ବନ୍ଧୁକ ମୁନରେ ତାଲିବାନ ଦଖଲ କଲା Kabul, ହେଲେ କାହିଁକି ଚୁପ ରହିଲା ଭାରତ ? ପରବର୍ତ୍ତୀ ସ୍ଥିତିକୁ କିପରି ସାମ୍ନା କରିବ ଭାରତ ?

ବନ୍ଧୁଗଣ ବର୍ତ୍ତମାନ ଦେଶରେ ଏକ ବଡ ଖବର ବହୁତ ଚର୍ଚାରେ ରହିଛି । ଏହି ଖବରଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଖବର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ୨୦ ବର୍ଷ ପରେ ପୁଣି ତାଲିବାନ ହାତରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଆସିଛି । ତାଲିବାନ ବଳ ପ୍ରୟୋଗ କରି ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଦଖଲ କରିଛି । ଅନ୍ୟ ପକ୍ଷରେ ତାଲିବାନ ଆ-କ୍ର-ମ-ଣ ଦ୍ଵାରା ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ନିଜ ଗାଦି ଛାଡି ଫେ-ରା-ର ହୋଇଯାଇଛନ୍ତି ।

ମି-ଡି-ଆ ରିପୋର୍ଟସ ଅନୁସାରେ ଅସରଫ ନିଜ ପଡୋଶୀ ଦେଶ କାଜାଗିସ୍ତାନକୁ ଚାଲିଯାଇଛନ୍ତି । ଅନ୍ୟ ପକ୍ଷରେ ଏହି ମାମଲାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଚୁପ ରହିଛି । କାରଣ ଭାରତ ସହ କେବେ ବି ତାଲିବାନର ସମ୍ପର୍କ ଭଲ ରହିନାହିଁ । ତେଣୁ ପରିବର୍ତ୍ତିତ ସ୍ଥିତିକୁ ଭାରତ କିପରି ସାମ୍ନା କରିବ ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ । ବନ୍ଧୁଗଣ ଆଫଗାନିସ୍ତାନରେ ଥିବା କିଛି ଭାରତୀୟ ଦୂତାବାସଙ୍କୁ ବିମାନରେ ଅଣା ଯାଇଛି ।

ବନ୍ଧୁଗଣ ୧୯୯୯ ମସିହା ଡିସେମ୍ବର ମାସରେ କାନ୍ଦାହାର ବିମାନ ବନ୍ଦରରେ ଏକ ଭାରତୀୟ ବିମାନକୁ ଅ-ପ-ହ-ର-ଣ କରିଦେଇଥିଲା ପାକିସ୍ତାନର ଏକ ସଂଘ । ସେହି ସମୟରେ ତତ୍ତକାଳୀନ ଆଫଗାନିସ୍ତାନର ତାଲିବାନ ସରକାର ଯେଉଁ ପରି ଭାବରେ ଡବଲ ଗେ-ମ ଖେଳିଥିଲେ ତାକୁ ଭୁଲି ପାରି ନାହିଁ ଭାରତ । ଏବେ ପୁଣି ଥରେ ଆଫଗାନିସ୍ତାନକୁ ତାଲିବାନ ହ-ଡ-ପ କରିନେବା ପରେ କାବୁଲ ସହ ନୂଆ ଦିଲ୍ଲୀର କିଭଳି ସମ୍ପର୍କ ରହିବ ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ ।

ପୁଣି ଥରେ ତାଲିବାନ ହାତକୁ ଆଫଗାନିସ୍ତାନ ଚାଲିଯିବା ପରେ ସବୁଠାରୁ ଅଧିକ ଫାଇଦା ହୋଇଛି ପାକିସ୍ତାନର । କୁହାଯାଉଛି ପାକିସ୍ତାନୀ ଆ-ତ-ଙ୍ଗ-ବା-ଦୀ ସଂଗଠନ ତାଲିବାନ ସହ ହାତ ମିଳାଇ ଲ-ଢେ-ଇ-ରେ ସାମିଲ ହୋଇଥିଲା ଏବଂ ପାକିସ୍ତାନୀ ସରକାର ତାଲିବାନ କମାଣ୍ଡରକୁ ତାଲିମ ଦେବା ସହ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଥିଲା । ଏହା ସହ ଚୀନ ମଧ୍ୟ ତାଲିବାନ ସମର୍ଥନରେ ରହିଛି ବୋଲି ସୂଚନା ମିଳିଛି ।

ଯଦି ବନ୍ଧୁଗଣ ଏହି ସବୁ କଥା ସତ ହୋଇଥାଏ ତା ହେଲେ ଚୀନ, ଆଫଗାନିସ୍ତାନ ଓ ପାକିସ୍ତାନର ମେଣ୍ଟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଜଣା ପଡିଛି । ଏହି ମେଣ୍ଟ କାଶ୍ମୀର ପ୍ରତି ସମସ୍ୟା ଆଣିପାରେ । ତେବେ ଆଗକୁ କିଭଳି ପରିସ୍ଥିତି ହେବ ଓ ଭାରତ ତାର ସାମ୍ନା କିପରି କରିବ ସେନେଇ ପ୍ରଶ୍ନ ଉଠୁଛି ।

Leave a Reply

Your email address will not be published. Required fields are marked *