ବିପଦରେ ଆଫଗାନିସ୍ତାନ କିନ୍ତୁ ଏ ସମୟରେ ପଳାତକ ଆଫଗାନିସ୍ତାନ ରାଷ୍ଟ୍ରପତି କେଉଁଠି ? ସୋସିଆଲ ମିଡିଆରେ ଲେଖିଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆଫଗାନିସ୍ତାନ ଉପରେ ତାଲିବାନର ଆ-କ୍ର-ମ-ଣ ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନୀ ବିପଦ ସମୟରେ ନିଜ ଦେଶ ଛାଡି ଫେ-ରା-ର ହୋଇଯାଇଛନ୍ତି । ତାଲିବାନ ଆଫାଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲ କରିଛନ୍ତି । ବର୍ତ୍ତମାନ ଅସରଫ ଘନୀ କେଉଁଠି ଅଛନ୍ତି ତାହା ବିଷୟରେ ଅଧିକ ସୂଚନା ମିଳି ନାହିଁ ହେଲେ ମି-ଡି-ଆ ରିପୋର୍ଟସ ଅନୁସାରେ ଅସରଫ ନିଜ ପଡୋଶୀ ଦେଶ କାଜାଗିସ୍ତାନରେ ଅଛନ୍ତି ବୋଲି ଜଣା ପଡିଛି ।

ଅସରଫ ନିଜ ସୋ-ସି-ଆ-ଲ- ମି-ଡି-ଆ ଆ-କା-ଉ-ଣ୍ଟ-ରେ କିଛି ଲେଖି ସେ-ୟା-ର କରିଛନ୍ତି । ସେହି ପୋ-ଷ୍ଟ-ରେ ସେ କାହିଁକି ଦେଶ ଛାଡି ଫେ-ରା-ର ହୋଇଗଲେ ତାହା ବିଷୟରେ ଲେଖିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସେ ସେହି ପୋ-ଷ୍ଟ-ରେ ଲେଖିଛନ୍ତି-‘ର-କ୍ତ-ର ବନ୍ୟାକୁ ଏଡାଇବା ପାଇଁ ତାଙ୍କୁ ଫେ-ରା-ର ହେବାକୁ ପଡିଲା’ ।

କିନ୍ତୁ ଏହି ବିପଦ ସମୟରେ ଦେଶବାସୀଙ୍କ ସହ ନରହି କାପୁରୁଷତାର ପରିଚୟ ଦେଇଥିବାରୁ ଆଫଗାନ ବାସୀଙ୍କ ମଧ୍ୟରେ ବଢିଛି କ୍ରୋଧ । ତିନି ଚାରି ଦିନ ତଳେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ରାଜନୀତି ନେତା ଓ ସେନା ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଆଫଗାନିସ୍ତାନରେ ଥିବା ବିଭିନ୍ନ ସାମରିକ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ତାଲିବାନ ଆ-କ୍ର-ମ-ଣକୁ ପ୍ରତିବାଦ କରିବା ପାଇଁ ସେନାକୁ ପ୍ରୋତ୍ସାହିତ କରିଥିଲେ । କିନ୍ତୁ ଗୋଟିଏ ଦୁଇ ଦିନରେ ଚିତ୍ର ସଂପୂର୍ଣ୍ଣ ଓଲଟ ପାଲଟ ହୋଇଗଲା । ରାତା ରାତି ଦେଶ ଛାଡି ଫେ-ରା-ର ହୋଇଗଲେ ଆଫଗାନ ରାଷ୍ଟ୍ରପତି ଅସରଫ ଘନୀ ।

୨୦୧୪ରେ ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନରେ ସାମରିକ ଅପରେସନ ବନ୍ଦ କରିଥିଲା । କେବଳ ଆଫଗାନ ସେନାଙ୍କୁ ସାମରିକ ପ୍ରଶିକ୍ଷଣ ଦେବାକୁ ରହିଥିଲେ ବିଦେଶୀ ସେନା । ଚଳିତ ମେ ମାସରୁ ବଳକା ବିଦେଶୀ ସେନା ହଟିବା ଆରମ୍ଭ ହୋଇଥିଲା । ଏହା ପର ଠାରୁ ଅଧିକ ସକ୍ରିୟ ହୋଇ ଉଠିଥିଲା ତାଲିବାନ । ମାତ୍ର ଦେଢ ମାସରେ ବଦଳିଗଲା ଆଫଗାନିସ୍ତାନ ।

ଅଗଷ୍ଟ ୬ରେ ପ୍ରଥମ ପ୍ରାଦେଶିକ ରାଜଧାନୀ ଜରାଞ୍ଚକୁ ଦଖଲ କରିଲା ତାଲିବାନ । ଗୋଟେ ପରେ ଗୋଟେ ପ୍ରାଦେଶିକ ରାଜଧାନୀ ଦଖଲ ପରେ ଅଗଷ୍ଟ ୧୫ରେ ଦଖଲ ହେଲା କାବୁଲ । ମାତ୍ର ୧୦ ଦିନରେ ତାଲିବାନର ଆଫଗାନ ବିଜୟ ହେଲା । ବନ୍ଧୁଗଣ ସେହି ସମୟରେ ଆଫଗାନିସ୍ତାନ ସେନା କଣ କରୁଥିଲେ ସେନେଇ ବଡ ପ୍ରଶ୍ନ ଉଠିଛି । ଆମେରିକା ୨୦ ବର୍ଷରେ ୮୯ ବିଲିଅନ ଡଲାର ଖର୍ଚ୍ଚ କରିଥିଲା କେବଳ ଆଫଗାନ ସେନାକୁ ଟ୍ରେନିଙ୍ଗ ଦେବା ପାଇଁ । ପ୍ରଶିଖିତ ହୋଇଥିଲେ ପ୍ରାୟ ୩ ଲକ୍ଷ ଆଫଗାନ ସେନା ।

ଆଫଗାନ ସେନାଙ୍କୁ ମିଳିଥିଲା ଅତ୍ୟାଧୁନିକ ଅ-ସ୍ତ୍ର ଶ-ସ୍ତ୍ର । ହେଲେ ଏହା ସତ୍ବେ ମଧ୍ୟ କାହିଁକି ହାରିଗଲା ଆଫଗାନ ସେନା । ତାଲିବାନ ଆ-କ୍ର-ମ-ଣ ପରେ ଅନେକ ସୈନିକ ଆତ୍ମ ସମର୍ପଣ କରିଲେ ଓ ଅନେକ ସୈନିକ ଯୁ-ଧ୍ୟ ଛାଡି ଚାଲିଗଲେ । ତାଲିବାନ ଆଗରେ ହାତ ଟେକିଦେଲା ଆଫଗାନ ସେନା । ବର୍ତ୍ତମାନ ଆ-ତ-ଙ୍କି ଗୋଷ୍ଠୀ ତାଲିବାନ ବିଜୟ ନାରା ଉଡାଉଛି ଓ ଅନ୍ୟ ପକ୍ଷରେ ଆଫଗାନ ବାସୀ ଆମେରିକା ବିରୋଧରେ ବିକ୍ଷୋଭ ପଦର୍ଶନ କରିଛନ୍ତି ।  ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *