କୁଆଡେ ଗାୟବ ହେଇଗଲେ ଗତବର୍ଷ କରୋନା କାଳର ଚର୍ଚ୍ଚିତ ଚେହେରା Subroto Bagchi, କାହିଁକି ବାଦ ପଡିଯାଇଥିଲେ ସେ ?

ବନ୍ଧୁଗଣ ଗତବର୍ଷ କରୋନା ମହାମାରୀର ପ୍ରଥମ ଲହର ସାରା ଦେଶରେ ନିଜ କୋପ ବର୍ଷାଇଥିଲା । ସେହି ସମୟରେ ଓଡିଶା ସରକାରଙ୍କ ତରଫକୁ ଏକ ଲୋକ ଆସି ସମସ୍ତ ଲୋକଙ୍କୁ ଏହି ଭାଇରସ ବିଷୟରେ ବୁଝାଇଥିଲେ ।

ସେହି ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୁବ୍ରତ ବାଗଚୀ । ବନ୍ଧୁଗଣ କରୋନା ମହାମାରୀ ଠାରୁ ବଞ୍ଚିବା ପାଇଁ ସୁବ୍ରତ ଜନସାଧାରଣ ମାନଙ୍କୁ ବହୁତ ସୁନ୍ଦର ଭାବରେ ସମସ୍ତ ଗାଇଡଲାଇନ ବିଷୟରେ ବୁଝେଇଥିଲେ । ତାଙ୍କର ବୁଝେଇବା ଶୈଳୀକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବାଗଚୀଙ୍କ କଥାକୁ ଶୁଣିବା ପାଇଁ ସମସ୍ତ ଲୋକ ବହୁତ ଇଛା କରୁଥିଲେ ।

ହେଲେ ବନ୍ଧୁଗଣ ହାତାଥ ସୁବ୍ରତ କରୋନା ମହାମାରୀ ସମୟରେ ୬୦ ଦିନ ପରେ ସମସ୍ତଙ୍କ ନଜରରୁ ଗାୟବ ହୋଇଯାଇଥିଲେ । ତା ହେଲେ ବନ୍ଧୁଗଣ କଣ ପାଇଁ ହଠାତ ସୁବ୍ରତ ଏମିତି ସମସ୍ତଙ୍କ ନଜରରୁ ଗାୟବ ହୋଇଯାଇଥିଲେ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଯେତେବେଳେ କରୋନା ମହାମାରୀ ନିଜ କାୟା ମେଲେଇବା ଆରମ୍ଭ କରିଥିଲା ସେତେବେଳେ ସୁବ୍ରତ ବାଗଚୀ ପ୍ରତିଦିନ ସନ୍ଧ୍ୟା ୪ଟା ୩୦ରେ ସରକାରୀ ପ୍ରେସମେଣ୍ଟ କରି ସୂଚନା ଦେଉଥିଲେ । ବନ୍ଧୁଗଣ ସଖାଳ ୫ଟା ୩୦ରେ ସୁବ୍ରତଙ୍କୁ ଫୋନ କରୁଥିଲେ ପାଣ୍ଡିୟାନ । ଏହାପରେ ପାଣ୍ଡିୟାନ ସୁବ୍ରତଙ୍କୁ ଗତ ୨୪ ଘଣ୍ଟାରେ ହୋଇଥିବା ସମସ୍ତ ଘଟଣା ସମ୍ପର୍କରେ ସୂଚନା ଦେଉଥିଲେ । ଏହାପରେ ୮ଟା ୩୦ରେ ବସୁଥିବା ବୈଠକ । ଏହି ବୈଠକରେ ପ୍ରାୟ ୫୦ ଜଣ ଲୋକ କାମ କରୁଥିଲେ ।


ହେଲେ କରୋନା ଆରମ୍ଭ ହେବାରେ ୨ ମାସ ପରେ ହଠାତ ବାଗଚୀ ଗାୟବ ହୋଇଯାଇଥିଲେ । ବାଗଚୀ ଦୁଇ ମାସ ପରେ କୁଆଡେ ଯାଇଥିଲେ ତାହା ବିଷୟରେ ସେ ନିଜ କହିଥିଲେ । ବନ୍ଧୁଗଣ ବାଗଚୀଙ୍କ ମତରେ- ‘ଓଡିଶା ସରକାର ତାଙ୍କୁ କହିଥିଲେ ଏହି ଭାଇରସର ପ୍ରଥମ ଦୁଇ ମାସ ବହୁତ କଠିନ ରହିବ ତେଣୁ ଆପଣଙ୍କୁ ଲୋକ ମାନଙ୍କୁ ସଚେତନ କରେଇବା ନିହାତି ଆବଶ୍ୟକ । ଏହି କଥାକୁ ଆଧାର କରି ବାଗଚୀ ନିଜ କାମ କରିଥିଲେ ଓ ତାଙ୍କ କାମ ସାରିବା ପରେ ସେ ଜନସାଧାରଣଙ୍କ ନଜରରୁ ଦୂରେଇ ଯାଇଥିଲେ’ ।


ବନ୍ଧୁଗଣ ବାଗଚୀଙ୍କ ଏହି ସ୍ଵଭାବକୁ ଦେଖି ଲୋକ ମାନଙ୍କ ମନରେ ତାଙ୍କ ସମ୍ମାନ ବହୁତ ଅଧିକ ବଢିଯାଇଛି । କେତେକ ଲୋକଙ୍କ ମତରେ ବାଗଚୀ ଆଗାମୀ ଦିନରେ ଓଡିଶାର ପ୍ରଧାନ ମନ୍ତ୍ରୀ ହୋଇପାରନ୍ତି ବୋଲି ଜଣା ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁବ୍ରତ ବାଗଚୀଙ୍କ ଭାଷଣ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *