ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କାରୋନା ମହାମାରୀ ଦେଶରେ ନିଜ କୋପ ବର୍ଷଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।
ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଏହି ଭାଇରସରେ ସଂକ୍ରମିତ ହୋଇ କେତେକ ବିଶିଷ୍ଟ ବ୍ୟକ୍ତି ମାନେ ନିଜର ପ୍ରାଣ ହରାଇଥିଲେ । ବନ୍ଧୁଗଣ ଏହି ବର୍ଷ ମଧ୍ୟ ଏହି ଭାଇରସ ଆମ ଦେଶର କିଛି ବିଶିଷ୍ଟ ଲୋକଙ୍କର ପ୍ରାଣ ନେଇଛି । ଓଡିଆ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଛାୟା ଖେଳିଯାଇଛି ।

ବନ୍ଧୁଗଣ ଓଡିଆ ମ୍ୟୁଜିକ ଡାଇରେକ୍ଟର ଶାନ୍ତିରାଜ ଖୋସଲାଙ୍କ ପର ଲୋକ ହୋଇଛି । ଶାନ୍ତିରାଜ କରୋନା ମହାମାରୀରେ ଆକ୍ରାନ୍ତ ଥିଲେ ଓ ଆଜି ସେ ହସ୍ପିଟାଲରେ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତାଙ୍କ ବିୟୋଗ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଶାନ୍ତିରାଜ ଖୋସଲାଙ୍କର ଏସିବି ସ୍ଥିତି କୋଭିଦ ହସ୍ପିଟାଲରେ ୫୦ ବର୍ଷ ବୟସରେ ପର ଲୋକ ହୋଇଛି । କିଛି ଦିନ ତଳେ ସେ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିଲେ ଓ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଏସିବି ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । କିଛି ଦିନ ପର୍ଯ୍ୟନ୍ତ ସେ ହସ୍ପିଟାଲରେ ଚିକିତ୍ସା ନେଉଥିଲେ ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇଯିବାରୁ ତାଙ୍କ ପରଲୋକ ଘଟିଛି ।

ଶାନ୍ତିରାଜଙ୍କ ପର ଲୋକ ଖବର ତାଙ୍କ ପରିବାର ଲୋକ ଦେଇଛନ୍ତି । ବନ୍ଧୁଗଣ ଏହା ହେଉଛି ବଡ ଦୁଃଖର ଖବର । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଅତୁଳନୀୟ ଭୂମିକା ରହିଥିଲା । ସେ ଅନେକ ଗୀତକୁ ଡାଇରେକ୍ଟ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ । ବନ୍ଧୁଗଣ ଗତ ୨୨ ତାରିଖରେ ସେ କରୋନାରେ ଚିହ୍ନଟ ହୋଇଥିଲେ ଓ ସେ ଘରେ ରହି ଚିକିତ୍ସା ନେଉଥିଲେ ।

ହେଲେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଯିବାରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ଅଣା ଯାଇଥିଲା । ବନ୍ଧୁଗଣ ଶାନ୍ତିରାଜଙ୍କ ପରଲୋକ ପାଇଁ ପୁଣି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅନେକ ବିଶିଷ୍ଟ ବ୍ୟକ୍ତି ଶାନ୍ତିରାଜଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ମ୍ୟୁଜିକ ଡାଇରେକ୍ଟର ଶାନ୍ତିରାଜ ଖୋସଲା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

