Prakruti ତୁ ଏତେ ବି ସେକ୍ସି ନୁହେଁ ଯେ, Tutu Nayakତୋ ପାଇଁ ପାଗଳ ହେବେ ! ଦେଖନ୍ତୁ କଣ କହୁଛନ୍ତି ଅଭିନେତ୍ରୀ Mousumi

ନମସ୍କାର ବନ୍ଧୁଗଣ ।  ସୂଚନା ଅନୁସାରେ ଓଡିଆ ଫିଲ୍ମ ଅଭିନେତ୍ରୀ ମୌସୁମୀ ପ୍ରକୃତି ମିଶ୍ର ସମ୍ପର୍କରେ କଣ କହୁଛନ୍ତି ଥରେ ଦେଖନ୍ତୁ । ପ୍ରକୃତି ତୁ ଏତେ ସେକସି ନୁହେଁ ଯେ ,ଟୁଟୁ ନାୟକ ତୋ ପାଇଁ ପାଗଳ ହେବେ ।  ଅଭିନେତ୍ରୀଙ୍କ କହିବା ଅନୁସାରେ ପ୍ରକୃତି ମିଶ୍ର ଏଭଳି ଏକ ଝିଅ ଯାହାକି ଲୋକମାନଙ୍କୁ ନିଜ ମତଲବ ପାଇଁ ବ୍ୟବହାର କରନ୍ତି ।

ଅଭିନେତ୍ରୀ ଜଣକ ତାଙ୍କ ସହ ଓମ ସାଇଁ ରାମ ଚଳଚିତ୍ର ରେ ଅଭିନୟ କରିଛନ୍ତି । ମାତ୍ର ସିନେମା ପରେ ସେ ତାଙ୍କ ସହ କୋଣସି ବନ୍ଧୁତା ରଖିଲେ ନାହିଁ , କାରଣ ପ୍ରକୃତି ଅଭିନେତ୍ରୀ ଓ ତାଙ୍କ ମଧ୍ୟ ଝଗଡା ସୃଷ୍ଟି କରିଥିଲେ । ମାତ୍ର ଅଭିନେତ୍ରୀ ଓ ତାଙ୍କ ସାଙ୍ଗର ବନ୍ଧୁତା ଘନିଷ୍ଟ ଥିବା ହେତୁ ପୁନର୍ବାର ମିଶିଯାଇଥିଲେ । ଅଭିନେତ୍ରୀଙ୍କ କହିବା ମୁତାବକ ସେ ଯେପରି ଛୋଟ ଧରଣର ବସ୍ତ୍ର ପରିଧାନ କରନ୍ତି ତାହା ଆମେ ବି ଧାରଣ କରିଥାଉ ।

ତାହାମାନେ ଏହା ନୁହେଁ ଯେ ସବୁବେଳେ ପିନ୍ଧି ବୁଲୁ । ଆମେ ବି ଓଡିଆ ଇଣ୍ଡର୍ଷ୍ଟିରେ କାମ କରିଛି ଓ ଆମ ପୂର୍ବରୁ ମଧ୍ୟ ଅନେକ ଝିଅମାନେ କାମ କରିଛନ୍ତି ତେବେ ତୋ ଏସବୁ ହେଉନଥିଲା । ଏବେ ଏସବୁ  ହେବାର କାରଣ କଣ ?ଏଭଳି ଝିଅମାନଙ୍କ ପାଇଁ ଓଡିଆ ଇଣ୍ଡର୍ଷ୍ଟି ବଦଲାମ ହେଉଛି । ଟୁଟୁ ନାୟକକୁ ମୁଁ ଭଲ ଭାବରେ ଚିହ୍ନିଛି  ତାଙ୍କ ଉପରେ ଖରାପ  ଆରୋପ ଲଗାଉଛନ୍ତି ପ୍ରକୃତି ।

ପ୍ରକୃତି ପୂର୍ବରୁ ବି ଏଭଳି  କରିଛନ୍ତି ବାବୁସାନଙ୍କ ସହ ମାତ୍ର ତାହା ଫଳପଦ ହୋଇନଥିଲା । କାରଣ ବାବୁସାନଙ୍କ  ପରିବାର  ଓ ବିଶେଷ ରୂପେ ତାଙ୍କ ପତ୍ନୀ ବହୁତ ଭଲ ବୁଝାମୁଣା  ମହିଳା ହେଇଥିବା କାରଣରୁ ସେ ଝିଅ କବଳରୁ ରକ୍ଷା କରିପାରିଲେ । ଅଭିନେତ୍ରୀଙ୍କ କହିବା ମୁତାବକ କାଷ୍ଟିଂ କାଉଚ୍ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ କି ଯୋଗ୍ୟତା ଥିବା ପାତ୍ରକୁ ଦେବା ବା କେଉଁ ରୋଲ ପାଇଁ କିଏ ସୁଇଟେବଲ୍ ତାହା ଜାଣିବା ।

ଯଦି ଆପଣ ସେଥିରେ କୃତଜ୍ଞ ହେବେ ସିନେମାରେ ରହିବେ । ଏଭଳି ଝିଅମାନଙ୍କ ପାଇଁ ଆମେ ବି ବଦଲାମ ହେଉଛି ବୋଲି କହିଛନ୍ତି ଅଭିନେତ୍ରୀ ଏବଂ ପ୍ରକୃତି ଏତେ ସେକସି ନୁହେଁ ଯେ ଟୁଟୁ ନାୟକ ପାଗଳ ହେଇଯିବେ । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *