ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଥିବାରୁ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ କିଛି ତଥ୍ୟ ବିଷୟରେ ଜାଣି ପାରୁଛନ୍ତି ।
ଆଜିଆମେ ଆପଣ ମାନଙ୍କୁ ଆମେରିକାର ଗାଁ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ସାଧାରଣତଃ ଆପଣ ମାନେ ଟିଭି ବା ଫିଲ୍ମ ଆଦିରେ ଆମେରିକାର ସହର ଗୁଡିକୁ ନିଶ୍ଚୟ ଦେଖିଥିବେ । ହେଲେ ଆପଣ ମାନେ କଣ ଆମେରିକାରେ ଥିବା କିଛି ଗାଁ ଗୁଡିକୁ ଦେଖିଛନ୍ତି ।

ଆମେରିକା ହେଉଛି ଏକ ବିକଶିତ ଦେଶ ଓ ଏହି ସ୍ଥାନରେ ସମସ୍ତ ପ୍ରକାରର ସୁଖ ସୁବିଧା ରହିଛି । ବନ୍ଧୁଗଣ ଆମେରିକାରେ ଗାଁ ଓ ସହର ମଧ୍ୟରେ ବିଶେଷ କିଛି ପାର୍ଥକ୍ୟ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ସହର ଆଉ ଗାଁ ଭିତରେ କିଛି ବିଶେଷ ଫରକ ରହିଛି । ସହରରେ ବଡ ବଡ ବିଲଡିଙ୍ଗ ଓ ଜନଗହଳି ରହିଥାଏ । ହେଲେ ଗାଁରେ ଚାଷ ଜମି ଓ କିଛି ଛୋଟ ଘର ରହିବା ସହ ଅଧିକ ଜନଗହଳି ନଥାଏ । ଅନ୍ୟ ପକ୍ଷରେ ବୁଜିଳି ବ୍ୟବସ୍ତା ଓ ପାଣି ବ୍ୟବସ୍ତା ଆଦି ଉଭୟ ଗାଁ ଓ ସହରରେ ସମାନ ଥାଏ ।

ବନ୍ଧୁଗଣ ଆମ ଭାରତରେ ଯେପରି ଗାଁ ରହିଛି ଆମେରିକାରେ ସେହିପରି କୌଣସି ଗାଁ ନାହିଁ । ହେଲେ ଏଠି ବଡ ବଡ ଜମି ରହିଛି ଓ ଫାର୍ମ ହାଉସ ଆଦି ରହିଛି । ବନ୍ଧୁଗଣ ଆମେରିକାର ଗାଁ ଗୁଡିକରେ ବଡ ବଡ ରାସ୍ତା ରହିଛି ଓ ସେହି ସ୍ଥାନରେ ଲୋକ ମାନେ ଘର କରି ରହୁଛନ୍ତି ।

ଅଧିକାଂଶ ଘରରେ ବଡ ବଡ ବଗିଚା ରହିଛି ଓ ଲୋକମାନେ ସେଠାରେ ଅନେକ ଜିନିଷର ଚାଷ ମଧ୍ୟ କରନ୍ତି । ଆମ ଗାଁରେ ଲୋକମାନେ ଗାଈ ଚରାନ୍ତି ଓ ସାଧାରଣ ପୋଷାକ ପିନ୍ଧି ବସବାସ କରନ୍ତି । ହେଲେ ଆମେରିକାରେ କେତେକ ଫାର୍ମ ରହିଛି ଓ ସେହି ସ୍ଥାନରେ ଗାଈ ମାନଙ୍କୁ ରଖାଯାଇଛି । ଏହା ସହିତ ଆମେରିକାର ଗାଁରେ ଅନେକ ପ୍ରକାରର ଚାଷ ଆଦି କରାଯାଏ ।

ତାଙ୍କ ଗାଁରେ କୌଣସି ଲୋକ ଘରେ ଗାଈ ରଖନ୍ତି ନାହିଁ ଓ ଆପଣ ମାନଙ୍କୁ ରାସ୍ତାରେ କୌଣସି କୁକୁର ଦେଖାଯିବ ନାହିଁ । ଆମେରିକାର ଗାଁରେ ରହୁଥିବା ଲୋକ ମାନଙ୍କର ଲାଇଫ ଷ୍ଟାଇଲ ସଂପୂର୍ଣ୍ଣ ଅଲଗା ଅଟେ । ସେଠାକାର ଲୋକ ମାନେ ବହୁତ ଲକଜରି ଲାଇଫ ଷ୍ଟାଇଲରେ ନିଜ ଜୀବନ ଅତିବାହିତ କରନ୍ତି ।
https://www.youtube.com/watch?v=t7-1XBDFpPU
ଆମେରିକାର ଗାଁରେ ଥିବା ସମସ୍ତ ଘରେ ବଡ ବଡ ଗାଡି ଏବଂ ଟ୍ରାକ୍ଟର ଆଦି ରଖାଯାଇଥାଏ । ଲୋକ ମାନଙ୍କର ଜୀବନ ଶୈଳୀ ବହୁତ ଉନ୍ନତ ଧରଣର ହୋଇଥାଏ ଓ ସଂପୂର୍ଣ୍ଣ ଗାଁଟି ଶାନ୍ତି ପୂର୍ଣ୍ଣ ରହିଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମେରିକାର ଗାଁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

