ସାର୍ଥକ ର ୫ ଜଣ ସବୁଠୁ ଅଧିକ ଦରମା ନେଉଥିବା ହିରୋଇନ, ନମ୍ବର ୫ ଙ୍କ ଗୋଟିଏ ଦିନର ଫୀସ କେତେ ଜାଣିଲେ ଚମକି ପଡିବେ ଆପଣ

ଆପଣ ମାନେ ସାର୍ଥକ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ସେହି ସିରିଆଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ କୁ ମଧ୍ୟ ଦେଖି ପସନ୍ଦ କରୁଥିବେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ଦରମା ବିଷୟ ରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୭. ସୁପ୍ରିୟା ନାୟକ- ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁପ୍ରିୟା ନାୟକ । ସୁପ୍ରିୟା ‘କେମିତି କହିବି କହ’ ସିରିଆଲ ରେ ନନ୍ଦିନୀ ଭୂମିକା ରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ର ସୁ-ଟିଂ ପାଇଁ ୩,୦୦୦ ଟଙ୍କା ନେଇଥାନ୍ତି ।

୬. ମାନସୀ ପାଲ- ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମାନସୀ ପାଲ । ମାନସୀ ‘ତୋ ପାଇଁ ମୁଁ ମୋ ପାଇଁ ତୁ’ ସିରିଆଲ ରେ ଜ୍ୟୋତି ଭୂମିକା ରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ର ସୁ-ଟିଂ ପାଇଁ ୩,୫୦୦ ଟଙ୍କା ନେଇଥାନ୍ତି ।

୫. ତୃପ୍ତି ନିରାମ୍ବିକା- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ତୃପ୍ତି ନିରାମ୍ବିକା । ତୃପ୍ତି ‘ମହାଦେବୀ’ ସିରିଆଲ ରେ ଶ୍ରୀ ଭୂମିକା ରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନର ସୁ-ଟିଂ ପାଇଁ ୩,୫୦୦ ଟଙ୍କା ନେଇଥାନ୍ତି ।

୪. ଅର୍ପିତା କର- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅର୍ପିତା କର । ଅର୍ପିତା ‘ମହାଦେବୀ’ ସିରିଆଲ ରେ ଦେବୀ ଭୂମିକା ରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ର ସୁ-ଟିଂ ପାଇଁ ୪୦୦୦ ଟଙ୍କା ନେଇଥାନ୍ତି ।

୩. ଅନନ୍ୟା ଦାସ- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅନନ୍ୟା ଦାସ । ଅନନ୍ୟା ‘ଦିବ୍ୟଦୃଷ୍ଟି’ ସିରିଆଲ ରେ ଦୃଷ୍ଟି ଭୂମିକା ରେ ଅଭିନୟ କରୁଛନ୍ତି । ଅନନ୍ୟା ଗୋଟିଏ ଦିନର ସୁ-ଟିଂ ପାଇଁ ୫,୦୦୦ ଟଙ୍କା ନେଇଥାନ୍ତି ।

୨. ଲିପ୍ସା ମିଶ୍ର- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର । ଲିପ୍ସା ‘ହେ ପ୍ରଭୁ’ ସିରିଆଲ ରେ କୁହୁ ଭୂମିକା ରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନର ସୁ-ଟିଂ ପାଇଁ ୮,୦୦୦ ଟଙ୍କା ନେଇଥାନ୍ତି ।

୧. ଜେସି ସାମଲ- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜେସି ସାମଲ । ଜେସି ‘ଜୀବନସାଥୀ’ ସିରିଆଲ ରେ ଭକ୍ତି ଭୂମିକା ରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନର ସୁ-ଟିଂ ପାଇଁ ୯,୦୦୦ ଟଙ୍କା ନେଇଥାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *