ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାଇରାଲ ବୟ ସହଦେବଙ୍କୁ ନିଶ୍ଚୟ ଦେଖିଥିବେ । ସହଦେବ ସୋ-ସି-ଆ-ଲ ମି-ଡି-ଆ-ରେ ‘ବଚପନ କା ପ୍ୟାର’ ଗୀତ ଗାଇ ଫେମସ ହୋଇଛନ୍ତି । ବର୍ତ୍ତମାନ ସେ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛନ୍ତି । ପ୍ରଥମେ ସହଦେବ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଗୀତ ଗଉଥିବାର ନଜର ଆସୁଥିଲେ ହେଲେ ବର୍ତ୍ତମାନ ତାଙ୍କୁ ସମଗ୍ର ଦେଶ ଜାଣିଛି । ବନ୍ଧୁଗଣ ସହଦେବ ନିଜ ସ୍କୁଲରେ ପାଠ ପଢୁଥିବା ବେଳେ ‘ବଚପନ କା ପ୍ୟାର’ ଗୀତଟି ଗାଇଥିଲେ ।

ଏହି ଗୀତଟିକୁ ଗତ ଦୁଇ ବର୍ଷ ତଳେ ସହଦେବଙ୍କ ଶିକ୍ଷକ ସୋ-ସି-ଆ-ଲ ମି-ଡି-ଆ-ରେ ଅ-ପ-ଲୋ-ଡ କରିଥିଲେ । ଗତ କିଛି ଦିନ ତଳେ ଏହି ଗୀତକୁ ନେଇ ବଲିଉଡ ସିଙ୍ଗର ବାଦଶାହ ଏହି ସ-ର୍ଟ ଭି-ଡି-ଓ କରିଥିଲେ ଓ ସୋ-ସି-ଆ-ଲ ମି-ଡି-ଆ-ରେ ସେ-ୟା-ର କରିଥିଲେ । ବାଦଶାହ ଏହି ଗୀତରେ ଭି-ଡି-ଓ ଅ-ପ୍ଲୋ-ଡ କରିବା ପରେ ସହଦେବଙ୍କ ସେହି ପୁରୁଣା ଗୀତ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାକୁ ଲାଗିଲା ।

ସହଦେବଙ୍କ ଛତିଶଗଡର ମୁଖ୍ୟମନ୍ତ୍ରୀ ଏହି ଗୀତ ପାଇଁ ସମ୍ମାନିତ ମଧ୍ୟ କରିଛନ୍ତି । ବଲିଉଡ ସିଙ୍ଗର ବାଦଶାହ ଏହା ପରେ ସହଦେବଙ୍କୁ ପଞ୍ଜାବ ଡକାଇଥିଲେ ଓ ତାଙ୍କ ସହ ଏକ ଆଲବମ କରିଥିଲେ । ବର୍ତ୍ତମାନ ସହଦେବଙ୍କ ଆଲବମର ଚର୍ଚା ମଧ୍ୟ ବହୁତ ହେଉଛି । ବନ୍ଧୁଗଣ ସହଦେବ ଛତିଶଗଡର ସୁକମାରେ ରହୁଛନ୍ତି ଓ ସେ ଏକ ଗରିବ ପରିବାରରୁ ଆସିଛନ୍ତି । ହେଲେ ଗତ କିଛି ଦିନ ତଳେ ତାଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଥିଲା ।
View this post on Instagram
View this post on Instagram
ଏବେ ତାଙ୍କର ସଂପୂର୍ଣ୍ଣ ଲୁକ୍ ବଦଳି ଯାଇଛି । ବର୍ତ୍ତମାନ ତାଙ୍କର ଚାଲି ଚାଳନ ସହ ତାଙ୍କର ଜୀବନ ଶୈଳୀରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସହଦେବ ମୁମ୍ବାଇରେ ଅଛନ୍ତି ତାଙ୍କର ଫ-ଟୋ ଓ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ତାଙ୍କର ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । ସେହି ଭି-ଡି-ଓ-ରେ ସହଦେବ ନିଜ ବାପାଙ୍କ ସହ ମୁମ୍ବାଇ ସମୁଦ୍ରରେ ବୁଲୁଥିବାର ଓ କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି ।
View this post on Instagram
ସହଦେବଙ୍କ ‘ବଚପନ କା ପ୍ୟାର’ ଆଲବମ ମଧ୍ୟ ବର୍ତ୍ତମାନ ଚର୍ଚାରେ ରହିଛି ଲୋକମାନେ ଏହି ଗୀତଟିକୁ ବହୁତ ପସନ୍ଦ କରିବା ସହ ସହଦେବଙ୍କୁ ଭଲ ପାଇବା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସହଦେବ ଡିରଡୋଙ୍କ ଗୀତ ‘ବଚପନ କା ପ୍ୟାର’ କେମିତି ଲାଗେ ଆମକୁ କମେଣ୍ଟ ଦ୍ଵାରା ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

