ଉଚ୍ଚତା ମାମଲାରେ ହିରୋଙ୍କୁ ବି ପଛରେ ପକାଇଦେବେ Bollywood ର ଏହି 5 ଜଣ Actress, ନମ୍ବର 5 ଙ୍କ ହୀରୋ କୁ ତ ବ୍ୟବାହାର କରିବାକୁ ପଡିଥିଲା ଟୁଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନେତ୍ରୀ ମାନଙ୍କ ସୁନ୍ଦରତା ଓ ଲୁକ୍ସ ର ତ ଅନେକ ଚର୍ଚ୍ଚା କରାଯାଇଥାଏ ।

ତାଙ୍କର ସୁନ୍ଦରତା ସମସ୍ତ ଦର୍ଶକ ଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଯେଉଁ ମାନେ ବହୁତ ସୁନ୍ଦର ଅଟନ୍ତି ଏବଂ ଏହା ସହିତ ତାଙ୍କ ଉଚ୍ଚତା ମଧ୍ୟ ବହୁତ ଅଧିକ । ଉଚ୍ଚତା ମାମଲାରେ ଏମାନେ ଅଭିନେତା ମାନଙ୍କ ଠାରୁ ମଧ୍ୟ ଆଗୁଆ ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଶିଳ୍ପା ସେଟ୍ଟୀ- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ସୁନ୍ଦର ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏହି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗ ଓ ଏକ୍ସରସାଇଜ ମାଧ୍ୟମରେ ନିଜକୁ ଫିଟ୍ ରଖିଛନ୍ତି । ସେ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ନିଜ ଫିଟ୍ନେସ ଟିପ୍ସ ମଧ୍ୟ ସେୟାର କରନ୍ତି । ଶିଳ୍ପା ସେଟ୍ଟୀ ଙ୍କ ହାଇଟ୍ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ହାଇଟ୍ ୫.୬ ଇଞ୍ଚ ଅଟେ । ଏହି ଅଭିନେତ୍ରୀ ବିବାହ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି । ସେ ବିଜନେସ ମ୍ୟାନ୍ ରାଜ୍ କୁନ୍ଦ୍ରା ଙ୍କୁ ବିବାହ କରିଛନ୍ତି ।

୨. କଟ୍ରିନା କୈଫ- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ । ଏହି ଅଭିନେତ୍ରୀ ବହୁତ ହି କମ ସମୟ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି । ଏହି ଅଭିନେତ୍ରୀ ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି । ଏହି ଅଭିନେତ୍ରୀ ଙ୍କ ହାଇଟ୍ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ହାଇଟ୍ ୫.୬ ଇଞ୍ଚ ଅଟେ ।

୩. ଦୀପିକା ପାଦୁକୋନ୍- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଏହି ଅଭିନେତ୍ରୀ ବର୍ତ୍ତମାନ ସମୟ ର ସବୁଠାରୁ ସଫଳ ଅଭିନେତ୍ରୀ ଅଟନ୍ତି । ଦୀପିକା ଙ୍କ ହାଇଟ୍ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ହାଇଟ୍ ୫.୭ ଇଞ୍ଚ ଅଟେ । ସେ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ରେ ସୁଟିଂ ରେ ବ୍ୟସ୍ତ ଅଛନ୍ତି ।

୪. ପ୍ରିୟଙ୍କା ଚୋପ୍ରା- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ପୂର୍ବ ମିସ୍ ୱାର୍ଲଡ ପ୍ରିୟଙ୍କା ଚୋପ୍ରା । ଏହି ଅଭିନେତ୍ରୀ ବଲିଉଡ ସହିତ ହଲିଉଡ଼ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଯଦି ଏହି ଅଭିନେତ୍ରୀ ଙ୍କ ହାଇଟ୍ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ହାଇଟ୍ ୫.୫ ଇଞ୍ଚ ଅଟେ ।

୫. ସୁସ୍ମିତା ସେନ୍- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍ । ହାଇଟ୍ ମାମଲାରେ ଏହି ଅଭିନେତ୍ରୀ ଙ୍କ ନାମ ସର୍ବ ପ୍ରଥମେ ଆସିଥାଏ । ଯଦିଓ ଏହି ଅଭିନେତ୍ରୀ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ମଧ୍ୟ ତାଙ୍କ ଅଭିନୟ ର ଯାଦୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ରହିଛି । ଅଭିନେତ୍ରୀ ସୁସ୍ମିତା ସେନ୍ ୨୦୨୦ ମସିହାରେ ଓଟିଟି ପ୍ଲାଟଫର୍ମ ରେ ଆର୍ୟ୍ଯ ମାଧ୍ୟମରେ ଇଣ୍ଡଷ୍ଟ୍ରୀ କୁ ଜୋରଦାର ଏଣ୍ଟ୍ରି କରିଥିଲେ । ଯଦି ଏହି ଅଭିନେତ୍ରୀ ଙ୍କ ହାଇଟ୍ ସମ୍ବନ୍ଧରେ କହିବା ତେବେ ସୁସ୍ମିତା ଙ୍କ ହାଇଟ୍ ୫.୭ ଇଞ୍ଚ ଅଟେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *