ହେ ଭଗବାନ ! ଫେମସ କମେଡିଆନ Kalia Sandha ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର

ଆପଣ ମାନେ ସମସ୍ତେ ଫେମସ ଯୂଟ୍ଯୂବର କାଳିଆ ଷଣ୍ଢ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ବର୍ତ୍ତମାନ ତାଙ୍କୁ ନେଇ ଆସିଛି ଏକ ବଡ଼ ଦୁଃଖଦ ଖବର । ହାସ୍ୟ ଅଭିନେତା ଏବଂ ୟୁ-ଟି-ୟୁ-ବ-ର କାଳିଆ ଷଣ୍ଢ ପ୍ରା-ଙ୍କ ଭି-ଡି-ଓ ନିର୍ମାତା କୁ ନେଇ ଆସୁଛି ଏହି ଖବର ।

ସେ ମିଷ୍ଟର ଗୁଲୁଆ ଙ୍କ ସହିତ ମିଶିକି ମଧ୍ୟ ଅନେକ କମେଡ଼ି ବନାଇ ଛନ୍ତି ଯାହାକୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ଲୋକମାନେ କାଳିଆ ଷଣ୍ଢ ଙ୍କୁ ଖୁବ ଭଲ ପାଇବା ଦେଇଛନ୍ତି ଏବଂ ଆଶୀର୍ବାଦ ଦେଇ ଆଗକୁ ବଢ଼ିବା ପାଇଁ ମଧ୍ୟ କହୁଛନ୍ତି ।

ତାଙ୍କର ୟୁ-ଟି-ୟୁ-ବ ଚ୍ୟାନେଲ ରେ ଓଡ଼ିଶାର ଅଧିକାଂଶ ଲୋକମାନେ ତାଙ୍କୁ ଜାଣିଥିବେ । ତାଙ୍କ ଚ୍ୟାନେଲ ରେ ବର୍ତ୍ତମାନ ଚାରି ଲକ୍ଷ ରୁ ଉର୍ଦ୍ଧ୍ବ ଦର୍ଶକ ମାନେ ସବ୍ସକ୍ରାଇବ କରିଛନ୍ତି ଏବଂ ତାଙ୍କର ସମସ୍ତ କମେଡି ଭି-ଡି-ଓ କୁ ଦମଦାର ଭିଉ ମଧ୍ୟ ମିଳୁଛି ଏବଂ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି । ଆମକୁ ହସାଉ ଥିବା ବ୍ୟକ୍ତି ଟି ବର୍ତ୍ତମାନ ଆବାକ ହୋଇ ପଡିଛି ।

କାଳିଆ ଷଣ୍ଢ ଯିଏକି ନିଜ ଦମଦାର କମେଡି ଭି-ଡି-ଓ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ରେ ନିଜ ପାଇଁ ଘର କରିବାରେ ସଫଳ ହୋଇଛନ୍ତି ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି । କାଳିଆ ଷଣ୍ଢ ଙ୍କୁ ପ୍ରାୟତଃ ଅନେକ ଲୋକ ଜାଣିଛନ୍ତି ତେବେ ତାଙ୍କ ବିବାହ କୁ ବର୍ଷେ ହୋଇଛି ଏବଂ ତାଙ୍କର କିଛି ଦିନ ଆଗରୁ ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମଗ୍ରହଣ କରିଛି ।

ତେବେ ବର୍ତ୍ତମାନ କାଳିଆ ଷଣ୍ଢ ଙ୍କୁ ନେଇ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି । ଖବର ଟି ହେଉଛି କି କାଳଆ ଷଣ୍ଢ ନିଜ ଛାତ ଉପରେ ଶିଉଳି ଯୋଗୁଁ ଗୋଡ଼ ଖସିଗଲା ଏବଂ ତାଙ୍କ ର ଛାତି ର ଦୁଇ ପଞ୍ଜରା ହାଡ଼ ଭାଙ୍ଗି ଯାଇଛି । ଫଳରେ ତାଙ୍କୁ ସଙ୍ଗେ ସଂଗେ ହସ୍ପିଟାଲରେ ଭର୍ତ୍ତି କରାଗଲା ଏବଂ ଡାକ୍ତର ତାଙ୍କୁ ଚାରି ମାସ କୁଆଡେ ଯିବା ମନା ଏବଂ ସମ୍ପୂର୍ଣ୍ଣ ଭାବେ ବେଡ଼ ରେଷ୍ଟ ।

ତେବେ ଗୁଲୁଆ, ଅନୁଗୁଳିଆ ବନ୍ଟି, ଖୋର୍ଦ୍ଧା ସାଙ୍ଗ ସାଥି ଏବଂ ପତ୍ନୀ ସମସ୍ତେ ଏହା ପାର୍ଥନା କରୁଛନ୍ତି କି କାଳିଆ ଷଣ୍ଢ ଜଲ୍ଦି ଠିକ ହୋଇଯାଅନ୍ତୁ । ତେବେ ଆମେ ମଧ୍ୟ ତାଙ୍କ ନିରୋଗୀର କାମନା କରୁଛୁ ।

Leave a Reply

Your email address will not be published. Required fields are marked *