ଦେଖନ୍ତୁ କିପରି ଶାଶୁ ଘରେ ଫଟୋ ସୁଟ କଲେ ହିରୋଇନ Janklin, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଆକ୍ଟିଭ ରୁହନ୍ତି । କୌଣସି ନା କୌଣସି କାରଣ ହେତୁ ଏହି ଅଭିନେତ୍ରୀ ମାନେ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଜାଙ୍କଲିନ ।

ଆପଣ ମାନେ ସମସ୍ତେ ଜାଙ୍କଲିନଙ୍କ ଜବରଦସ୍ତ ଅଭିନୟକୁ ନିଶ୍ଚୟ ଦେଖିଥିବେ । ଜାଙ୍କଲିନ ଗତ କିଛି ମାସ ତଳେ ନିଜ ପ୍ରେମିକ ଅରବିନ୍ଦଙ୍କ ସହ ବିବାହ କରିଥିଲେ । ବିବାହ ପରଠାରୁ ଜାଙ୍କଲିନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି । ଗତ କିଛି ସମୟ ହେବ ଜାଙ୍କଲିନଙ୍କର କିଛି ଭିଡିଓ ଓ ଫଟୋସ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ।

ଯାହା ଜଣା ପଡୁଛି ଜାଙ୍କଲିନ ନିଜ ଫଟୋ ସୁଟର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଛନ୍ତି ହେଲେ ଏହି ଫଟୋ ସୁଟଟି ତାଙ୍କ ଘରେ ହୋଇଛି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । କରୋନା ମହାମାରୀ ପାଇଁ ଜାଙ୍କଲିନ ନିଜ ଘର ମଧ୍ୟରେ ଏକ ଫଟୋ ସୁଟ କରିଛନ୍ତି । ଏହି ଫଟୋ ଗୁଡିକରେ ସେ ବହୁତ ଅଧିକ ଷ୍ଟାଇଲିସ ଓ ସୁନ୍ଦର ନଜର ଆସୁଛନ୍ତି ।

ଏହି ସବୁ ଫଟୋ ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ଯାହାକୁ ଲୋକମକନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଆସିବା ଦିନରୁ ଜାଙ୍କଲିନ ନିଜର ଫଟୋସ ଓ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରନ୍ତି । ଜାଙ୍କଲିନ ନିଜ ଫ୍ୟାନ୍ସ ମାନଙ୍କୁ ସବୁବେଳେ ଖୁସି ଦେବା ପାଇଁ ଚେଷ୍ଟା କରନ୍ତି ।

ବର୍ତ୍ତମାନ ମଧ୍ୟ ତାଙ୍କର ଏହି ଫଟୋ ସୁଟ ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁସି ଦେଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଜାଙ୍କଲିନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *