଜର ପ୍ରାଣ ହରାଇ ଥିଲେ । ବନ୍ଧୁଗଣ ଏହି କରୋନା ମହାମାରୀ ସମୟରେ ଗତ କିଛି ସମୟ ପୂର୍ବରୁ ଏକ ଦୁଃଖଦର ଖବର ମିଳିଛି ।

ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ଯେ, କରୋନା ମହାମାରୀରେ ଆକ୍ରାନ୍ତ ହୋଇ ୭୬ ବର୍ଷ ବୟସରେ ​‌ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଯୋଗ ଗୁରୁ ସ୍ଵାମୀ ଆଧ୍ୟାତ୍ମାନନ୍ଦ। ଶନିବାର ଦିନ ହସ୍ପିଟାଲରେ ଚିକିତ୍ସା ନେଉଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସ୍ଵାମୀ ଆଧ୍ୟାତ୍ମାନନ୍ଦଙ୍କ ଦେହାନ୍ତ ଖବର ଶୁଣି ପୁଣି ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଦେ-ହା-ନ୍ତ ଖବର ଶୁଣି ସମସ୍ତ ଲୋକ ଦୁଃଖ ପ୍ରକାଶ କରିଛନ୍ତି । ବନ୍ଧୁଗଣ ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ଏକ ଟ୍ଵିଟ କରି ସ୍ଵାମୀ ଆଧ୍ୟାତ୍ମାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୋଦୀ କହିଛନ୍ତି, ‘ଯୋଗ ଗୁରୁ ସ୍ଵାମୀ ଆଧ୍ୟାତ୍ମାନନ୍ଦ ଦୀର୍ଘଦିନ ଧରି ଯୋଗ ଶିଖାଇ ଆସୁଥିଲେ ।


ଆଗକୁ ନରେନ୍ଦ୍ର ମୋଦୀ କହିଲେ, ସ୍ଵାମୀ ଆଧ୍ୟାତ୍ମାନନ୍ଦ ଆଶ୍ରମରେ ଲମ୍ବା ସମୟ ଧରି ସେ ଯୋଗ ଶିକ୍ଷାଦାନ କରିବା ସହିତ ସମାଜ ସେବା ମଧ୍ୟ କରୁଥିଲେ । ତାଙ୍କ ଦେ-ହା-ନ୍ତ ଅପୂରଣୀୟ କ୍ଷତି ପହଞ୍ଚାଇଛି । ଯୋଗ ଗୁରୁ ସ୍ଵାମୀ ଆଧ୍ୟାତ୍ମାନନ୍ଦଙ୍କ ଦେ-ହା-ନ୍ତରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି’ ।


ଏହାପରେ ଆଗକୁ ନରେନ୍ଦ୍ର ମୋଦୀ କହିଲେ, ‘ଯୋଗ ଗୁରୁ ସ୍ଵାମୀ ଆଧ୍ୟାତ୍ମାନନ୍ଦ ଅନେକଗୁଡିଏ ଯୋଗ ଶିବିର ମଧ୍ୟ ଖୋଲିଥିଲେ । ସେ ସୁସ୍ଥ ଏବଂ ସୁଖମୟ ଜୀବନ ଯାପନ ପାଇଁ ଲୋକମାନଙ୍କୁ ପ୍ରେରଣା ଦେଉଥିଲେ । ସମାଜ ସେବା କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା । ଛୋଟବେଳୁ ହିଁ ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ରଖିଥିଲେ ସ୍ଵାମୀ ଆଧ୍ୟାତ୍ମାନନ୍ଦ । ତାଙ୍କ ଦେ-ହା-ନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି’ ।

Leave a Reply

Your email address will not be published. Required fields are marked *