ଆପଣ ତ ଜାଣିଛନ୍ତି କରୋନା କାଳରେ ସୁନାର ଦାମ ରେ କ୍ରମାଗତ ଭାବେ ଉତ୍ଥାନ ପତ୍ତନ ଲାଗି ରହିଛି ।
ଆଜି ଆମେ ଆପଣଙ୍କୁ ଆଜି ମାନେ ୧୦ ମେ ର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ରହିଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଏହା ସହିତ କାଲି ସୁନା ର ଦାମ କେତେ ଥିଲା ତାହା ମଧ୍ୟ କହିବୁ । ବର୍ତ୍ତମାନ ଆସନ୍ତୁ ଜାଣିବା ।

୨୨ କ୍ୟାରେଟ ସୁନାର ଦାମ- ଆଜି ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୪,୪୬୧ ଟଙ୍କା ରହିଛି ଯାହା ଗତକାଲି ମଧ୍ୟ ସମାନ ଥିଲା । ଏଥିରେ କୌଣସି ପରିବର୍ତ୍ତନ ହେଇ ନାହିଁ ।
ସେଇଠି ୨୨ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୩୫,୬୮୮ ଟଙ୍କା ରହିଛି, ଯାହା ଗତକାଲି ମଧ୍ୟ ସମାନ ଥିଲା ।
ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୪୪,୬୧୦ ଟଙ୍କା ରହିଛି, ଯାହା ଗତକାଲି ମଧ୍ୟ ସମାନ ଥିଲା ।
୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ର ଦାମ ୪,୪୬,୧୦୦ ଟଙ୍କା ରହିଛି, ଯାହା ଗତକାଲି ମଧ୍ୟ ସମାନ ଥିଲା ।

୨୪ କ୍ୟାରେଟ ସୁନାର ଦାମ
ଆଜି ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୫୧ ଟଙ୍କା ହ୍ରାସ ପାଇ ୪,୮୬୭ ଟଙ୍କା ରେ ପହଞ୍ଚିଛି, ଯାହା ଗତକାଲି ୪,୯୧୮ ଟଙ୍କା ଥିଲା ।
ସେହିପରି ୨୪ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୪୦୮ ଟଙ୍କା ହ୍ରାସ ପାଇ ୩୮,୯୩୬ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୩୯,୩୪୪ ଟଙ୍କା ଥିଲା ।
ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୧୦ ଟଙ୍କା ହ୍ରାସ ପାଇ ୪୮,୬୭୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୯,୧୮୦ ଟଙ୍କା ଥିଲା ।

ଆଜି ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା ୫,୧୦୦ ଟଙ୍କା ହ୍ରାସ ପାଇ ୪,୮୬,୭୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୯୧,୮୦୦ ଟଙ୍କା ଥିଲା ।
ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୪,୯୧୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୫,୯୧୦ ଟଙ୍କା ରହିଛି ।

ସେହିପରି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୦,୦୦୦ ଟଙ୍କା ରହିଛି ।
ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

