ମନୋରଞ୍ଜନ ଦୁନିଆରେ ଥିବା ଏକ ବଡ ତାରକା ଆଜି ଆମ ଗହଣରେ ଆଉ ନାହାନ୍ତି କାରଣ ସେ ଆଜି ସବୁ ଦିନ ପାଇଁ ଚାଲି ଯାଇଛନ୍ତି । ସୂତ୍ର ରୁ ଜଣା ପଡିଛି କି ଶିଦ୍ଧାର୍ଥ ଶୁକ୍ଲା ଯିଏ କି ବିଗ ବସ ୧୩ ରେ ବିଜେତା ହୋଇଥିଲେ ସେ ଆଉ ନାହାଁନ୍ତି ଏହି ଦୁନିଆରେ । ତାଙ୍କର ଏହି ଭଳି ଦୁ-ର୍ଦ-ଶା-ର ଘ-ଟ-ଣା ଆଜି ଜଣା ପଡଛୀ ଆଜି ସକାଳେ ସେ କୁପର ହସ୍ପିଟାଲ ରେ ଭର୍ତ୍ତି ହେଇଥିଲେ । ଏହାର କିଛି ସମୟ ମଧ୍ୟରେ ଡାକ୍ତର ମାନେ କହିଛନ୍ତି କି ସେ ଆଉ ଏହି ଦୁନିଆରେ ନାହାନ୍ତି ।

କହିବାର ଅର୍ଥ ଏହା ହେଉଛି କି ସେ ଆଊ ଆମ ଗହଣରେ ନାହାନ୍ତି । ଯାହା ଜଣା ପଡିଛି ସିଦ୍ଧାର୍ଥ ରାତିରେ ଶୋଇବା ଆଗରୁ କିଛି ମେଡ଼ିସିନ ଖାଇ ଥିଲେ ଯାହା ପରେ ସକାଳୁ ଆଉ ସେ ଉଠି ପାରି ନଥିଲେ । ଡେରି ଯାଏ ସୋଇଥିବା ଦେଖି ଘର ଲୋକ ସନ୍ଦେହ କରି ତାଙ୍କୁ ହସ୍ପିଟାଲ କୁ ନେଇ ଯାଇଥିଲେ ସେଠାରେ ତାଙ୍କୁ ମୃ-ତ ଘୋଷଣା କରା ଯାଇଥିଲା । ଏହା ଅପରେ ଏହା ମଧ୍ୟ ଜଣା ପଡିଛି କି ତାଙ୍କ ଦେ-ହା-ନ୍ତ ର କାରଣ ହେଉଛି ହା-ର୍ଟ- ଆ-ଟା-କ । ତାଙ୍କୁ ମାତ୍ର ୪୦ ବର୍ଷ ବୟଶ ହୋଇ ଥିଲା ସେ ୧୯୮୦ ମଶିହାରେ ଡିସେମ୍ବର ୧୨ ରେ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କ ପରିବାର ରେ ତାଙ୍କ ଦୁଇ ଭଉଣୀ ଓ ତାଙ୍କ ମା ଅଛନ୍ତି ଏବେ । ସେ ନିଜ ଅନ୍ତିମ ପୋଷ୍ଟ କୁ ୨୪ ଅଗଷ୍ଟ ରେ ଛାଡି ଥିଲେ । ସେ କହିଥିଲେ କି ସବୁ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ କାରଣ ଏଠିଏ ତାଙ୍କୁ ଅଧିକ ଲାଇକ ମିଳିଥିଲା । ସେ ନିକଟ ଭବିଷ୍ୟତରେ ଆସିବା ପାଇଁ ଯାଉଥିବା ଏକ ସିରିଜ ପାଇଁ ମଧ୍ୟ ଏକ ଫଟୋ ଛାଡି ଥିଲେ । ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆସିଥିଲା ତାଙ୍କ ଫ୍ୟାନ୍ସ ଆଗରୁ ଥିଲେ ମଧ୍ୟ ସେ ଅଧିକ ଲୋକପ୍ରିୟତା କୁ ବିଗ ବସ -୧୩ ରୁ ପାଇଥିଲେ ଏଥିରେ ତାଙ୍କୁ ଲୋକମାନେ ଭୋଟ ଦେଇକି ଜିତାଇ ଥିଲେ ।

ସେ ନିଜ କ୍ଯାରିୟର ର ଆରମ୍ଭ କରିଥିଲେ ୨୦୦୪ ରୁ କିନ୍ତୁ ଏହା ଆଗରୁ ସେ ଅଭିନୟ ନୁହେଁ ବରଂ ମଡେଲିଙ୍ଗ କରୁଥିଲେ । ସେ ୨୦୦୮ ରେ ପ୍ରସାରିତ ହେଉଥିବା ବାଳିକା ବଧୁ ରେ ଅଧିକ ଲୋକ ତାଙ୍କୁ ଜାଣିଥିଲେ । ସେ ଖତରୋନ କି ଖିଲାଡ଼ି ରେ ୭ ନମ୍ବର ସିଜିନ ରେ ଅମଧ୍ୟ ଯୋଗ ଦାନ କରିଥିଲେ । ବିଡ ବସ – ୧୩ ରେ ସେ ନିଜ ପ୍ରେମ ସେହେନାଜ ଙ୍କୁ ଭେଟି ଥିଲେ । ଏହା କାହାକୁ ଭି ବିସବାଶ ହେଉନି କି ଶିଦ୍ଧାର୍ଥ ସବୁଙ୍କୁ ଛାଡି ଆର ପରିକି ଚାଲି ଯାଇଛନ୍ତି ।

