ମିଳିଗଲା ପ୍ରମାଣ ! ଗତ 6 ବର୍ଷରୁ କରୋନା ଭାଇରସ ଛାଡିବା ପ୍ରୟାସରେ ଥିଲା ଚୀନ, ଦୁନିଆକୁ ବର୍ବାଦ କରି ହେବାକୁ ଚାହୁଁଥିଲା ବାଦଶାହ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ଏହିପରି ସମୟ ରେ ଏକ ରୋଚକ ତଥ୍ୟ ସାମ୍ନା କୁ ଆସିଛି । ତେବେ ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ।

ବର୍ତ୍ତମାନ ୟୁ ଏସ ଷ୍ଟେଟ ହାତ ରେ ଏପରି ଏକ ଦସ୍ତାବିଜ ଲାଗିଛି ଯେଉଁଥିରେ ସଫା ଭାବରେ ଲେଖା ଯାଇଛି କି ଚୀନ ତୃତୀୟ ବିଶ୍ଵ ଯୁ-ଦ୍ଧ ର ପ୍ରସ୍ତୁତ ଚାଲୁ ରଖିଥିଲା । ଏହି ଯୁ-ଦ୍ଧ ପ-ର-ମା-ଣୁ ଅ-ସ୍ତ୍ର ନୁହେଁ ବରଂ ଜୈବିକ ଓ ଜେନେଟିକ ଉପାୟରେ ଲଢ଼ିବାର ଯୋଜନା ଚିନ ପ୍ରସ୍ତୁତ କରିଥିଲା । କୁହାଯାଏ କି କରନା ଭୁତାଣୁ ମଧ୍ୟ ଏହି ଯୁ-ଦ୍ଧ ର ଏକ ଅଂଶ ଅଟେ ।

ଏହି ଭୁତାଣୁ ପାଇଁ ଚୀନ କୁ ଅନେକ କଥା ଶୁଣିବାକୁ ପଡୁଛି ତଥାପି ଏହି ଦେଶ ବର୍ତ୍ତମାନ ଶୁଦ୍ଧା ଏହି ଭୁତାଣୁ ସମ୍ପର୍କ ରେ କୌଣସି ସଠିକ ସୂଚନା ବିଶ୍ୱ କୁ ଦେଇନାହିଁ । ଚୀନ କହିବା ଅନୁସାରେ ଉହାନ ଠାରେ ମିଳୁଥିବା ବାଦୁଡି ମାଂସ ରୁ ଏହି ଭୁତାଣୁ ସମ୍ପୂର୍ଣ୍ଣ ବିଶ୍ଵ ରେ ବ୍ୟାପିଅଛି । ସେହିଭଳି ଅନ୍ୟ କେତେକ ଦେଶ ର କହିବା ଅନୁସାରେ ଚୀନ ଏହି ଭୁତାଣୁ କୁ ନିଜ ଲ୍ୟାବ ରେ ପ୍ରସ୍ତୁତ କରିଥିଲା ।

ୟୁ ଏସ ଷ୍ଟେଟ ର କହିବା ଅନୁସାରେ ଚୀନ ତୃତୀୟ ବିଶ୍ଵ ଯୁ-ଦ୍ଧ ପାଇଁ ଏହି ଭୁତାଣୁ କୁ ସମଗ୍ର ବିଶ୍ୱରେ ବ୍ୟାପ୍ତ କରାଇ ସମ୍ପୂର୍ଣ୍ଣ ବିଶ୍ଵ କୁ ଧ୍ୱଂସ କରି ଏକ ଛତ୍ରବାଦ ରାଜା ହେବା ପାଇଁ ଚାହୁଁଥିଲା । ଏହାର ପ୍ରସ୍ତୁତି ସେ ୨୦୧୫ ରୁ ଆରମ୍ଭ କରିସାରିଥିଲା ।

ଆମେରିକାର ହାତ ରେ ଲାଗିଥିବ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଅନୁସାରେ ଚୀନ କରୋନା ଭୁତାଣୁ କୁ ୨୦୧୫ ରୁ ନିଜ ଲ୍ୟାବ ରେ ପ୍ରସ୍ତୁତ କରୁଥିଲା । କିନ୍ତୁ ଚୀନ ତାହାକୁ କେବେ ମଧ୍ୟ ସ୍ୱୀକାର କରୁନଥିଲା । କିନ୍ତୁ ବର୍ତ୍ତମାନ ସବୁ ପ୍ରମାଣ ମିଳିବା ପରେ ଚିନ ପୁଣି ଥରେ ସମଗ୍ର ବିଶ୍ୱର ନଜର କୁ ଆସିଛି । ମିଳିଥିବା ଡକ୍ୟୁମେଟ୍ସ ଅନୁଯାୟୀ ଚୀନ ଏହି ଜୈବିକ ଅସ୍ତ୍ର ଦ୍ବାରା ବିଶ୍ଵ ର ସମସ୍ତ ମେଡିକାଲ ସିଷ୍ଟମ କୁ ଧ୍ୱଂସ କରିଦେଇଥାନ୍ତା ।

ସେହିପରି ଅଷ୍ଟ୍ରେଲିଆ ଡକ୍ୟୁମେଟ୍ସ ରେ ମଧ୍ୟ ଲେଖା ଥିଲା କି ଚୀନ ଏପରି ଏକ ଅସ୍ତ୍ର ତିଆରି କରୁଛି ଯାହାର କୌଣସି ଅନ୍ତ ନାହିଁ । ଅବଶ୍ୟ ଏଥିରେ କରନା ଭୁତାଣୁ ର ନାମ ଲେଖା ହୋଇ ନଥିଲା କିନ୍ତୁ ଏହା ଏହି ଭୁତାଣୁ କୁ ହିଁ ଇଙ୍ଗିତ କରୁଛି । କୁହାଯାଏ କି ଦ ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରଲୋଜି ରେ ୨୦୦୨ ଠାରୁ ଚୀନ ବାଦୁଡିର ସାଂପଲ କୁ ଜମା କରୁଥିଲା ।

ଏଥିରୁ କିଛି ଏପରି ଭୁତାଣୁ ପ୍ରସ୍ତୁତ କରାଯାଉଥିଲା ଯାହା ମନୁଷ୍ୟ ମାନଙ୍କର ସେଲ କୁ ପ୍ରଭାବିତ କରୁଥିଲା । ତଥାପି ଚୀନ ରହି ନ ଥିଲା ଏହା ପରେ ସେ କରୋନା ଭୁତାଣୁ ପ୍ରସ୍ତୁତ କରି ଦୁନିଆକୁ ଧ୍ୱଂ-ସ ର ମୁହଁକୁ ଠେଲି ଦେଇଥିଲା ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *