ଦେଖନ୍ତୁ କିପରି ନିଜ ହାତ ତିଆରି ହେଲିକପ୍ଟର ଉଡାଣ ପରୀକ୍ଷଣ ବେଳେ ଚାଲିଗଲା ଜୀବନ, ଅଧା ରହିଗଲା ଇଶ୍ମାଇଲ ସେଖଙ୍କ ସ୍ବପ୍ନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ କୁହାଯାଏ ଅଳ୍ପ ବିଦ୍ୟା ଭ-ୟଂ-କ-ରି । ଏହାର ଅର୍ଥ ଯେଉଁ ବିଷୟ ଉପରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରି ନାହ ସେହି ବିଷୟ କିମ୍ବା କାର୍ଯ୍ୟ ରେ ହାତ ଦେବା ଉଚିତ ନୁହେଁ । ଏହା ମଧ୍ୟ କୁହାଯାଏ କି ଯାହାର କାମ ତାକୁ ହିଁ ଶୋଭା ଦିଏ ଆଉ କିଏ କଲେ ବହୁତ ଅସୁବିଧା ହୁଏ ।

ତେବେ ଏହି ଉକ୍ତି ସବୁ ଆଜି କାଲି ଯୁଗର କିଛି ଅମାନିଆ ପିଲାଙ୍କ ପାଇଁ ଏକଦମ ଫିଟ ବସୁଛି । ତେବେ ଏହି ଭଳି ଜଣେ ଅଳ୍ପ ବିଦ୍ୟା ଯୋଗୁଁ କିପରି ମୃ-ତ୍ୟୁ ମୁଖରେ ପଡିଲା ସେହି ଘଟଣା ବର୍ତ୍ତମାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ ଆଲୋଚନା କରିନେବା ।

ଘଟଣା ଟି ହେଉଛି ମହାରାଷ୍ଟ୍ର ରାଜ୍ୟ ର ସେଠାକାର ନିବସିତ ଜଣେ ଯୁବକ ଯାହାର ନାମ ଇଶ୍ମାଇଲ ଶେଖ । ନିଜର ଅସାଵଧନତା ଯୋଗୁଁ ବର୍ତ୍ତମାନ ଏ ଦୁନିଆରେ ଆଉ ନାହାନ୍ତି । ସେ ନିଜର ହାତରେ ଏକ ହେଲିକ୍ୟାପ୍ଟର କୁ ପ୍ରସ୍ତୁତ କରିଥିଲେ ଏବଂ ସମ୍ପୂର୍ଣ୍ଣ ମଧ୍ୟ କରି ଦେଇଥିଲେ ତେବେ ଏଥିରେ ତାଙ୍କର ବନ୍ଧୁମାନେ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରିଥିଲେ ।

ତେବେ ସେ ଏହି ହେଲିକପ୍ଟର ର ପ୍ରସ୍ତୁତ ପରେ ତାକୁ ଉଡାଣ ଭରିବା ପାଇଁ ପରୀକ୍ଷା କରୁଥିବା ସମୟରେ ଏହି ଅ-ଘ-ଟ-ଣ ହୋଇଥିଲା କଥା ଟି ହେଉଛି ସେ ନିଜ ସହିତ ନା କୌଣସି ସୁରକ୍ଷା ପାଇଁ ହେଲମେଟ ନେଇଥିଲେ ଏବଂ ନା ହିଁ ସେ କୌଣସି ସୁରକ୍ଷା ବେଲ୍ଟ ର ବନ୍ଦୋବସ୍ତ କରିଥିଲେ ।

ତେବେ ସେ ଯେତେବେଳେ ହଠାତ ହେଲିକ୍ୟାପ୍ଟର କୁ ଚଲେଇବା ପାଇଁ ପ୍ରୟାସ କଲେ ସେତେବେଳେ ସେହି ହେଲିକ୍ୟାପ୍ଟର ର ଲୁହା ବ୍ଲେଡ଼ ତାଙ୍କ ମୁଣ୍ଡରେ ବାଜି ଥିଲା ଏବଂ ସୁରକ୍ଷା ପାଇଁ ବିନା ହେଲମେଟ ଯୋଗୁଁ ତାଙ୍କ ମୁଣ୍ଡରେ ଆ-ଘା-ତ ହୋଇଥିଲା ଏବଂ ବେଲ୍ଟ ନଥିବାରୁ ସେ ତଳେ ମଧ୍ୟ ପଡି ଯାଇଥିଲେ ତେବେ ମୁଣ୍ଡରେ ଆ-ଘା-ତ ଯୋଗୁଁ ସେହି କ୍ଷଣି ହିଁ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ।

ଏହା ଦେଖି ସେଠାରେ ଉପସ୍ଥିତ ତାଙ୍କ ବନ୍ଧୁମାନେ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଜଣେ ବନ୍ଧୁ ଏ ସବୁ ଦୃଶ୍ୟ ର ଭି-ଡି-ଓ କରୁଥିବା ସମୟରେ ଏହା ସବୁ ରେକର୍ଡ ହୋଇ ଯାଇଥିଲ । ତେବେ ଇଶ୍ମାଇଲ ଙ୍କ ଅଧା ଜ୍ଞାନ ଯୋଗୁଁ ନିଜର ସୁରକ୍ଷା ର ବ୍ୟବସ୍ଥା ନକରିବା ଯୋଗୁଁ ତାଙ୍କର ଜୀଵନ ଚାଲିଗଲା ତେଣୁ ସର୍ଵଦା ଯେଉଁ କାମ କରୁଛେ ସେଥିପ୍ରତି ସମ୍ପୂର୍ଣ୍ଣ ଜ୍ଞାନ ରଖିବା ଆବଶ୍ୟକ ଅଟେ । ତେବେ ଏଥିରେ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *