Siddharth Shukla ନିଜ ଶେଷ ଇଂଷ୍ଟାଗ୍ରାମ ପୋସ୍ଟ ରେ ଲେଖି ଯାଇଛନ୍ତି କିଛି ଏମିତି…ଯାହାକୁ ପଢି ସମସ୍ତଙ୍କ ଆଖିରେ ଲୁହ

ସିଦ୍ଧାର୍ଥ ଶୁକ୍ଲା ବିଗ ବସ – ୧୩ ର ବିଜେତା ଅଟନ୍ତି । ସେ ସେପ୍ଟେମ୍ବର ସକାଳେ ସୋଇକି ନଥିବା ରୁ ତାଙ୍କୁ ତାଙ୍କ ପରିବାର ଲୋକ କୁପର ହସ୍ପିଟାଲ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ତାଙ୍କୁ ମାତ୍ର ୪୦ ବର୍ଷ ବଯଶ ହୋଇଥିଲା । ସେ ବିଗ ବସ ଜିତିବା ପରେ ତାଙ୍କ ଲୋକପ୍ରିୟତା ବଢି ଯାଇଥିଲା । ଟିଭି ଜଗତରେ ଏହାକୁ କେହି ସହଜ ଭାବେ ଗ୍ରହଣ କରି ପାରି ନାହାଁନ୍ତି କି ଶିଦ୍ଧାର୍ଥ ଆଉ ନାହାଁନ୍ତି ବୋଲି ।

ସେ କହି ଯାଇଥିବା ସବୁ କଥାକୁ ଆଜି ଭି ଦର୍ଶକ ମାନେ ମନ ରଖିଛନ୍ତି । ସିଦ୍ଧାର୍ଥ ୨୪ ତାରିଖ ଅଗଷ୍ଟ ରେ ଏକ ଫଟୋ ପୋଷ୍ଟ କରିଥିଲେ । ଶେଷ ଫଟୋ ଥିଲା ଏଥିରେ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରିଥିଲେ ଓ ତାଙ୍କୁ ଫଲୋ କରୁଥିବା ଫାଲୋଅର ମାନେ ତାଙ୍କ ଫଟ କୁ ପ୍ରାଂସଂଶା କରିଥିଲେ । ତାଙ୍କର ଏହି ଶେଷ ପୋସ୍ତ ଏବେ ଇନଷ୍ଟା ରେ ଖୁବ ପ୍ରସାର ହେଉଛି । ଏହାକୁ ଏବେ ଯାଏ ୩ ଲକ୍ଷ ୯୫ ହଜାର ରୁ ଅଧିକ ଲାଇକ ଆସି ସରିଲାଣି ।

ଏହାକୁ ସେ ଯେତେବେଳେ ପୋଷ୍ଟ କରିଥିଲେ ତାଙ୍କୁ ଫ୍ୟାନ୍ସ ମାନେ ଆସି ଲାଇକ କରି ଥିଲେ ଏବେ ସେହି ପୋଷ୍ଟ ରେ ସେମାନେ RIP ଲେଖୁଛନ୍ତି । ତାଙ୍କ ଫ୍ୟାନ୍ସ ମାନଙ୍କୁ ଏବେ ବି ବିଶ୍ଵାସ ହେଉନି କି ସେ ଆଉ ଏହି ଦୁନିଆରେ ନାହାଁନ୍ତି ବୋଲି । ସେମାନେ ଭଗବାନ ଙ୍କ ପାଖରେ ପ୍ରାଥନା କରିଛନ୍ତି କି ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ । ସେ ନିଜ ପୋଷ୍ଟ ରେ ଆଗାମୀ ପ୍ରୋଜେକ୍ଟ ଯେଉଁ ଥିରେ ସେ କାମ କରିଛନ୍ତି ଆମାଜୋନ ପ୍ରାଇମ ରେ ଥିବା ସିରିଜ ମୁମ୍ବାଇ ଡାଇରିଶ ୨୬/୧୧ ର ପ୍ରକାଶନ କରୁଥିଲେ ।

ଏହି ଘଟଣା ୨୦୦୮ ର ଯେଉଁ ଥିରେ ମୁମ୍ବାଇ ରେ ଏକ ଆତଙ୍କବାଦୀ ମାନଙ୍କ ଦଳ ଆକ୍ରମଣ କରିଥିଲା ଯେଉଁ ଥିରେ ହସ୍ପିଟାଲ ରେ କାମ କରୁଥିବା ଲୋକ ମାନେ ଆହାତ ହୋଇଥିବା ଲୋକଙ୍କ ବହୁତ ସେବା କରୁଥିଲେ । ତାଙ୍କୁ ତାଙ୍କ ଇନଷ୍ଟା ରେ ୩୬ ଲକ୍ଷ ରୁ ଅଧିକ ଲୋକମାନେ ଫଲୋ କରନ୍ତି । ତାଙ୍କର ଫ୍ୟାନ୍ସ ବହୁତ ଅଛନ୍ତି । ଏହା ପାଇଁ ସେ ବିଗ ବସ ରେ ଜିତି ପାରିଥିଲେ । ସେ ନିଜ ଲାଇଫ ର ଅଭିନୟ କ୍ଯାରିୟର ୨୦୦୪ ରୁ ଆରମ୍ଭ କରିଥିଲେ । ସେ ୨୦୦୮ ରେ “ବାବୁଲ କି ଆଙ୍ଗନ ଟୁଟେନା” ରେ ଅଭିନୟ କରିଥିଲେ କିନ୍ତୁ ତାଙ୍କୁ ଲୋକପ୍ରିୟତା “ବାଳିକା ବଧୁ” ରୁ ମିଳି ଥିଲା ।

Leave a Reply

Your email address will not be published. Required fields are marked *