ମାଳିକା ଭବିଷ୍ୟବାଣୀ, ସେପ୍ଟେମ୍ବର ମାସରେ ସରିବ କରୋନା, ମିଳିଲା ବଡ ପ୍ରମାଣ- Malika Bachana

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଦେଶରେ ବ୍ୟାପିଥିବା କୋରନା ମହାମାରୀ ସମସ୍ତଙ୍କ ମନରେ ଆତଙ୍କ ଖେଳାଇ ଦେଇଛି ।

ଏହି ମହାମାରୀ ଦିନକୁ ଦିନ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଏହି ମହାମାରୀ ରେ ଲୋକ ମାନେ ସଂକ୍ରମିତ ହେଉଛନ୍ତି ଏବଂ ନିଜର ପ୍ରାଣ ମଧ୍ୟ ହରାଉଛନ୍ତି । ଏହି ମହାମାରୀ ର ଦ୍ଵିତୀୟ ଲହର ଦେଶରେ ଭୟଙ୍କର ମାତ୍ରାରେ ବ୍ୟାପିଛି । ଲୋକ ମାନେ ପୋକ ମାଛି ଭଳି ମୃ-ତ୍ୟୁ ବରଣ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା କୌଣସି ସଂଯୋଗ ନୁହେଁ । ଆଜ୍ଞା ହଁ ବନ୍ଧୁଗଣ ପୂର୍ବ କାଳ ରେ ମହାପୁରୁଷ ମାନେ ଯେଉଁ କଥା ସବୁ କହିଥିଲେ ବର୍ତ୍ତମାନ ସେହି କଥା ସବୁ ସତ ହେବାରେ ଲାଗିଛି । ପୂର୍ବ ପୁରୁଷ ଙ୍କ ଦ୍ଵାରା ବର୍ଣ୍ଣିତ ସମସ୍ତ ଘଟଣା ଗୋଟିଏ ପରେ ଗୋଟିଏ ଘଟିବାରେ ଲାଗିଛି ।

୬୦୦ ବର୍ଷ ତଳେ ମହାପୁରୁଷ ଙ୍କ ଦ୍ଵାରା ଶାସ୍ତ୍ର ରେ ଏହି ସମସ୍ତ ଘଟଣା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଥିଲା । ଯାହା ବର୍ତ୍ତମାନ ସତ ହେବାରେ ଲାଗିଛି । ସମସ୍ତଙ୍କ ମନରେ ବର୍ତ୍ତମାନ ଭୟ ର ବାତାବରଣ ରହିଛି । ଯିଏ ଶ-ବ ଦା-ହ କରୁଛି ସେହି ବ୍ୟକ୍ତି ପରେ ସ୍ୱୟଂ ଶ-ବ ପାଲଟି ଯାଉଛି । ଅନ୍ୟ ର ଚିକିତ୍ସା କରୁଥିବା ଡାକ୍ତର ନିଜେ ମୃ-ତ୍ୟୁ ମୁଖ ରେ ପଡୁଛନ୍ତି ।

ଏହା ସହିତ ବର୍ତ୍ତମାନ ସମୟ ରେ ଅମ୍ଳଜାନ କୁ ନେଇ ଯେଉଁ ବିକଟ ପରିସ୍ଥିତି ସୃଷ୍ଟି ହୋଇଛି ତାହା ମଧ୍ୟ ମହାପୁରୁଷ ମାନେ କହିଥିଲେ । ଏହି ମନୁଷ୍ୟ ନିଜର ଫାଇଦା ନିମନ୍ତେ ଅସଂଖ୍ୟ ବୃକ୍ଷ କୁ କାଟି ନିଜର ଆବାସ ତିଆରି କରିଛି ଏବଂ ବର୍ତ୍ତମାନ ନିଜ ଆବାସ ରେ ସ୍ୱୟଂ ଶ-ବ ପାଲଟି ଯାଇଛି ।

ଅମ୍ଳଜାନ ର ଅଭାବ ରେ ପ୍ରାଣ ହରାଉଛି । ଏହା କିଭଳି ଏକ ସଂଯୋଗ ହୋଇ ପାରିବ? ଏହା ସ୍ୱୟଂ ଭଗବାନ ଙ୍କ ଲୀଳା ଏବଂ ମନୁଷ୍ୟ ର କର୍ମ ର ଫଳ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ମାଳିକା ରେ ଉଲ୍ଲେଖ ରହିଛି ଦେଶରେ ବ୍ୟାପିଥିବା ଏହି କୋରନା ମହାମାରୀ ର ପ୍ରଭାବ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରହିବ ।

ସେତେ ବେଳ ପର୍ଯ୍ୟନ୍ତ ଏହା କ୍ଷୟ କ୍ଷତି ସୃଷ୍ଟି କରିବ । ଏହାପରେ ଏହି ରୋଗ ସାଧାରଣ ପାଲଟି ଯିବ ଏବଂ ମନୁଷ୍ୟ ମାନଙ୍କ ଦେହରେ ଶକ୍ତି ଜାଗ୍ରତ ହେବ ଯାହାଦ୍ୱାରା ସେମାନେ ଏହି କୋରନା ମହାମାରୀ ସହିତ ଲଢ଼େଇ କରି ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *