ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୱାସିଂଟନ୍ ରେ ରହୁଥିବା ୨୭ ବର୍ଷୀୟ ହିଲଡେ ପେରିଙ୍ଗର କିଛି ଦିନ ପୂର୍ବରୁ ନିଜ ଭାଇ ର ଛୁଆ କୁ ଜନ୍ମ ଦେଇଛନ୍ତି । ହିଲଡେ ଙ୍କ ଭାଇ ପୂର୍ବରୁ ୪ ଟି ଛୁଆ ଙ୍କ ପିତା ଅଟନ୍ତି ।
କିନ୍ତୁ ତାଙ୍କୁ ଆଉ ଏକ ଛୁଆ ର ଇଚ୍ଛା ଥିଲା । ନିଜ ଭାଇ ଙ୍କ ଏହି ସ୍ୱପ୍ନ କୁ ପୁରଣ କରିବା ପାଇଁ ହିଲଡେ ନିଜ ଭାଇ ଙ୍କ ଛୁଆ କୁ ଜନ୍ମ ଦେଇଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ କଣ ରହସ୍ୟ ରହିଛି ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆଗ କାଳରେ ଯଦି କୌଣସି ମହିଳା ମାଆ ହୋଇପାରୁ ନଥିଲେ ତେବେ ତାଙ୍କୁ ବହୁତ ଅବମାନନା ସହ୍ୟ କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ମେଡ଼ିକାଲ ସାଇନ୍ସ ବହୁତ ଉନ୍ନତି କରି ସାରିଛି । ଏହା ସହିତ ସରୋ-ଗେ-ସି ର ଚଳନ ମଧ୍ୟ ହେଉଛି ।

ୱାସିଂଟନ୍ ରେ ରହୁଥିବା ହିଲଡେ ପେରିଙ୍ଗର ସ୍ୱୟଂ ୩ ଟି ଛୁଆ ର ମାଆ ଅଟନ୍ତି । ତାଙ୍କ ଭାଇ ଓ ଭାଉଜ ମଧ୍ୟ ୪ ଟି ଛୁଆ ର ମାତାପିତା ଅଟନ୍ତି । କିନ୍ତୁ ତାଙ୍କ ଭାଇ ଙ୍କ ଆଉ ଗୋଟିଏ ଛୁଆ ର ଇଚ୍ଛା ରହିଥିଲା । କିନ୍ତୁ ତାଙ୍କ ସ୍ତ୍ରୀ ଗ-ର୍ଭ ଧା-ର-ଣ କରିପାରୁ ନଥିଲେ । ତେଣୁ ନିଜ ଭାଇ ଙ୍କ ସ୍ୱପ୍ନ କୁ ପୂର୍ଣ୍ଣ କରିବା ପାଇଁ ହିଲଡେ ସ-ର-ଗେ-ସି ମାଧ୍ୟମରେ ନିଜ ଭାଇ ଙ୍କ ପଞ୍ଚମ ସନ୍ତାନ କୁ ଜନ୍ମ ଦେଇଛନ୍ତି ।

ସ-ରୋ-ଗେ-ସି ଥିଲା ସ୍ୱପ୍ନ-
ହିଲଡେ ପେରିଙ୍ଗର ଜାନୁଆରୀ ମାସ ୨୦୨୧ ରେ ନିଜ ୩୫ ବର୍ଷୀୟ ଭାଇ ଇୱାନ୍ ସେଲି ଓ ତାଙ୍କର ୩୩ ବର୍ଷୀୟ ପତ୍ନୀ କେଲ୍ସିୟ ଙ୍କ ପଞ୍ଚମ ସନ୍ତାନ କୁ ଜନ୍ମ ଦେଇଛନ୍ତି । ଏହି ଯୋଡ଼ି ଙ୍କ ଚାରୋଟି ସନ୍ତାନ ଥିବା ସତ୍ତ୍ୱେ ତାଙ୍କୁ ପଞ୍ଚମ ସନ୍ତାନ ର ଇଚ୍ଛା ରହିଥିଲା । ତେଣୁ ନିଜ ଭାଇ ଙ୍କୁ ସାହାଯ୍ୟ କରିବା ନିମନ୍ତେ ହିଲଡେ ଆଗକୁ ଆସିଥିଲେ ଏବଂ ସ-ରୋ-ଗେ-ଟ ମଦର ହୋଇ ତାଙ୍କ ପଞ୍ଚମ ସନ୍ତାନ କୁ ଜନ୍ମ ଦେଇ ତାଙ୍କ ପରିବାର କୁ ପୁରା କରିଥିଲେ ।

ଏହି ସମ୍ବନ୍ଧରେ ହିଲଡେ କହିଛନ୍ତି ଯେ ତାଙ୍କୁ ମଧ୍ୟ ସ-ରୋ-ଗେ-ଟ ମଦର ହେବାର ଇଚ୍ଛା ଥିଲା ଏବଂ ନିଜ ଭାଇ ଙ୍କ ଜରିଆରେ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଗଲା । ଭାଉଜ ଙ୍କ ଜୀବନ ପ୍ରତି ଥିଲା ବିପଦ- ହିଲଡେ ଙ୍କ ଭାଇ ଓ ଭାଉଜ ଙ୍କ ୪ ଟି ସନ୍ତାନ ଥିଲା କିନ୍ତୁ ତାଙ୍କୁ ଏପରି ଲାଗୁଥିଲା ଯେ ତାଙ୍କର ପରିବାର ଅଧା ରହିଛି । ତେଣୁ ଏହି ଯୋଡ଼ି ନିଜର ପଞ୍ଚମ ସନ୍ତାନ କୁ ଜନ୍ମ ଦେବାକୁ ଚାହୁଁଥିଲେ ।

କିନ୍ତୁ ଡାକ୍ତର ଏଥିପାଇଁ ସଫା ମନା କରି ଦେଇଥିଲେ । ଏହାଦ୍ବାରା ତାଙ୍କ ଭାଉଜ ଙ୍କ ଜୀବନ ପ୍ରତି ବିପଦ ଥିଲା । ଏହି ଯୋଡ଼ି ଙ୍କ ପାଖରେ ସ-ରୋ-ଗେ-ସି ହିଁ ଏକମାତ୍ର ଉପାୟ ଥିଲା । ନିଜ ଭାଇ ଙ୍କ ପାଇଁ ହିଲଡେ ତାଙ୍କ ସନ୍ତାନ କୁ ୯ ମାସ ଧରି ନିଜ ଗ-ର୍ଭ ରେ ପାଳିଲେ ଏବଂ ଜନ୍ମ ଦେଲେ ।

ଏକ ବର୍ଷ ପର୍ଯ୍ୟନ୍ତ କରିଥିଲେ ଅପେକ୍ଷା- ହିଲଡେ ସ-ରୋ-ଗେ-ସି ପାଇଁ ୨୦୨୦ ମସିହାରୁ ହିଁ ଚେଷ୍ଟା ଆରମ୍ଭ କରି ଦେଇଥିଲେ । ଏଥିପାଇଁ ସେ ପଇସା ତ ନେଇ ନଥିଲେ । କିନ୍ତୁ ତାଙ୍କ ସ-ରୋ-ଗେ-ସି ପ୍ରୋସେସ ର ସମସ୍ତ ଖର୍ଚ୍ଚ ତାଙ୍କ ଭାଇ ଉଠାଇ ଥିଲେ । ନିଜ ଭାଇ ଙ୍କୁ ତାଙ୍କ ପଞ୍ଚମ ସନ୍ତାନ ଦେବା ପରେ ହିଲଡେ ବହୁତ ଖୁସି ଅଛନ୍ତି । ହିଲଡେ ସ୍ୱୟଂ ୩ଟି ଛୁଆ ଙ୍କ ମାଆ ଅଟନ୍ତି । ପ୍ରେଗନେନ୍ସି ର ୯ ମାସ ପର୍ଯ୍ୟନ୍ତ ହିଲଡେ ଙ୍କ ଭାଇ ଓ ଭାଉଜ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରଖିଥିଲେ ।
ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣେଇବେ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

