Ollywood ର ଲୋକପ୍ରିୟ ହୀରୋ ଙ୍କ ସ୍ତ୍ରୀ, ଦେଖନ୍ତୁ କାହା ସ୍ତ୍ରୀ ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ମାନଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।କିନ୍ତୁ କଣ ଆପଣ ମାନେ ଆମ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରୁଥିବା ହିରୋ ମାନଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ ଜାଣିଛନ୍ତି କି ?

ସେ ବାସ୍ତବ ଜୀବନ ରେ କାହାକୁ ବିବାହ କରିଛନ୍ତି।ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। ୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।ସବ୍ୟସାଚୀ ନିକଟରେ ଅର୍ଚ୍ଚିତା ଙ୍କୁ ବିବାହ କରିଛନ୍ତି। ଅର୍ଚ୍ଚିତା ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଅଟନ୍ତି।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ଅରିନ୍ଦମ ରଏ। ଅରିନ୍ଦମ ଜଣେ ଅଭିନେତା ହେବା ସହିତ ରାଜନେତା ଅଟନ୍ତି। ତାଙ୍କ ପତ୍ନୀ ଙ୍କ ନାମ ଅନୁପା ରଏ ଅଟେ। ସେ ମଧ୍ୟ ଜଣେ ରାଜନେତା ଙ୍କ ଭଉଣୀ ଅଟନ୍ତି।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ଶ୍ରୀତମ ଦାସ।ଶ୍ରୀତମ ଙ୍କ ପତ୍ନୀ ଙ୍କ ନାମ ପୁନମ ଦାସ ଅଟେ। ଏହି ଦମ୍ପତ୍ତି ଙ୍କ ଜଣେ ଝିଅ ମଧ୍ୟ ଅଛନ୍ତି।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ଆକାଶ ଦାସ।ଆକାଶ ଜଣେ ଅଭିନେତା ହେବା ସହିତ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି। ତାଙ୍କ ପତ୍ନୀ ମଧ୍ୟ ଜଣେ ସମାଜ ସେବୀ ଅଟନ୍ତି।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ହରିହର ମହାପାତ୍ର। ଯାହାଙ୍କୁ ସମସ୍ତେ କମେଡିଆନ ହରି ଭାବରେ ଜାଣିଥାନ୍ତି। ହରି ଙ୍କ କମେଡ଼ି କୁ ସମସ୍ତ ଦର୍ଶକ ପସନ୍ଦ କରନ୍ତି। ଆପଣ ମାନେ ହରି ଙ୍କ ସ୍ତ୍ରୀ ଙ୍କୁ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତା ପୁପିନ୍ଦର। ପୁପିନ୍ଦର ଙ୍କ ପତ୍ନୀ ଙ୍କ ନାମ ରୂପିନ୍ଦର କୌର ଅଟନ୍ତି।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତା ଦେବାଶିଷ ପାତ୍ର। ଦେବାଶିଷ ଙ୍କ ପତ୍ନୀ ଙ୍କ ନାମ ହେଉଛି ମୋନାଲିସା। ଏହି ଦମ୍ପତ୍ତି ଙ୍କ ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର।ସିଦ୍ଧାନ୍ତ ମହାପାତ୍ର ବାସ୍ତବ ଜୀବନ ରେ ଓଲିଉଡ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଛନ୍ତି।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ଅଭିନେତା ଦୀପକ।ଦୀପକ ଙ୍କ ପତ୍ନୀ ଙ୍କ ନାମ ହେଉଛି ତନୁଜା।ଦୀପକ ଙ୍କ ପତ୍ନୀ ଙ୍କୁ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ।

୧୦. ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ଅଭିନେତା ଅନୁଭବ ମହାନ୍ତି। ଅନୁଭବ ରିଅଲ ଲାଇଫ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଛନ୍ତି। ଉଭୟ ଓଲିଉଡ ଇଣ୍ଡଷ୍ଟ୍ରୀ ର କଳାକାର ଅଟନ୍ତି।

୧୧. ଏହି ଲିଷ୍ଟ ର ଏକାଦଶ ସ୍ଥାନରେ ଅଛନ୍ତି ଅଭିନେତା ବାବୁସାନ ମହାନ୍ତି।ବାବୁସାନ ଙ୍କ ପତ୍ନୀ ଙ୍କ ନାମ ହେଉଛି ତୃପ୍ତି ଶତପଥୀ।

୧୨. ଏହି ଲିଷ୍ଟ ର ଦ୍ଵାଦଶ ସ୍ଥାନରେ ଅଛନ୍ତି ଅଭିନେତା ଅମ୍ଲାନ୍ ଦାସ। ଅମ୍ଲାନ୍ ଗତ ବର୍ଷ ଭୂମିକା ଦାସ ଙ୍କୁ ବିବାହ କରିଛନ୍ତି। ଏମାନଙ୍କ ଯୋଡ଼ି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି।

୧୩. ଏହି ଲିଷ୍ଟ ର ତ୍ରୟୋଦଶ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତା ସମ୍ବିତ ଆଚାର୍ଯ୍ୟ। ସମ୍ବିତ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି। ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାମ ହେଉଛି ସାୟୋନା ମହାପାତ୍ର। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *