ଝିଅଟି ଶୋଇଥିବା ବେଳେ ହଠାତ ଖତ ତଳୁ ବାହାରି କାମୁଡି ଦେଲା ଏକ ଭୟଙ୍କର ବିଷଧର ସାପ (Common krait), ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video ରେ

ନମସ୍କାର ବନ୍ଧୁଗଣ ଆଜିକାଲି ର ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କାଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ସେହି ଭଳି ଜଣକ ଘରେ ସାପ ବାହାରି ଥିଲା କିନ୍ତୁ ସେ ଅନ୍ୟ ମାନଙ୍କ ଭଳି ତାକୁ ନ ମା-ରି ବରଂ ଉ-ଦ୍ଧା-ର କରି ଜଂଗଲ କୁ ଛାଡି ଦେଇଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘ-ଟ-ଣା ସମ୍ପର୍କରେ ଆଲୋଚନା କରିବା ।

ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲାର । ସେଠାରେ ଜଣେ କୃଷକ ଙ୍କ ଘରେ ତାଙ୍କର ଝିଅ କୁ ଶୋଇଥିବା ବେଳେ ସାପ ତାଙ୍କ ହାତ କୁ କା-ମୁ-ଡି ଦେଇଥିଲା ତେବେ ଘର ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇ ଦେଇଥିଲେ । ଏହା ପରେ ତାଙ୍କୁ ୩୦ ରୁ ୪୦ ଟି ଇଂଜେକସନ ଦିଆଯାଇଥିଲା ଏବଂ ପରେ ଘରକୁ ଡିସଚାର୍ଜ କରାଯାଇଥିଲା । ତେବେ ତଥାପି ଝିଅ କୁ ଠିକ ଭାବରେ କିମ୍ବା ସ୍ପଷ୍ଟ ଭାବରେ ଦେଖାଯାଉ ନାହିଁ ଏବଂ ଦୁର୍ବଳ ମଧ୍ୟ ଲାଗୁଛି ।

ତେବେ ସାପ ଉଦ୍ଧାର କରିବା ପାଇଁ ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡ଼କାଯାଇଥିଲା ଏବଂ ସେ ଝିଅ କୁ ସମ୍ପୂର୍ଣ୍ଣ ବିଶ୍ରାମ କରିବା ପାଇଁ କହିଥିଲେ । ତେବେ ପରେ ଘର ଲୋକଙ୍କ କହିବା ଅନୁସାରେ ସେମାନେ ସାପ କୁ ବସ୍ତା ରେ ବାନ୍ଧି ରଖିଛନ୍ତି ତେବେ କିନ୍ତୁ ବସ୍ତା ଖୋଲିବା ପରେ ସେଠାରେ କୌଣସି ସାପ ନଥିଲା । ପରେ ସେମାନେ ସାପ ର ଫୋଟୋ ଦେଖେଇବା ପରେ ଜଣା ପଡିଲା କି ସେହି ସାପ ଟି ହେଉଛି ଏକ ଧଳା କଳା କମନ କ୍ରେଟ ସାପ ।

ତେବେ ତାଙ୍କର କହିବା କଥା ହେଉଛି ଏହି ସାପ ଅନେକ ସ୍ଥାନରେ ମିଳିଥାଏ ଏହା ବହୁତ ବି-ଷ-ଧ-ର ହୋଇଥାଏ । କା-ମୁ-ଡ଼ି-ଲେ ରକ୍ତ ବାହାରେନି କିନ୍ତୁ ସେ ମଣିଷ କୁ କୋ-ମା-ରେ ମଧ୍ୟ ପହଞ୍ଚାଇ ପାରିବ । ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷ-ତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।

ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖତରନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ସେ ଘର ଲୋକ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି କି ଝାଡ଼ ଫୁଙ୍କ ନ କରି ହସ୍ପିଟାଲକୁ ନେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *