ଆଫଗାନିସ୍ତାନ ଛାଡିଲେ ଆମେରିକା ସେନା, ହେଲେ ଏତେ ତରବରିଆ ଭାବେ କାହିଁକି ଛାଡିଲେ ସୈନ୍ୟ ତାହା ଏବେ ପ୍ରଶ୍ନବାଚୀ, କଣ ରହିଛି ଆମେରିକାର ପ୍ଲାନ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହୁଥିବା ଖବର ହେଉଛି ଆଫଗାନିସ୍ତାନ ରେ ତାଲିବାନ ର କବଜା । ତେବେ ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନ ଉପରେ ଆକ୍ରମଣ କରି ତାର ସମସ୍ତ ରାଜ୍ୟ ରାଜଧାନୀ କୁ ନିଜ ଅଧୀନରେ ନେଇ ସାରିଲାଣି ତେବେ ବର୍ତ୍ତମାନ ସେ ପୁରୁଣା ଆଇନ କୁ ଉଠାଇ ବର୍ତ୍ତମାନ ନୂଆ ଆଇନ ସବୁ ମଧ୍ୟ କାର୍ଯ୍ୟ କାରୀ କରି ସାରିଲେଣି । ତେବେ ଆରମ୍ଭ ରୁ ହିଁ ତାଲିବାନ ର ଶାସନ ବ୍ୟବସ୍ଥା ବହୁତ କ୍ରୁ-ର ଏବଂ ଅ-ସ-ହ୍ୟ ହୋଇ ପ-ଡ଼ି-ଲାଣି ତେବେ ଅଧିକ ତ ନାରୀ ମାନଙ୍କ ଉପରେ ଅ-ତ୍ୟା-ଚା-ର ଦିନକୁ ଦିନ ବଢ଼ିବାରେ ଲାଗିଛି ।

ସେଠାରେ ଝିଅ ମାନଂକୁ ପଢିବା କିମ୍ବା ବାହାରେ କାମ କରିବାର ସ୍ଵାଧୀନତା ଛଡାଇ ନିଆ ଯାଇଛି । ତେବେ ଏହା ଭିତରେ ତିନି ଥର ବ-ମି-ଙ୍ଗ ମଧ୍ୟ ହୋଇ ସାରିଲାଣି ଏହାରି ଭିତରେ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ କି ଆଫଗାନିସ୍ତାନ ରେ ଥିବା ଆମେରିକାର ସୌନ୍ୟ ମାନେ ନିଜ ଦେଶ କୁ ଫେରି ଯାଉଛନ୍ତି । ତେବେ ତାହା ଫୁଣି ସମୟ ବ୍ୟବଧାନ ର ପୂର୍ବରୁ ତେବେ ଆମେରିକା ର ସୈନ୍ୟ ମାନେ ଯିବାର କାରଣ କଣ ? କାହିଁକି ସମୟ ସୀମା ହଟିବା ଆଗରୁ ପଳେଇଲେ ଆମେରିକୀୟ ସୈନ୍ୟ ?

ତାଲିବାନ ସହ କଣ ରହିଛି ଆମେରିକାର ଭିତିରି କାରବାର ? ଏବେ ଆଫଗାନ ସହ କି ସମ୍ପର୍କ ରଖିବ ଆମେରିକା ? ତେବେ ଏହି ସବୁ ପ୍ରଶ୍ନ ଭିତରେ ତାଲିବାନ ଛାଡିବା ପୂର୍ବରୁ ତାଲିବାନ ଙ୍କ ପାଇଁ ଗାତ ଖୋଳି ଯାଇଛି ଆମେରିକା। ଆଫଗାନିସ୍ତାନ ରେ ଥିବା ସମସ୍ତ ଆମେରିକୀୟ ଅସ୍ତ ଶସ୍ତ୍ର କୁ ଅକାମି କରିଦେଇଛି ଏବଂ ଏହା ସହ ସେଠାରେ ଥିବା ସମସ୍ତ ଜାହାଜ ଏବଂ ଯୁଦ୍ଧ ବିମାନ ମଧ୍ୟ ଆମେରୀକୟ ସୌନ୍ୟ ଅକାମି କରିଦେଇଛି ଯାହା ଦ୍ୱାରା ତାଲିବାନ ଚାହିଁଲେ ବି ଏହି ଅସ୍ତ୍ର କିମ୍ବା ଜାହାଜ କୁ ବ୍ୟବହାର କରି ପାରିବେ ନାହିଁ ।

ତେବେ ପ୍ରଶ୍ନ ଉଠୁଛି କି ଆମେରିକା ର ସୌନ୍ୟ ମାନେ ଏହି ଯୁ-ଦ୍ଧ ଜାହାଜ ଏବଂ ଅ-ସ୍ତ୍ର କୁ କଣ ପାଇଁ ନିଜ ସଙ୍ଗରେ ନେଉ ନାହାନ୍ତି । ତେବେ ଏହି କ୍ଷେତ୍ରରେ ଆମେରିକା ସେଣ୍ଟ୍ରାଲ ସେନା ଜେନେରାଲ କହିଛନ୍ତି କି ଆମେରିକା ର-କ୍ତ-ପା-ତ ଚାହେଁନା ତେଣୁ ସମୟ ସୀମା ଶେଷ ହେବା ପୂର୍ବରୁ ଆମେରିକା ତାର ସୌନ୍ୟ କୁ ହଟେଇ ଦେଇଛି ।

ଏହା ଛଡା ଖୁବ କମ ସମୟ ଯୋଗୁଁ ସେମାନେ ସମସ୍ତ ହାଇଟେକ ବିମାନ ଏବଂ ଅ-ସ୍ତ୍ର ନେଇ ଆସିବା ସମ୍ଭବ ହୋଇ ନଥାନ୍ତା ତେଣୁ ସେମାନେ ପୂର୍ବ ଯୋଜନା କରି ଏହି ସବୁ ଅ-ସ୍ତ୍ର ଏବଂ ବିମାନ କୁ ନି-ଷ୍କ୍ରି-ୟ କରିଦେଇଛନ୍ତି । ତେବେ ବର୍ତ୍ତମାନ ଆଫଗାନ ରେ କେବେ ଏବଂ କେତେ ଶାନ୍ତି ଫେରୁଛି ତାହା ଦେଖିବାର ରହିଲା ।

Leave a Reply

Your email address will not be published. Required fields are marked *