ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ତାଜା ଖବର ଜାଣିଥିବେ କି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ହୃ-ଦ-ଘା-ତ ରେ ମୃ-ତ୍ୟୁ ଘ-ଟି-ଛି । ତେବେ ସେ ବର୍ତ୍ତମାନ ୪୦ ବର୍ଷ ର ଥିଲେ । ସେ ବାଳିକା ବଧୂ, ଦିଲ ସେ ଦିଲ ତକ୍, ଆଦି ଧାରାବାହିକ ରେ ସେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଥିଲେ । ତେବେ ସେ ବିଗ ବସ ୧୩ ରେ ଅଧିକ ସଫଳତା ହାସଲ କରିଥିଲେ ଏବଂ ତା ପର ଠାରୁ ସେ ଅଧିକ ଚର୍ଚ୍ଚାରେ ମଧ୍ୟ ରହିଥିଲେ ତେବେ ସିଦ୍ଧାର୍ଥ ଙ୍କ ନାମ ଅନେମ ଝିଅ ଙ୍କ ସହିତ ମଧ୍ୟ ଯୋଡ଼ା ଯାଇଛି । ତେବେ ଆସନ୍ତୁ କିଛି ତା ବିଷୟ ରେ ଆଲୋଚନା କରିନେବା ।

୧- ପ୍ରଥମ ରେ ହେଉଛନ୍ତି ପବିତ୍ର ପୁନିଆ । ସିଦ୍ଧାର୍ଥ ଶୁକ୍ଳା ଲବ ୟୁ ଜିନ୍ଦେଗୀ ର କୋଷ୍ଟାର ପବିତ୍ରା ପୁନିଆ ଙ୍କୁ ଡେଟ କରୁଥିଲେ ଏବଂ ପରେ ଦୁହିଁଙ୍କ ବ୍ରେକଅପ ମଧ୍ୟ ହୋଇଗଲା ।
୨- ଦ୍ଵିତୀୟ ରେ ହେଉଛନ୍ତି ସେଫାଲି ଜରିଵାଲା । ସିଦ୍ଧାର୍ଥ ସେଫାଲି ଙ୍କ ସହ ମଧ୍ୟ ରିଲେସନ ରେ ରହିଥିଲେ ତେବେ ବ୍ରେକଆପ ପରେ ସେଫାଲି ଅଭିନେତା ପରାଗ କୁ ବିବାହ କରିଥିଲେ ।
୩- ତୃତୀୟ ରେ ହେଉଛନ୍ତି ଆକାଂଶ ପୁରୀ । ଆକାଂଶା ବିଗ ବସ ୧୩ ର ପ୍ରତିଯୋଗିତା ପାରସ୍ ଙ୍କ ସହ ମଧ୍ୟ ରିଲେସନ ରେ ରହିଥିଲେ ତେବେ ସିଦ୍ଧାର୍ଥ ଏବଂ ଆକାଂଶା ଙ୍କ ର ମଧ୍ୟ କିଛି ସମୟ ପରେ ବ୍ରେକ୍ଅପ ହୋଇ ଯାଇଥିଲା ।

୪- ଚତୁର୍ଥ ରେ ହେଉଛନ୍ତି ସ୍ମିତା ଵଂଶଲ । ସ୍ମିତା ଏବଂ ସିଦ୍ଧାର୍ଥ ବାଲିକା ବଧୁ ରେ ଦୁହେଁ ଶାଶୁ ଏବଂ ଜ୍ବାଇଁ ଚରିତ୍ର ରେ ଅଭିନୟ କରିଥିଲେ କିନ୍ତୁ ବାସ୍ତବରେ ଦୁହେଁ ରିଲେସନ ରେ ଥିଲେ ।
୫- ପଞ୍ଚମ ରେ ହେଉଛନ୍ତି ଆରତୀ ସିଂହ । ତେବେ ଆରତୀ ମଧ୍ୟ ବର୍ତ୍ତମାନ ବିଗ ବସ ୧୩ ର ପ୍ରତିଯୋଗିତା ଥିଲେ ଏବଂ ଦୁହିଙ୍କ ର ପ୍ରେମ ର ଚର୍ଚ୍ଚା ମଧ୍ୟ ବାରବାର ହେଉଥିଲା ।
୬- ଷଷ୍ଠ ରେ ହେଉଛନ୍ତି ଦୃଷ୍ଟି ଧାମି । ସିଦ୍ଧାର୍ଥ ଅଭିନେତ୍ରୀ ଦୃଷ୍ଟି ଙ୍କ ସହ ମଧ୍ୟ ରିଲେସନ ରେ ଥିଲେ କିନ୍ତୁ ପରେ ଦୁହେଁ ଅଲଗା ମଧ୍ୟ ହୋଇଯାଇଥିଲେ ତେବେ ଦୃଷ୍ଟି ବର୍ତ୍ତମାନ ବିବାହିତା ହୋଇ ଯାଇଛନ୍ତି ।

୭- ସପ୍ତମ ରେ ହେଉଛନ୍ତି ରଶ୍ମି ଦେଶାଇ । ସିଦ୍ଧାର୍ଥ ଏବଂ ରଶ୍ମି ଦୁହେଁ ଦିଲ ସେ ଦିଲ ତକ ଧାରାବାହିକ ରେ ଏକାଠି ନଜର ଆସିଥିଲେ ତେବେ ଦୁହେଁ ରିଲେସନ ରେ ମଧ୍ୟ ଥିଲେ , ଦୁହେଁ ଦୁହିଙ୍କୁ ବହୁତ ଅଧିକ ଭଲ ପାଉଥିଲେ, କିନ୍ତୁ କେଜାଣି କେଉଁ କାରଣ ପାଇଁ ଦୁହେଁ ଶତ୍ରୁ ହୋଇ ଯାଇଥିଲେ ।
୮- ଅଷ୍ଟମ ରେ ହେଉଛନ୍ତି ତନିଶା ମୁଖାର୍ଜୀ । ତନିଶା ହେଉଛନ୍ତି କାଜଲ ଦେବଗନ ଙ୍କ ଭଉଣୀ । ତେବେ ଦୁହେଁ ବହୁତ ଲମ୍ବା ସମୟ ଧରି ଡେଟ କରିଥିଲେ କିନ୍ତୁ ପରେ ଦୁହେଁ ଅଲଗା ମଧ୍ୟ ହୋଇଯାଇଥିଲେ ।

