Odisha Recruitment: ସବୁଠୁ ବଡ ସୁଯୋଗ, ଓଡିଶା ପୋଲିସରେ ଭର୍ତ୍ତି ପାଇଁ ବାହାରିଲା ଚାକିରି, ଦେଖନ୍ତୁ କେମିତି କରି ପାରିବେ ଆବେଦନ

ନମସ୍କାର ବନ୍ଧୁଗଣ ଆଜି ସକାଳେ ରାଜ୍ୟ ର ବିଭିନ୍ନ ଖବର କାଗଜ ରେ ଓଡ଼ିଆ ପୋ-ଲି-ସ ଭର୍ତ୍ତି ପାଇଁ ଯୋଡିଏ ବିଜ୍ଞାପନ ଦିଆଯାଇଛି । ଗୋଟିଏ ବିଜ୍ଞାପନ ରେ ୪୭୭ ସବଇନ୍ସପେକ୍ଟର ପୋ-ଲି-ସ ର ରିକ୍ରୁମେଣ୍ଟ ପାଇଁ ଏବଂ ଦ୍ଵିତୀୟ ବିଜ୍ଞାପନ ରେ ୨୪୪ କନେଷ୍ଟବଳ କମ୍ୟୁନିକେଶନ ପାଇଁ ।

ସବଇନ୍ସପେକ୍ଟର ହେଉଛି ମୁଖ୍ୟ କ୍ୟାଡ଼ର ଯାହା ଓଡିଶା ପୋ-ଲି-ସ ର କନଷ୍ଟିଷ୍ଟିଟ୍ୟୁବ ଏଲିମେଣ୍ଟ ରେ ଅଛି । ସବୁ ଥାନା ରେ ବାହାରେ ଡିଉଟି କରିବାର ସୁଯୋଗ ମିଳିବ ଏହା ଏକ ବହୁତ ବଡ଼ ଚ୍ୟାଲେଞ୍ଜିଙ୍ଗ କାମ ଓଡିଶା ପୋ-ଲି-ସ ଭିତରେ । ଏହା ପାଇଁ ସମସ୍ତେ ଯେଉଁ ଯୁବକ ଏବଂ ଯୁବତୀ ଅଛନ୍ତି ତାଙ୍କୁ ନିମନ୍ତ୍ରଣ କରା ଯାଉଛି କି ସେମାନେ ସବଇନ୍ସେପକଟର ପାଇଁ ଆବେଦନ କରନ୍ତୁ ।

ଏହା ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏସନ ଅଛି । ଏହାର ପରୀକ୍ଷା ପଦ୍ଧତି ଟିକିଏ ଏହି ବର୍ଷ ବଦଳାଇ ଦିଆ ଯାଇଛି । ସେହି ବିଷୟରେ ବିଜ୍ଞାପନ ରେ ବିସ୍ତାର ପୁର୍ବକ କୁହାଯାଇଛି । ରିଟେନ ପରୀକ୍ଷା ଗୋଟିଏ ହେଇ ଯାଇଛି ପୁରା ମଲ୍ଟିପଲ ଚଏସ ରହିବ । ଫିସିକାଲ ମେଜେରମେଣ୍ଟ ଅଛି ଏବଂ ଫିସିକାଲ ଇଫିସିଏଣ୍ଟ ଟେଷ୍ଟ ଅଛି । ଦ୍ୱିତୀୟ ବିଜ୍ଞାପନ ଯେଉଁଠି କନେଷ୍ଟବଳ କମ୍ୟୁନିକେଶନ ପାଇଁ ୨୪୪ ପୋଷ୍ଟ ପାଇଁ ସେଇଟା ଏକ ଟେକନିକାଲ କ୍ୟାଡ଼ର ତା ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ ସାଙ୍ଗେ ଡିପ୍ଲୋମା ଇନ କମ୍ପ୍ୟୁଟର ଏଜୁକେସନ ।

ତାହାର ବି ପରୀକ୍ଷା ମଧ୍ୟ ତିନି ଭାଗ ରହିଛି ଗୋଟିଏ ରିଟେନ ଟେଷ୍ଟ ,ମଲ୍ଟିପଲ ଚଏସ,ଫିସିକାଲ ମେଜେର ମେଣ୍ଟ ଏବଂ ଫିସିକାଲ ଇଫିସିଏଣ୍ଟି ଟେଷ୍ଟ ଅଛି । ଏହି ଦୁଇ ଟାରେ ଆପ୍ଲିକେସନ ଖୋଲିବ ୨୨ ଜୁନ କୁ ଏବଂ ୧୫ ଜୁଲାଇ ପର୍ଯ୍ୟନ୍ତ ଖୋଲା ରହିବ । ଆପ୍ଲିକେସନ ଅନଲାଇନ ରେ ଆବେଦନ କରି ପାରିବେ ।

ଓଡ଼ିଶା ପୋ-ଲି-ସ ଜଏନ କରିବାକୁ ଯେତେ କ୍ୱାଲିଫାଏଡ଼ ଯୁବକ ଯୁବତୀ ଅଛନ୍ତି ତାଙ୍କୁ ଆମନ୍ତ୍ରଣ କରାଯାଇଛି । ଓଡ଼ିଶା ପୋ-ଲି-ସ ଜଏନ କଲେ ଆପଣ ଙ୍କର ଏକ ଭଲ କ୍ୟାରିୟର ହୋଇ ପାରିବ । ଲୋକ ଙ୍କ ଠାରୁ ଆଦର ପାଇବେ ଏବଂ ଲୋକ ମାନଙ୍କ ସେବା କରିବାର ସୁଯୋଗ ମଧ୍ୟ ମିଳି ପାରିବ ।

ସେଥିପାଇଁ ଆପଣ ମାନେ ସମୟ ନଷ୍ଟ ନ କରି ଯଦି ଆପଣ ସବଇନ୍ସେପକଟର ପାଇଁ ଯୋଗ୍ୟ ଅଛନ୍ତି ତେବେ ସେଥିପାଇଁ ଆପଣ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ ଏବଂ ଯଦି କନେଷ୍ଟବଳ କମ୍ୟୁନିକେଶନ ପାଇଁ ଆପଣ ଯୋଗ୍ୟ ତେବେ ସେଥିପାଇଁ ସେହି ପରୀକ୍ଷା ପାଇଁ ଆପଣ ପ୍ରସ୍ତୁତ ହୁଅନ୍ତୁ । ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *