ସଫଳତା ଆଡକୁ କ୍ରାଇମବ୍ରାଞ୍ଚର ଗତି…ପ୍ରଥମ ପ୍ରହାରରେ ଘାଇଲା ହେଲା ରୋଷେୟା… ଆଉ ରହିଲେ ଦୁଇଜଣ…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସୋମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମାମଲାଟି ଏକ ନୂଆ ମୋଡ ନେଇଛି । ଏହି ମାମଲାକୁ ତ୍ୱରାନ୍ୱିତ କରିଛି କ୍ରା-ଇ-ମ ବ୍ରାଞ୍ଚ । ସୋମ୍ୟଙ୍କ ସରକାରୀ କ୍ଵାଟରରୁ ସାଇଣ୍ଟିଫିକ ତଥ୍ୟ ପ୍ରମାଣ ଯୋଗାଣ ପରେ ଆରମ୍ଭ ହୋଇଯାଇଛି ଜେରା । ଗତ କାଲି ପାରଳାଖେମୁଣ୍ଡି ଥାନାରେ ଏହି କେସ ସହ ଜଡିତ ପାଞ୍ଚ ଜଣ ଲୋକଙ୍କୁ ଜେରା କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ରୋଷେଇଆ ମନମଦ କୁମ୍ଭ ଯିଏ ସୋମ୍ୟ ଫୋ-ଡି-ହେ-ବା ଦିନ ତାଙ୍କ କ୍ଵାଟରକୁ ଯାଇଥିଲେ ।

ଏହା ସହ ଆଉ ଦୁଇଜଣ ସରକାରୀ ବନ ସଂରକ୍ଷକ ଓ ଦୁଇଜଣ ଫରେଷ୍ଟ ଗାର୍ଡଙ୍କୁ ମଧ୍ୟ ପଚରା ଉଚରା କରୁଛନ୍ତି କ୍ରା-ଇ-ମ ବ୍ରାଞ୍ଚ ଡିଏସପି ଜ୍ଞାନ ରଞ୍ଜନ ମିଶ୍ର । ଘଟଣା ଦିନ କଣ ଦେଖିଥିଲେ ଓ ସୋମ୍ୟ ଏବଂ ବିଦ୍ୟାଙ୍କ ବାବଦରେ ରୋଷେଇଆଙ୍କୁ ପଚରା ଉଚରା କରାଯାଉଥିବାର ସୂଚନା ମିଳିଛି । ପୋଲିସ ଡିଜିଙ୍କ ନିର୍ଦେଶ କ୍ରମେ ସୋମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମାମଲାର ତ-ଦ-ନ୍ତ ଭାର ନେଇଛି କ୍ରା-ଇ-ମ ବ୍ରାଞ୍ଚ ।

ତିନି ଜଣିଆ ଟିମ ବର୍ତ୍ତମାନ ଏହି ମାମଲାର ତ-ଦ-ନ୍ତ କରୁଛନ୍ତି । ଦୁଇ ଦିନ ତଳେ ସୋମ୍ୟଙ୍କ ଘରୁ ସାଇଣ୍ଟିଫିକ ତଥ୍ୟ ପ୍ରମାଣ ଯୋଗାଡ କରଯାଇଥିଲା । ଆଗକୁ ବିଦ୍ୟା ଭାରତୀ ପଣ୍ଡା, ଗଜପତି ଡିଏଫଓ ସଂଗ୍ରାମ କେସରୀ ବେହେରା ଓ ଗୁରାଣ୍ଡି ମହିଳା ପୋଲିସ ମମତା ପଣ୍ଡାଙ୍କୁ ବି ଜେ-ରା କରିବ କ୍ରା-ଇ-ମ ବ୍ରାଞ୍ଚ । ଏମାନଙ୍କ ନାମରେ ଅ-ଭି-ଯୋ-ଗ କରିଥିଲେ ସୋମ୍ୟଙ୍କ ପରିବାର ଲୋକେ ।

ଖୁବ ଶୀଘ୍ର ବିଦ୍ୟାଙ୍କ ଜେ-ରା ପାଇଁ ଚେଷ୍ଟା କରିବ କ୍ରା-ଇ-ମ ବ୍ରାଞ୍ଚ ଟିମ ଏନେଇ ମଧ୍ୟ ସୂଚନା ମିଳିଛି ।  ବନ୍ଧୁଗଣ ଆଗକୁ ସୋମ୍ୟ ଓ ବିଦ୍ୟାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଉଚରା କରିପାରେ କ୍ରା-ଇ-ମ ବ୍ରାଞ୍ଚ । ଘଟଣାର ବିଭିନ୍ନ ଦିଗକୁ ଦ୍ରୁଷ୍ଟିରେ ରଖି କ୍ରା-ଇ-ମ ବ୍ରାଞ୍ଚର ତ-ଦ-ନ୍ତ ଆଗେଇ ଯାଇଛି । ଏକ ମାସ ଧରି ତଦନ୍ତ କରିବା ପରେ ମଧ୍ୟ ଗଜପତି ପୋଲିସ ଜାଣିପାରିଲା ନାହିଁ ଯେ ସୋମ୍ୟଙ୍କ ଦେହରେ ନି-ଆଁ ଲାଗିଲା କେମିତି ।

ଏହି ରହସ୍ୟର ପରଦାଫାସ କରିବା ପାଇଁ ବର୍ତ୍ତମାନ କ୍ରା-ଇ-ମ ବ୍ରାଞ୍ଚ ନିଜ ତଦନ୍ତର ଆରମ୍ଭ କରିସାରିଛି । ଏହି କେ-ସ-ର ଭାର କ୍ରା-ଇ-ମ ବ୍ରାଞ୍ଚ ନେବା ପରେ ସୋମ୍ୟଙ୍କୁ ନାୟ ମିଳିବ ବୋଲି ଆଶା ରଖିଛନ୍ତି ତାଙ୍କ ପରିବାର ଲୋକ । ତା ହେଲେ ବନ୍ଧୁଗଣ ଆଗକୁ କ୍ରା-ଇ-ମ ବ୍ରାଞ୍ଚର ତଦନ୍ତ କେଉଁଠି ପହଞ୍ଚିବ ତାହା ବିଷୟରେ ଆପଣ ମାନେ ବହୁତ ଶୀଘ୍ର ଜାଣି ଯିବେ । ତେବେ ଏହି ଘଟଣା କୁ ନେଇ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *