ଶବ ପୋତା ଯାଇଛି ଖବର ପାଇ ରାତି ସାରା ଜଗିଲେ ପୋଲିସ୍ , ହେଲେ 20 ଘଣ୍ଟା ଖୋଳତାଡ କରିବା ପରେ ଜଣା ପଡିଲା …ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ପ୍ରତିଦିନ ନ୍ୟୁଜ ରେ କିଛି ନା କିଛି ଅଘଟଣ ର କାହାଣୀ ଶୁଣୁଥିବେ ଏବଂ ଦେଖୁଥିବେ କାହାର ହ-ତ-ୟା, ଆ-ତ୍ମ-ହ-ତ-ୟା କିମ୍ବା ବ-ଳା-ତ-କା-ର । ତେବେ ଏହି ସବୁ ଘଟଣା କୁ ନେଇ ପୋଲିସ ଏବଂ ପ୍ରଶାସନ ବହୁତ ଗମ୍ଭୀର ଭାବରେ ତ-ଦ-ନ୍ତ ମଧ୍ୟ କରିଥାଏ ଏବଂ ଉପଯୁକ୍ତ ଦୋ-ଷୀ କୁ ଦ-ଣ୍ଡ ମଧ୍ୟ ମିଳିଥାଏ । ତେବେ ବର୍ତ୍ତମାନ ଏକ ଏପରି ଅଦ୍ଭୁତ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିବା ପରେ ହୁଏ ତ ଆପଣ ମାନେ ପ୍ରଥମେ ହସିବେ ।

ପରେ ଚିନ୍ତାରେ ପଡିଯିବେ କି ନିଜର ଆତ୍ମ ସନ୍ତୋଷ ପାଇଁ ଲୋକ ମାନଂକୁ ତଥା ପୋଲିସ ପ୍ରଶାସନ ଆଦି ଙ୍କୁ ହଇରାଣ କରିବା କେତେ ଦୂର ଉଚିତ୍ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିନେବା । ଘଟଣାଟି ହେଉଛି ଉମରକୋଟ ବ୍ଲକ, ବୈପାରି ଭଟା ଗ୍ରାମ ନିକଟରେ ଥିବା ଭାମିନି ପଞ୍ଚାୟତ ର ଏକ ସଂରକ୍ଷିତ ଜଂଗଲ ର । ଖବର ଆସିଲା କି ସେଠାରେ କାହାର ମୃ-ତ ଦେହ କୁ ପୋ-ତା ଦିଆ ଯାଇଛି ।

ତେବେ ଏହା ଶୁଣି ସେଠାରେ ପୋଲିସ ତ-ଦ-ନ୍ତ କରିବା ପାଇଁ ପହଁଚି ଥିଲା ଏବଂ ଏହି ଖବର ପାଇବା ପରେ ଆଖ ପାଖର ଲୋକମାନେ ମଧ୍ୟ ପହଁଚି ଥିଲେ ସେହି ସ୍ଥାନରେ । ତେବେ ସେଠାରେ ପଡିଥିବା କପଡା ଦେଖି ଲାଗୁଥିଲା କି ଏହା କୌଣସି ମହିଳା ଙ୍କ ମୃ-ତ-ଦେ-ହ । ହୁଏ ତ ଧ-ର୍ଷ-ଣ ପରେ ମା-ରି ପୋ-ତା ଦିଆଯାଇଛି । ତେବେ ରାତି ହୋଇଥିବାରୁ ଶ-ବ ର ଉ-ଦ୍ଧା-ର ଏବଂ ବ୍ୟ-ଵେ-ଛେ-ଦ ସକାଳେ କରିବା ପାଇଁ ପୋଲିସ ନିଷ୍ପତ୍ତି ନେଲା ।

କୋରାପୁଟ ଜିଲ୍ଲା ରୁ ସାଇଣ୍ଟିଫିକ ଟିମ ମଧ୍ୟ ଆସିଲେ ତାଙ୍କ ଉପସ୍ଥିତି ରେ ଏହି ସବୁ କାର୍ଯ୍ୟ ହେବ ବୋଲି ନିଷ୍ପତ୍ତି ନିଆଗଲା । ତେବେ ପୋଲିସ ସେଠାକାର ଗ୍ରାମ ବାସୀ ଙ୍କୁ କିଏ ନିଖୋଜ ଥିବାର ପ୍ରଶ୍ନ କରିବା ବେଳେ ସମସ୍ତେ ମନା କରିଥିଲେ ତେବେ ଆଶଙ୍କା କରାଗଲା କି ହୁଏ ଟ ଅନ୍ୟ ଗ୍ରାମ ର ହୋଇପାରେ । ତେବେ ପୁରା ରାତି ପରେ ସକାଳେ ଏହାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଲୋକମାନେ ମାଟି ଖୋଳି ଶ-ବ କୁ ବାହାର କରିବା ପାଇଁ ଚେଷ୍ଟା କଲେ ତେବେ ସେଠାରେ ଡାକ୍ତର ମଧ୍ୟ ପହଁଚି ସାରିଥିଲେ ।

ତେବେ ଖୋଳିବା ପରେ ସେଠାରେ ଦୁଇ ଖଣ୍ଡ କପଡା ମିଳିଥିଲା ଏବଂ କୌଣସି ଶ-ବ ମିଳି ନଥିଲା । ତେବେ ଏହା କୌଣସି ଖଳ ପ୍ରକୃତି ର ଲୋକ ର କାମ ତେବେ ପୋଲିସ, ଏବଂ ପ୍ରଶାସନ ତଥା ଡାକ୍ତର ଆଦି ଙ୍କ ମୂଲ୍ୟବାନ ସମୟ କୁ ଏଭଳି ଭାବେ ନଷ୍ଟ କରିବା ଉଚିତ ନୁହେଁ । ତେବେ କାହାର ଏହି କାର୍ଯ୍ୟ ତାହା ତ-ଦ-ନ୍ତ ମଧ୍ୟ କରାଯିବ ବୋଲି ତହସିଲଦାର କହିଛନ୍ତି । ତେବେ ଏଭଳି ଥଟା ମଜା କରିବା ଏବଂ ପ୍ରଶାସନ ର ସମୟ କୁ ନଷ୍ଟ କରିବା ଉଚିତ ନୁହେଁ ।  ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *