ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମାଜ ରେ ଏଭଳି କିଛି ଅସାମାଜିକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର କାର୍ଯ୍ୟ କଳାପ ଦ୍ୱାରା ନିଜ ଅଶିକ୍ଷିତ ରୂପ ର ପରିଚୟ ଦେଉଛନ୍ତି ।
ସେହିଭଳି ଏକ ଖବର ସାମ୍ନା କୁ ଆସିଛି ଯେଉଁଥିରେ ଶୁଣିବାକୁ ମିଳୁଛି ଯେ, କିଛି ଅଶିକ୍ଷିତ ବ୍ୟକ୍ତି ହେଲ୍ପ ସେଣ୍ଟର ରେ କାମ କରୁଥିବା ମହିଳା ମେମ୍ବର ଙ୍କୁ କଲ କରି ହଇରାଣ କରୁଛନ୍ତି । ହେଲ୍ପ ସେଣ୍ଟର ରେ କାମ କରୁଥିବା ଜଣେ ମହିଳା ଜଣକ କହିଛନ୍ତି ଯେ, ପିଲାମାନେ ଏଠାକୁ କାମ କରିବାକୁ ଏବଂ ଲୋକ ମାନଙ୍କୁ ହେଲ୍ପ କରିବାକୁ ଆସୁଛନ୍ତି ।

କିନ୍ତୁ କାମ କରିବା ମଧ୍ୟରେ ସେମାନଙ୍କୁ ଏଭଳି କଲ ଆସୁଛି ଯେଉଁଥିରେ ଜଣେ ବ୍ୟକ୍ତି ସ୍ଲା-ଙ୍ଗ ବ୍ୟବହାର କରି ଅ-ଭ-ଦ୍ରା-ମି ସହିତ କଥାବାର୍ତ୍ତା କରୁଛନ୍ତି । ପ୍ରଥମେ ସେମାନେ ନିଜର ଡିଟେଲ ଦେଉଛନ୍ତି କିନ୍ତୁ ପରେ କଲ କରିବାର କାରଣ ପଚାରିବାରୁ ସେମାନେ ଏଭଳି ଅ-ଭ-ଦ୍ରା-ମି କରୁଛନ୍ତି । ବର୍ତ୍ତମାନ ଏହି ହେଲ୍ଥ ହେଲ୍ପ ସେଣ୍ଟର କୋଭିଡ଼ ହେଲ୍ପ ଲାଇନ ହୋଇଯାଇଛି ।

ଏଠାରେ ସମସ୍ତ ପ୍ରକାର ରୋଗୀ ଙ୍କୁ ସହାୟତା କରିବା ନିମନ୍ତେ ବ୍ୟବସ୍ଥା ରହିଛି । ଯେଉଁଠି ଡାକ୍ତର ମାନଙ୍କ ସହିତ ସେମାନଙ୍କ ଯୋଗାଯୋଗ କରାଯାଉଛି । କିନ୍ତୁ ଲୋକ ମାନଙ୍କ ଏଭଳି ଆଚରଣ ଦ୍ୱାରା ଏହି ହେଲ୍ପ ସେଣ୍ଟର ରେ କାମ କରୁଥିବା ବ୍ୟକ୍ତି ନିରାଶ ହେଉଛନ୍ତି । ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ଡାକ୍ତର ଙ୍କୁ ସେମାନେ ଲୋକ ଙ୍କ ହେଲ୍ପ ପାଇଁ ପଠାଉଛନ୍ତି, ସେଠାରେ ସେମାନେ ଡାକ୍ତର ଙ୍କ ସହିତ ମଧ୍ୟ ଅ-ପ-ବ୍ୟ-ବହାର କରୁଛନ୍ତି ।
କୌଣସି ଜଣେ ମହିଳା କଲ କରି ନିଜର ଗାଇନିକ ଅସୁବିଧା ସ-ମ୍ବ-ନ୍ଧ-ରେ ଜଣାଇଥିଲେ ଏବଂ ଡାକ୍ତର ଙ୍କ ସହିତ ଯୋଗାଯୋଗ କରି ପରାମର୍ଶ ନେଇଥିଲେ । କିନ୍ତୁ କିଛି ସମୟ ପରେ ସେହି ମହିଳା ଜଣକ ପୁଣିଥରେ ନମ୍ବର ବଦଳାଇ କଲ କରି ଅ-ଶ୍ଳୀ-ଳ କଥାବାର୍ତ୍ତା କରୁଛନ୍ତି । ଏଭଳି ଜିନିଷ ପୁଣିଥରେ ନହେବା ନିମନ୍ତେ ନହେବା ପାଇଁ ଏଭଳି ଲୋକ ମାନଙ୍କୁ ଅନୁରୋଧ ମଧ୍ୟ କରାଯାଉଛି ।

କାରଣ ଏଭଳି ଅଶିକ୍ଷିତ ବ୍ୟକ୍ତି ଙ୍କ ପାଇଁ ଯେଉଁ ମାନେ ସତରେ ସହାୟତା ଲୋଡ଼ା କରୁଥିବେ ସେମାନଙ୍କୁ ଠିକ ସମୟ ରେ ସାହାଯ୍ୟ ମିଳିପାରୁ ନାହିଁ । ତେଣୁ ଏଭଳି ଅସାମାଜିକ କାର୍ଯ୍ୟ କେବେବି କରନ୍ତୁ ନାହିଁ । ଏହାଦ୍ବାରା ଅନେକ ବ୍ୟକ୍ତି ଙ୍କୁ ଅସୁବିଧା ର ସାମ୍ନା କରିବାକୁ ପଡ଼ୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

