ACF Soumyaranjan ଡେଥ ମିଷ୍ଟ୍ରି: ଶୁଣନ୍ତୁ ସେଦିନ ବିଦ୍ୟାଙ୍କୁ ହସ୍ଟେଲ ରେ ଛାଡିଥିବା ଡ଼ିଏଫଓଙ୍କ ଡ୍ରାଇଭର ଏନେଇ କଣ କହୁଛନ୍ତି ? ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୁହାଯାଏ ମୃତ୍ୟୁ ଯେତେବେଳେ ଆସେ ସେତେବେଳେ ଧୀରେ ଧୀରେ ଆସେ ଏବଂ କେହି ଏହାକୁ ଜାଣି ପାରନ୍ତି ନାହିଁ । ତେବେ ସୌମ୍ୟ ଙ୍କ ସହ ମଧ୍ୟ ଠିକ ଏହିପରି ହୋଇଥିଲା ।

କୌଣସି ମତେ ପାରଳାଖେମୁଣ୍ଡି ରୁ ବଦଳି ପାଇଁ ଚାହୁଁଥିଲେ ସୌମ୍ୟ । ଟ୍ରାନ୍ସଫର୍ ଲେଟର ମଧ୍ୟ ଆସି ଯାଇଥିଲା ଏବଂ ସୌମ୍ୟ ଙ୍କ ଜୀବନ ରୁ ଏହି ଦୁଃସ୍ୱପ୍ନ ର ଚାପ୍ଟର ଓଭର ହୋଇ ଯାଇ ଥାନ୍ତା । କିନ୍ତୁ ହଠାତ ଘଟିଲା ଏଭଳି ଏକ ଅଘଟଣ ଯାହା ସୌମ୍ୟ ଙ୍କ ସ୍ୱପ୍ନ କୁ ଭାଙ୍ଗି ଦେଲା ଏବଂ ସେ ସବୁ ଦିନ ପାଇଁ ନିଜର ଆଖି ବୁଜି ଦେଲେ ।

ସୌମ୍ୟ ଙ୍କ ପତ୍ନୀ ବିଦ୍ୟା ଭାରତୀ ଙ୍କ ନାଁ ରେ ତାଙ୍କ ପିତା ମାତା ଅଭିଯୋଗ ଦେଇଛନ୍ତି । ତାଙ୍କ କହିବାନୁଯାୟୀ ସୌମ୍ୟ ଙ୍କ ମୃତ୍ୟୁ ପଛରେ ବିଦ୍ୟା ଙ୍କ ହାତ ରହିଛି । ତେବେ ଏହା କେତେ ଦୂର ସତ ସେହି ସମ୍ବନ୍ଧରେ ପୋଲିସ ନିଜର ତଦନ୍ତ ଜାରି ରଖିଛି । ସୌମ୍ୟ ଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।

ତେବେ ଏ ନେଇ ଡ଼ିଏଫଓ ଙ୍କ ଡ୍ରାଇଭର କଣ କହୁଛନ୍ତି ଆସନ୍ତୁ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଯେତେବେଳେ ଡ଼ିଏଫଓ ସୌମ୍ୟ ରଞ୍ଜନ ଙ୍କ ଡ୍ରାଇଭର ଙ୍କୁ ଏହି ସମ୍ବନ୍ଧରେ ମିଡିଆ ପଚରାଉଚରା କରିଥିଲା ସେ କହିଥିଲେ ଯେ, ସେ ସୌମ୍ୟ ଓ ତାଙ୍କ ପତ୍ନୀ ଙ୍କୁ ନେଇ ଗାଡ଼ି ରେ ଯାଇଥିଲେ ।

ସେଠାରେ ସୌମ୍ୟ ନିଜ ପତ୍ନୀ ଙ୍କୁ ଘରେ ଛାଡ଼ି ପଳାଇ ଆସିଥିଲେ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବି ଭଲ ଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ବି ଯୁଆଡେ ସେ ଯାଆନ୍ତି ସେହି ଦିନର ତାରିଖ ସେ ନିଜ ର ଏକ ଡାଏରୀ କରିଛନ୍ତି ସେଥିରେ ଲେଖିକି ରଖନ୍ତି ।

ତେବେ ବର୍ତ୍ତମାନ ଏହା କୁହାଯାଉଛି ହୁଏତ ଡ୍ରାଇଭର ଙ୍କ ସେହି ଡାଏରୀ ରୁ ସୌମ୍ୟ ଙ୍କ ମୃତ୍ୟୁ ର କୌଣସି ସୁରାକ ହାସଲ ହୋଇପାରେ । ତେବେ ଏହି ସମ୍ବନ୍ଧରେ ପୋଲିସ ନିଜର ଚେଷ୍ଟା ଜାରି ରଖିଛି । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *