Majadar Jokes- ଭିଣେଇ କୋଳରେ ଶାଳୀ ବସି ଦୁହେଁ ରୋମାନ୍ସ କରୁଥିଲେ, ସେତିକି ବେଳେ ସ୍ତ୍ରୀ ଚାଲି ଆସିଲା, ଶାଳୀ- ଦିଦି, ଭାଇନା ମୋ ସହ…

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା ଅର୍ଜନ କରିବା ପାଇଁ ବହୁତ ଚିନ୍ତାରେ ରହୁଛନ୍ତି । ଯାହାଫଳରେ ସେମାନେ ନିଜ ଜୀବନକୁ ଠିକ ଭାବରେ ଏଞ୍ଜୋଏ କରିପାରୁ ନାହାନ୍ତି ।

ବନ୍ଧୁଗଣ ଏହି ବ୍ୟସ୍ତ ବହୁଳତାରେ ରହୁଥିବା ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢି ଆପଣ ମାନେ ବହୁତ ଏଞ୍ଜୋଏ କରିବେ । ବନ୍ଧୁଗଣ ଏହି ଓଡିଆ ଜୋକ୍ସକୁ ପଢି ଆପଣ ନିଜ ହସକୁ ରୋକି ପାରିବେ ନାହିଁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

 Jokes 1

ସ୍ଵାମୀ ସ୍ତ୍ରୀକୁ ପଚାରିଲା…

ସ୍ଵାମୀ- ଡାର୍ଲିଙ୍ଗ ତମେ ମୋ ଫିଲ୍ମରେ କାମ କରିବ କି ?

ସ୍ତ୍ରୀ- ହଁ ନିଶ୍ଚୟ ହେଲେ ମୋର ରୋଲ କଣ ରହିବ ?

ସ୍ଵାମୀ- ଫିଲ୍ମରେ ତମକୁ କେବଳ ପାଣି ମଧ୍ୟକୁ ଯିବାକୁ ପଡିବ ।

ସ୍ତ୍ରୀ- ଆଛା ତା ହେଲେ ଫିଲ୍ମର ନାମ କଣ ହେବ ?

ସ୍ଵାମୀ- “ଭେସ ଗେୟୀ ପାନୀ ମେ”, ସ୍ତ୍ରୀ ବେହୋସ …!!

Jokes 2

ବାପା- ପରୀକ୍ଷା କେମିତି ଥିଲା ?

ପୁଅ- ବାପା, ପ୍ରଥମ ପ୍ରଶ୍ନକୁ ଛାଡି ଦେଲି, ତୃତୀୟ ପ୍ରଶ୍ନ ଆସୁନଥିଲା, ଚତୁର୍ଥ ପ୍ରଶ୍ନର ଉତ୍ତର କରିବାକୁ ଭୁଲି ଗଲି ଓ ପଞ୍ଚମ ପ୍ରଶ୍ନ ଦେଖା ଯାଉନଥିଲା ।

ବାପ- ଆଉ କିଛି ପ୍ରଶ୍ନ ନଥିଲା କି ?

ପୁଅ- ବାପା, ଆଉ ସବୁ ପ୍ରଶ୍ନର ଉତ୍ତର ଭୁଲ ଅଛି ମୁ ନିଜେ ଲେଖିକି ଆସିଛି ।

Jokes 3

ସ୍ତ୍ରୀ ରୋଷେଇ ଘରୁ ବାହାରି କହିଲା

ସ୍ତ୍ରୀ- ଆରେ ଶୁଣୁଛ ଆଜିକାଲି ମୁ ବହୁତ ସୁନ୍ଦର ନଜର ଆସୁଛି ।

ସ୍ଵାମୀ- ତମେ କେମିତି ଜାଣିଲ ଯେ, ତମେ ସୁନ୍ଦର ଦେଖା ଯାଉଛ ?

ସ୍ତ୍ରୀ- ତମେ ନିଜେ ଦେଖୁନ ଆଜି କାଲି ମୋ ସୁନ୍ଦରତା ଦେଖି ରୁଟି ଗୁଡିକ କେମିତି ଜଳି ଯାଉଛନ୍ତି…!!

Jokes 4

ଚେଲା- ବାବାଜୀ, ମୋ ଡାହାଣ ପଟ ହାତ କୁଣ୍ଡାଇ ହେଉଛି ।

ବାବା- ବତ୍ସ ତୁମ ପାଖକୁ ଲକ୍ଷ୍ମୀ ଆସିବେ !

ଚେଲା- ବାବାଜୀ, ଡାହାଣ ପଟ ପାଦ ମଧ୍ୟ କୁଣ୍ଡାଇ ହେଉଛି ।

ବାବା- ବତ୍ସ, ତୁମର ଯାତ୍ରା ଯୋଗ ମଧ୍ୟ ରହିଛି !

ଚେଲା- ବାବା, ପେଟରେ ମଧ୍ୟ କୁଣ୍ଡାଇ ହେଉଛି…

ବାବାଜୀ- ବତ୍ସ, ତୁମେ ଉତ୍ତମ ଭୋଜନ ପ୍ରାପ୍ତ କରିବ !

ଚେଲା- ବାବା, ମୋ ବେକ ମଧ୍ୟ କୁଣ୍ଡାଇ ହେଉଛି ।

ବାବା- ଦୂରକୁ ହଟିଯା ଶଳା, ତତେ କୁଣ୍ଡିଆ ରୋଗ ହେଇଛି…

Jokes 5

ଯେତେବେଳେ କନ୍ୟା ନିଜ ପିତା ଘରେ ରୁହେ ସେତେବେଳେ ସେ ରାଣୀ ହୋଇ ରହିଥାଏ ।

ଯେତେବେଳେ ସେ ନିଜ ଶାଶୁ ଘରକୁ ଯାଇଥାଏ ସେତେବେଳେ ସେ ଲକ୍ଷ୍ମୀ ହୋଇ ରହିଥାଏ ।

ଯେତେବେଳେ ସେ ଶାଶୁ ଘରେ କାମ କରିଥାଏ ସେତେବେଳେ ସେ ଚାକରାଣୀ ହୋଇଯାଇଥାଏ ।

ଠିକ ଏହିପରି ସମସ୍ତ ଝିଅ ନିଜ ଜୀବନରେ ‘ରାଣୀ, ଲକ୍ଷ୍ମୀ ଓ ଚାକରାଣୀ’ ହୋଇଥାନ୍ତି ଓ ନିଜ ସ୍ଵାମୀ ମାନଙ୍କୁ ଟେନସନ ଦେଇଥାନ୍ତି ।

ଯାହାଫଳରେ ସ୍ଵାମୀ ମାନେ ଇଂରାଜୀ ବ୍ରା-ଣ୍ଡ ପିଇବା ପାଇଁ ବାଧ୍ୟ ହୋଇଥାନ୍ତି ।

Jokes 6

ଭିଣେଇ କୋଳରେ ଶାଳୀ ବସି ଦୁହେଁ ରୋମାନ୍ସ କରୁଥିଲେ

ସେତିକି ବେଳେ ସ୍ତ୍ରୀ ଚାଲି ଆସିଲା

ଶାଳୀ- ଦିଦି ମୋ ଅଣ୍ଟା ବିନ୍ଧୁଥିଲା ଭାଇନା ମସାଜ ଦେଉଥିଲେ

ସ୍ତ୍ରୀ: କାଇଁ ଆଗରୁ ମତେ ଏମିତି ମସାଜ ଦେଇନ…

ଏବେ ଭିଣେଇ ICU ରେ !!!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *