ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ ଚାହିଁ ଥାନ୍ତି । ସେଥିପାଇଁ ସେମାନେ ପୋଷ୍ଟ ୱେଡିଙ୍ଗ ଫଟୋ ସୁଟ୍ କରିଥାନ୍ତି ।
ଆଜି କାଲି ଦମ୍ପତ୍ତି ମାନଙ୍କ ମଧ୍ୟରେ ପୋଷ୍ଟ ୱେଡିଙ୍ଗ ଫଟୋ ସୁଟ୍ କୁ ନେଇ ଏକ ପ୍ରକାରର କ୍ରେଜ ଦେଖା ଦେଇଛି । ଏଥିପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ଏଥିରେ ସେମାନଙ୍କର ଥାଏ ଅପାର ଖୁସି ତେବେ ଏହି ଖୁସି ଯେ କେତେବେଳେ କାହା ପାଇଁ ଦୁଃଖ ହୋଇଯାଏ ତାହା ବିଷୟରେ କେହି ବି ଜାଣି ନଥାନ୍ତି । ତେବେ ଏପରି ଏକ ଦୁଃଖତ ଘଟଣା ଘଟିଛି ଥିରୁଅନନ୍ଦ ପୁରମରେ ।

ସୂଚନା ମୁତାବକ କେରଳର ଗୋଜିଗାଡେ ଇଲାକାରେ ଏକ ବିବାହ ହୋଇଥିଲା । ବିବାହ ପରେ ପୋଷ୍ଟ ୱେଡିଙ୍ଗ ଫଟୋ ସୁଟ୍ କରଯାଇଥିଲା । ତେବେ ଫଟୋ ସୁଟ୍ କରିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ପ୍ରାଣ ହରାଇ ଛନ୍ତି ନବବଧୂ ।ମିଡିଆ ରିପୋର୍ଟସ ଅନୁସାରେ କୁହାଯାଉଛି ଦମ୍ପତ୍ତି ନିଜ ବିବାହ ପରେ ଫଟୋ ସୁଟ୍ କରିବାକୁ ଯାଇଥିଲେ ।

ଫଟୋ ସୁଟ୍ କରିବା ବେଳେ ଉଭୟଙ୍କ ଗୋଡ ଖସି ଯାଇଥିଲା ଯାହାଫଳରେ ଉଭୟ ନଦୀ ସ୍ରୋତରେ ଭାସି ଯାଇଥିଲେ । ହେଲେ ସ୍ଥାନୀୟ ଲୋକ ସେମାନଙ୍କୁ ଉଧାର କରି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ସେଠାରେ ନବବଧୂକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହା ସହ ତାଙ୍କ ସ୍ଵାମୀ ଏବେ ଗୁରୁତ୍ଵର ଥିବାର ଜଣା ପଡିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

